Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ, 4ଗିରଫ |

05-Sep-2026

ଚାକିରୀ କରାଇଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ :୪ ଗିରଫ୍ ।।*
ଓଡିଶା ଜନମତ , ଛତ୍ରପୁର, ତା. ୫ / ୯ 

କେ.ସତ୍ୟନାରାୟଣ ରେଡ୍ଡୀ,:----
ଚାକିରୀ କରାଇଦେବା ଆଳରେ ଟଙ୍କା ଲୁଟି ନେଉଥିବା ଅଭିଯୋଗରେ ୪ଜଣ ଠକ କୁ ଛତ୍ରପୁର ଥାନା ପୋଲିସ ଗିରଫ କରିଛି । 
ସେମାନଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍, ଟି.ଭି.ଏସ. ମୋଟର ସାଇକେଲ ସହ ୨୫ ହଜାର ଟଙ୍କା ନଗଦ ପୋଲିସ ଜବତ କରିଛି । 
    ସୂଚନା ଯୋଗ୍ୟ ଯେ` ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସଂସ୍ଥା ମାନଙ୍କରେ ଚାକିରୀ କରାଇଦେବା ଆଳରେ ନିଯୁକ୍ତି ମେଳା ଓ ନିଯୁକ୍ତି ଆଦେଶ ପ୍ରମାଣପତ୍ର ଦେଇ ବହୁ ଯୁବପୀଢ଼ି ଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । 
ଗତ କିଛି ଦିନ ତଳେ ଛତ୍ରପୁର ସହରାଞ୍ଚଳର ପୁରୁଣା ପୋଲିସ ଲାଇନ୍, ଗୌରୀ ଶଙ୍କର ମନ୍ଦିର ନିକଟସ୍ଥ 
ବିଷ୍ଣୁପ୍ରିୟା କନକ୍ଲେଭ୍ କୋଠାରେ ଚାଲିଥିବା ଏକ ନିଯୁକ୍ତିମେଳାରେ କେତେଜଣ ବୁଦ୍ଧିଜିବୀଙ୍କୁ ସଚେତନ କରାଯାଉଥିଲା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଥ୍ୟ ଅନୁସନ୍ଧାନ କରି କେତେଜଣଙ୍କୁ  ପୋଲିସ ଜେରା କରିଥିଲା । ପରେ ପ୍ରକୃତ ଠକ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ବୋଲି କୁହାଯାଏ ।
    ଏନେଇ  ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇ ଶୁକ୍ରବାର ସନ୍ଧ୍ୟାରେ ୪ଜଣଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି ।
ଗିରଫ ବ୍ୟକ୍ତିମାନେ ହେଲେ ଛତ୍ରପୁର ପୁରୁଣା ଛତ୍ରପୁର ଅଞ୍ଚଳର ବିଷ୍ଣୁ ପ୍ରିୟା ବେହେରା (୨୭), ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକ ଯମୁନା ଅଞ୍ଚଳର ନାରାୟଣ ସେଠୀ ଏବଂ ତାଙ୍କ ପତ୍ନୀ ଦୀପା ବେହେରା ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବେଳେ ଛତ୍ରପୁର ସ୍ଥିତ ଅଗସ୍ତିନୂଆଗାଁ ଅଞ୍ଚଳରୁ ଆସି ଛତ୍ରପୁର କପିଳ ସାହିରେ ସିଲେଇ କରି ଚଳୁଥିବା ସୁନୀତା ଦାସ ଙ୍କୁ ଉକ୍ତ ଠକ ଟିମ୍ ଅନ୍ୟ କେତେଜଣଙ୍କୁ ଆଣିଲେ ତୁମକୁ ମଧ୍ୟ ଚାକିରୀରେ ନିୟୋଜନ କରାଯିବ ବୋଲି କହିଥିବା ଜଣାଯାଏ । ତେବେ ତାଙ୍କରି ପ୍ରଲୋଭନରେ ଅନ୍ୟ କେତେଜଣଙ୍କୁ ଅର୍ଥ ଠକେଇ ହୋଇଥିଲା ବୋଲି କୁହାଯାଉଛି । ଏହି ମାମଲାରେ ଅଭିଯୁକ୍ତ ସୁନୀତା ଦାସ ଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ ବାଧ୍ୟ ହୋଇଛି ବୋଲି ଜଣାପଡ଼ିଛି ।
ଏଭଳି ବିଭିନ୍ନ ସ୍ଥାନରେ ଅର୍ଥ ଠକେଇ ମାମଲାରେ ଧରପଗଡ କରି ଛତ୍ରପୁର ଥାନା ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରି ଦୋଷୀ ଙ୍କୁ ଗିରଫ କରାଯାଉଛି । ଏନେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କୁ ଛତ୍ରପୁରବାସୀ ସାଧୁବାଦ ଜଣାଇଛନ୍ତି ।।

News Comment

You Might Also Like

BACK TO TOP