Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବ୍ରହ୍ମପୁର ସାଂସଦ ଙ୍କ ଅଭିଯୋଗ ପରେ ଗେଟ ବଜାର ଫ୍ଲାଇ ଓଭର କାମର ହେବ ଯାଞ୍ଚ |

25-Sep-2026

ବ୍ରହ୍ମପୁର ଗେଟ୍‌ବଜାର ଫ୍ଲାଏଓଭରର ହେବ ସ୍ୱତନ୍ତ୍ର ଯାଞ୍ଚ  | 

ଓଡିଶା ଜନ ମତ ବ୍ୟୁରୋ,

ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗେଟ୍‌ବଜାର ଫ୍ଲାଏଓଭରର ନିର୍ମାଣ ଗୁଣବତ୍ତା ଓ ଷ୍ଟ୍ରକ୍‌ଚରାଲ୍‌ ସୁରକ୍ଷାକୁ ନେଇ ଅଭିଯୋଗ ଉଠାଇଥିଲେ। ଏହାପରେ ପୂର୍ତ୍ତ ବିଭାଗ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଫ୍ଲାଏଓଭରର ସ୍ୱତନ୍ତ୍ର ଯାଞ୍ଚ ପାଇଁ ପଦକ୍ଷେପ ନେଇଛି
ବ୍ରହ୍ମପୁର ଗେଟ୍‌ବଜାର ଫ୍ଲାଏଓଭର ନିର୍ମାଣର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ଉଠିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି ପୂର୍ତ୍ତ ବିଭାଗ । ଫ୍ଲାଏଓଭରର ନିର୍ମାଣକୁ ନେଇ ସ୍ୱତନ୍ତ୍ର ଟେକ୍ନିକାଲ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ କ୍ୱାଲିଟି କଣ୍ଟ୍ରୋଲ୍‌ ଟିମ୍‌ ମଇଦାନକୁ ଯାଇ ଫ୍ଲାଏଓଭରର ନିର୍ମାଣ ସମ୍ପର୍କିତ ବିଭିନ୍ନ ଦିଗ ଯାଞ୍ଚ କରିବ ।
ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗେଟ୍‌ବଜାର ଫ୍ଲାଏଓଭରର ନିର୍ମାଣ ଗୁଣବତ୍ତା ଓ ଷ୍ଟ୍ରକ୍‌ଚରାଲ୍‌ ସୁରକ୍ଷାକୁ ନେଇ ଅଭିଯୋଗ ଉଠାଇଥିଲେ। ଏହାପରେ ପୂର୍ତ୍ତ ବିଭାଗ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଫ୍ଲାଏଓଭରର ସ୍ୱତନ୍ତ୍ର ଯାଞ୍ଚ ପାଇଁ ପଦକ୍ଷେପ ନେଇଛି। ଯାଞ୍ଚ ସମୟରେ ଫ୍ଲାଏଓଭର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ, ନିର୍ମାଣର ବିଭିନ୍ନ ପ୍ରାଯୁକ୍ତିକ ଦିଗ ଏବଂ ଷ୍ଟ୍ରକ୍‌ଚରାଲ୍‌ ସୁରକ୍ଷା ସମ୍ପର୍କରେ ଯାଞ୍ଚ କରାଯିବ। ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଓ ବୈଷୟିକ ନିୟମ ଅନୁଯାୟୀ ହୋଇଛି କି ନାହିଁ, ତାହା ମଧ୍ୟ ଟିମ୍‌ ଯାଞ୍ଚ କରିବ ।
ଏହି ସ୍ୱତନ୍ତ୍ର ଟେକ୍ନିକାଲ ଅଡିଟ୍‌ ପରେ ବିଭାଗ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ। ରିପୋର୍ଟରେ ଫ୍ଲାଏଓଭରର ନିର୍ମାଣ ଗୁଣବତ୍ତା, ବ୍ୟବହୃତ ସାମଗ୍ରୀ ଓ ଷ୍ଟ୍ରକ୍‌ଚରାଲ୍‌ ସୁରକ୍ଷା ସମ୍ପର୍କିତ ତଥ୍ୟ ରହିବ । ଗେଟ୍‌ବଜାର ଅଞ୍ଚଳ ବ୍ରହ୍ମପୁର ସହରର ଏକ ଗୁରୁତ୍ୱପୂର୍ଣ୍ଣ ଯାତାୟାତ କେନ୍ଦ୍ର ହୋଇଥିବାରୁ ଫ୍ଲାଏଓଭରର ସୁରକ୍ଷା ଓ ନିର୍ମାଣ ମାନକୁ ନେଇ ଯାଞ୍ଚ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

News Comment

You Might Also Like

BACK TO TOP