Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପାଣ୍ଡିଆ ବ୍ରିଜ ତଳେ ଋଷିକୁଲ୍ୟା ନଦୀର ଜଳ ସ୍ତର ବିପଦ ସଂକେତ ପାଖରେ ||

24-Sep-2026

ବାଙ୍ଗୋପସାଗର ରେ ଗଭୀର ଅବପାତ ପ୍ରଭାବରେ  ଋଷିକୁଲ୍ୟା ନଦୀ ର ଜଳସ୍ତର  ବୃଦ୍ଧି ଘଟି ବିପଦ ସଂକେତ ପାଖରେ ||

ଭୟଭୀତ ନହେବାକୁ ପ୍ରଶାସନର ସଚେତନତା 
ତାରିଖ --24/09/26, 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷାର ପ୍ରଭାବରେଉପର ମୁଣ୍ଡରୁ ଜଳ ଆସି ଋଷିକୁଲ୍ୟା ନଦୀରମିଶି ଜଳସ୍ତର ଧୀରେଧୀରେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରିୟ ଜଳଆୟୋଗ ବିଭାଗର ରେକର୍ଡ ପ୍ରକାରେ ଗୁରୁବାର ସକାଳ ସୁଦ୍ଧା 50.2 ରହିଥିଲ ବେଳ ଏବେ ତାହା ବୃଦ୍ଧି ହୋଈ 54.03ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ମଧ୍ଯ ଘଣ୍ଟାପ୍ରତି ୨.୯୦୪ କିଲୋମିଟର ରହିଥିଲା। ଏଠାରେ ନଦୀଜଳସ୍ତରର ସତର୍କ ସଙ୍କେତ ୧୫.୮୩୫ ମିଟର ଏବଂ ବିପଦ ସଙ୍କେତ ୧୬.୮୩୫ ମିଟର ରହିହିବାବେଳେ ବର୍ତ୍ତମାନ ନଦୀରଜଳସ୍ତର 15.899ମିଟରରେ ପ୍ରବାହିତ ହେବାରେ ଲାଗିଛି। ଯାହାଦ୍ୱାରା ବିପଦ ସଂକେତ କୁ ଆଉମାତ୍ର 
36 ମିଟର ବାକି ଅଛି ||ତେବେ ଏଭଳି ଲଗାଣ ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛିବୋଲି ରଣ ଝାଲି ଠାରେ ଥିବା  ଜଳ ଆୟୋଗ ସୁପର ଭାଇଜର କେ ସୁକାନ୍ତ କୁମାର ରେଡ଼ୀ କହିଥିଲା ବେଳେ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏନଏସି ନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଓ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ଓ ତହସିଲ ଷ୍ଟାଫ ଏବଂ ଆରାଇ ପିଅନ ମାନେ ମିଶି ନଇକୁଳିଆ ବିଭିନ୍ନ ଗ୍ରାମ ଗ୍ରାମମାନଙ୍କରେ ପହଁଚି ଲୋକଙ୍କୁ ସଚେତନ କରାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶନାମା କୁ ମାନିଚଳିବାଲାଗି ଲୋକଙ୍କୁ ପରାମର୍ଶ ଦେଇ ଛନ୍ତି| ଏହାକୁ ନେଇ ତହସିଲଦାର ବିନୋଦକୁମାର ବେହେରା କହିଛନ୍ତିଯେ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ ସଜାଗ ରହି ଆବଶ୍ଯକୀୟ ପଲିଥିନମାନ ମହଜୁଦ ରହିଛି । ପ୍ରାଥମିକତା ଭାବରେ ଲୋକଙ୍କୁ ସଚେତନ କରି ସୁରକ୍ଷା ଉପରେ  ଗୁରୁତ୍ବ ଦିଆଯାଉଛି, ଏବଂ ପ୍ରତେକ କାର୍ଯ୍ୟ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଛି ବୋଲି  ତହସିଲଦାର ଓ ଆସିଥିବା ବିଭିନ୍ନ ଅଧିକାରୀ ମାନେ ଜନସାଧାରଣ ଙ୍କୁ ଆଶ୍ବସନା ଦେଇଛନ୍ତି  |ଏହାଉପରେ କିଛି ଚାଷୀ ମଧ୍ୟ କହିଛନ୍ତି ଆଉ ଅଧିକ ବର୍ଷା ହେଲେ  ଧାନ ଚାଷ ଓ ଅନ୍ୟାନ୍ୟ ପରିବା ଚାଷ କ୍ଷତି ଗ୍ରସ୍ତ ହେବେ ବୋଲି କହି ଛନ୍ତି | ତେବେ ବ୍ଳକ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ମାନେ ବ୍ଳକ ବିଡ଼ିଓ ଙ୍କ ଅଫିସିରେ ସଜାଗ ରହି ଛନ୍ତି ||

News Comment

You Might Also Like

BACK TO TOP