Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଭୁବନେଶ୍ୱର ଅବକାରୀ ବିଭାଗ କୁ ବଡ଼ ସଫଳତା, ଦାମୀ ଗାଡ଼ିରେ ହେଉଥିଲା ଦେଶୀ ମଦ ବେପାର ||

04-Sep-2026

ଭୁବନେଶ୍ୱର ଅବକାରୀ ବିଭାଗ ଦ୍ୱାରା ଦାମୀ ଗାଡ଼ିରେ ଦେଶୀମଦ ଚୋରା ଚାଲାଣ ହେଉଥିଲା ବେଳେ ଗାଡି ସହ ୭ ଗିରଫ | 

ଓଡିଶା ଜନ ମତ ବ୍ୟୁରୋ, 

ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ଚୋରା ମଦ ରକେଟ୍‌ର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ। ମଦ ମାଫିଆମାନେ ଅତ୍ୟାଧୁନିକ ଗାଡ଼ି ଏବଂ ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରି ଚଲାଇଥିଲେ ଏହି କାରବାର। ବେଆଇନ ଭାବେ ଦେଶୀ ମଦ ଚାଲାଣ କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ କାବୁ କରିଛି। ଏହି ଘଟଣାରେ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବହୁ ପରିମାଣର ମଦ ଏବଂ ମାରଣାସ୍ତ୍ର ଜବତ କରାଯାଇଛି
ଦାମୀ ଗାଡ଼ିରେ ଦେଶୀ ମଦ ଚାଲାଣ। ଥାର, ସ୍କର୍ପିଓ, ସାଣ୍ଟ୍ରୋ, ୱାଗନରରେ ଯାଉଥିଲା ଦେଶୀ ମଦ। ରାଜଧାନୀ ଭୁବନେଶ୍ବରରେ ଅବକାରୀ ବିଭାଗର ଚଢ଼ଉ ପରେ ବଡ଼ ଖୁଲାସା। ଥାର୍, ସ୍କର୍ପିଓ ସହ ୪ଟି କାରରୁ ବିପୁଳ ଦେଶୀ ମଦ ଜବତ, ୭ ଗିରଫ। ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ଚୋରା ମଦ ରକେଟ୍‌ର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ। 
ସୂଚନା ଅନୁଯାୟୀ, ମାଫିଆମାନେ ଥାର୍, ସ୍କର୍ପିଓ, ସାଣ୍ଟ୍ରୋ ଏବଂ ୱାଗନର୍ ଭଳି ମୋଟ ୪ଟି କାରରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ କରୁଥିଲେ। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଏହି ଗାଡ଼ିଗୁଡ଼ିକରେ ଫେକ୍ ବା ନକଲି ନମ୍ବର ପ୍ଲେଟ୍ ଲଗାଯାଇଥିଲା। କେବଳ ସେତିକି ନୁହେଁ, ମଦ ବୋଝେଇ କାରଗୁଡ଼ିକୁ ସୁରକ୍ଷିତ ଭାବେ ନେବା ପାଇଁ ଏକ ବୁଲେଟ୍ ସମେତ ତିନୋଟି ବାଇକ୍ ଏଗୁଡ଼ିକୁ ଏସକର୍ଟ ବା ଜଗି ଜଗି ନେଉଥିଲେ। ଅବକାରୀ ବିଭାଗର ଟିମ୍ ସୂଚନା ପାଇ କାରଗୁଡ଼ିକୁ ପିଛା କରି ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ଅବକାରୀ ବିଭାଗ ଗାଡ଼ି ସହ ଗୋଟିଏ ବନ୍ଧୁକ, ମଦ ତିଆରି କରୁଥିବା ମେସିନ୍, ବହୁସଂଖ୍ୟକ ଖାଲି ବୋତଲ ଏବଂ ନକଲି ସାମଗ୍ରୀ ଜବତ କରିଛି। ରାଜଧାନୀ ଭିତରେ କିପରି ଏତେ ବଡ଼ ମଦ ସାମ୍ରାଜ୍ୟ ଚାଲିଥିଲା ଏବଂ ଏହାର ମୂଳସ୍ଥାନ କେଉଁଠି, ସେନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଥିବାବେଳେ ଏହି ରାକେଟ୍ ସହ ଜଡ଼ିତ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି  |

News Comment

You Might Also Like

BACK TO TOP