Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବର୍ଷା ରେ ପାଞ୍ଚ ପରିବାର ର ଘର ଭାଙ୍ଗିଲା ବଢ଼ିଲା ସେମାନଙ୍କ ରହିବା ଚିନ୍ତା |

25-Sep-2026

ବର୍ଷାରେ ଭାଙ୍ଗିଲା ପାଞ୍ଚ ପରିବାରର ଘର, ବଢିଲା ଚିନ୍ତା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
ତ -- ୨୫/୯/ ୨୬ :----

ଲଗାଣ ବର୍ଷାରେ ଦୁର୍ବଳ ହୋଇପଡିଥିବା ଘରର କାନ୍ଥ ଭୁଶୁଡି ପଡିବା ପରେ ଏବେ ଚିନ୍ତାରେ ସୋଡ଼କ ନୂଆସାହିର ପାଞ୍ଚ ପରିବାର। ବର୍ଷାର ପ୍ରଭାବରେ ସାହିର ସବିତା ବରଡ, ଜୟନ୍ତୀ ପ୍ରଧାନ, ଝୁନୁ ପ୍ରଧାନ, ରଞ୍ଜିତା ପ୍ରଧାନ ଓ ପାଣ ପ୍ରଧାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବାରୁ ଚାଳଛପର ଘରର କାନ୍ଥ ଦୁର୍ବଳ ହୋଇ ଗୋଟିଏ ପରେ ଗୋଟିଏ ଘର ଭୁଶୁଡି ପଡିଥିବା ଜଣାପଡିଛି। ଘର ଭାଙ୍ଗିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବାରୁ ପରିବାର ଗୁଡିକ ଅସୁବିଧାରେ ପଡିଛନ୍ତି। ବର୍ଷା ମଧ୍ୟରେ ଭଙ୍ଗା ଘରରୁ ଆବଶ୍ୟକ ସାମଗ୍ରୀ ବାହାର କରିବା ମଧ୍ୟ କଷ୍ଟକର ହୋଇପଡିଛି। ଏପଟେ ପୁଣି ବର୍ଷା ଲାଗି ରହିଥିବାରୁ ଭଙ୍ଗା ଘରରେ ରହିବାକୁ ପରିବାର ଲୋକେ ଭୟ କରୁଛନ୍ତି।
ତେବେ ରଶ୍ମିତା ପ୍ରଧାନଙ୍କ ପରିବାରର ଦୁର୍ଦ୍ଦଶା ଅଧିକ ଚିନ୍ତାଜନକ। ଗତବର୍ଷ ବର୍ଷା ଓ ପବନରେ ତାଙ୍କ ଘର ଭାଙ୍ଗିଥିଲେ ମଧ୍ୟ ଏଯାଏଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ସହାୟତା ମିଳିନଥିବା ତାଙ୍କ ଭିନ୍ନକ୍ଷମ ପୁଅ ଅରୁଣ ପ୍ରଧାନ ଅଭିଯୋଗ କରିଛନ୍ତି। ଏପରିକି ଘଟଣା ପରେ ତହସିଲଦାରଙ୍କ ଦେଖା ମିଳିନଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଥର ପୁଣି ଘର ଭୁଶୁଡିବା ପରେ ପରିବାରର ଦୁର୍ଦ୍ଦଶା ଆହୁରି ବଢିଛି।ଏନେଇ ସରପଞ୍ଚ ଉତ୍କଳ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟତ୍ର ଥିବା କହିଥିଲେ। ଘଟଣା ବିଷୟରେ ଜାଣିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇ ଘଟଣାସ୍ଥଳକୁ ଯିବାକୁ କୁହାଯାଇଥିବା ସେ କହିଛନ୍ତି। ଅରୁଣ ପ୍ରଧାନଙ୍କ ପରିବାର ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ। ତେବେ ଘର ନିର୍ମାଣରେ ବିଳମ୍ବ ହେବାରୁ ସେହି ତାଲିକାରୁ ବାଦ୍ ପଡିଥିଲେ।ଅନ୍ୟପକ୍ଷରେ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର କହିଛନ୍ତି ଯେ, ସୋଡକ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବାଧିକ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତ୍ୟୋଦୟ ଗୃହ ବଣ୍ଟନ କରାଯାଇଛି। ଯଦି କୌଣସି ଯୋଗ୍ୟ ପରିବାର କୌଣସି କାରଣରୁ ବାଦ୍ ପଡିଥାନ୍ତି, ତେବେ ସରକାରୀ ନିୟମ ଅନୁଯାୟୀ ଯାଞ୍ଚ କରାଯାଇ ଯୋଜନାରେ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP