Breaking News

ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||     

ଖୋର୍ଦ୍ଧା ସହର ର ମହିଳା ମହାବିଦ୍ୟାଳୟ ରେ ଭଏସ ଅଫ ମିଡ଼ିଆ ତରଫରୁ ରାଜ୍ୟର 4ଜଣ ସାମ୍ବାଦିକ ଙ୍କୁ ପେନସନ ପ୍ରଦାନ |

17-Nov-2025

ଭଏସ ଅଫ ମିଡ଼ିଆ ତରଫରୁ  ବିଶ୍ୱ ସାମ୍ବାଦିକ ଦିବସ ଅବସର ରେ ରାଜ୍ୟର ଚାରି ଜଣ ବରିଷ୍ଟ ନାଗରିକ ଙ୍କୁ    15 00ଟଙ୍କା ଲେଖାଏଁ ପେନସନ ପ୍ରଦାନ,

        ଓଡିଶା ଜନ ମତ ବ୍ୟୁରୋ 

ଜାତୀୟ ବିଶ୍ୱ ପ୍ରେସ ଦିବସରେ ରେ ଅନ୍ତର୍ଜାତୀୟ ଭଏସ ଅଫ ମିଡ଼ିଆ ସଂସ୍ଥା ତରଫରୁରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଙ୍କ ସଂଯୋଜନା ରେ ରାଜ୍ୟର ଚାରି ଜଣ ସାମ୍ବାଦିକ ଜଣେ ଗଞ୍ଜାମ ଜିଲ୍ଳାର ପ୍ରସନ୍ନ କୁମାର ଦାଶ, ସୁନ୍ଦର ଗଡ଼ର,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,  ଯାଜପୁର ର ଅଜୟ କୁମାର ରାଉଳ ଓ ଫୁଲବାଣୀ ର ଗୋପାଳ ଚନ୍ଦ୍ର ପଟନାୟକ ଏପରି ଚାରି ଜଣଙ୍କୁଏହି ମିଡ଼ିଆ ସଂସ୍ଥା ତରଫରୁ  ମାସିକ ପନ୍ଦର ସହ ଟଙ୍କା ଲେଖାଏଁ ପେନସନ ଦେବାକୁ ନିଷ୍ପତି ନେଇ ଆଜି ସେମାନଙ୍କୁ ଖୋର୍ଦ୍ଧା ସହର ମହିଳା ମହାବିଦ୍ୟାଳୟ ଠାରେ      ଅନୁଷ୍ଠିତ ବିଶ୍ୱ ପ୍ରେସ ଦିବସରେ ଉପଢୌକନ ଓ ନଗଦ  1500 ଅର୍ଥ ରାଶି ଉପସ୍ଥିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା  | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଡ଼ିଏସପି ଅନିଲ ମହାନ୍ତି,ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୋଲିସ ର ସାଇବର ଇନିସ ପେକ୍ଟର ସୁଚିତ୍ରା ଜେନା, ମହିଳା ମହାବିଦ୍ୟାଳୟ ର ଅଧକ୍ଷାପୁଷ୍ପାଞ୍ଜଳି ଶ୍ରୀଚନ୍ଦନ,  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା,  ଅନ୍ୟ ଅତିଥି ମାନେ ହେଲେ ସୁରେନ୍ଦ୍ର ନାଥ ପାଢ଼ୀ, ସରୋଜ ମୁଦୁଲି, ସସ୍ମିତା ମେହର, ସେକ ସାଇବ ହୁସେନ, ଏବଂରାଜ୍ୟ ଉପସଭାପତି ଲଲାଟେନ୍ଦୁ ସେନାପତି ଉପସ୍ଥିତ ଥିଲେ | ଏବଂ ଆୟୋଜକ ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର, ମଞ୍ଚାସିନ ଥିଲେ | ଉପସ୍ଥିତ ଅତିଥି ମାନେ ସାମ୍ବାଦିକ ଙ୍କ ନିଷ୍ଠା, ପ୍ରଚେଷ୍ଟା, ଏବଂ ତ୍ୟାଗ ବିଷୟ ରେ ସବିଶେଷ ମତାମତ ଦେଲେ | ଯେଉଁ ସାମ୍ବାଦିକ ଜଣଙ୍କ ସମସ୍ତଙ୍କ ସୁବିଧା, ଅସୁବିଧାରେ ସାଥ ଦେଇଥାଏ ତାର ଅସୁବିଧା ହେଲେ କୌଣସି ଲୋକ ଦେଖିମଧ୍ୟ ନଦେଖିଲା ଭଳି ଚାଲି ଯାଆନ୍ତି | ବିଚରା ସାମ୍ବାଦିକ ଟି ସତ୍ୟ ଖବର ପରିବେଷଣ କରି ଅନ୍ୟମାନଙ୍କ ର ଆକ୍ରୋଶର ଶିକାର ହୋଇ ମାଡ଼, ଗାଳି, ନିନ୍ଦା ଅପବାଦ ପରେ ଶେଷରେ ଜେଲରେ ମଧ୍ୟ ଦିନ କାଟିବାକୁ ପଡିଥାଏ | ବିଶେଷ କରି ସାମ୍ବାଦିକ ବନ୍ଧୁଟିର ପୂରା ଶତ୍ରୁ ପାଲଟି ଥାଏ ତାର ନିଜ ସାମ୍ବାଦିକ ବନ୍ଧୁ ମାନେ | କିନ୍ତୁ ତାକୁ ସାହସ, ସହଯୋଗ କରିବାକୁ କେହିବି ଆସନ୍ତି ନାହିଁ | ଦେଶ ସ୍ୱାଧୀନ ହେବାର 77ବର୍ଷ ପରେ ମଧ୍ୟ ସାମ୍ବାଦିକଙ୍କ ମୌଳିକ ଅଧିକାର ରୁ ମଧ୍ୟ ସେମାନେ ବଞ୍ଚିତ ହେଉଥାନ୍ତି |  ଯେଉଁଠିକି ଅନ୍ୟ ସବୁ ପଡୋଶୀ ରାଜ୍ୟରେ ସାମ୍ବାଦିକ ମାନଙ୍କ ନିମନ୍ତେ  ପେନସନ ସହିତ ଅନ୍ୟାନ୍ୟ ସୁବିଧା ସହଯୋଗ ପ୍ରଦାନ  କରୁଥିଲା ବେଳେ ଓଡ଼ିଶାରେ ସେହି ସୁବିଧାରୁ ସାମ୍ବାଦିକ ମାନେ ବଞ୍ଚିତ ହେଉଛନ୍ତି |ଠିକ ସେତିକି ବେଳେ ଭଏସ ଓ଼ଫ ମିଡ଼ିଆ ର ଅନ୍ତ ରାଜ୍ୟ ସଭାପତି ଙ୍କ ସହଯୋଗ ରେ ଏବଂ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଙ୍କ ସମ୍ପାଦନା ରେ  ବର୍ତମାନ ଚାରିଜଣ ସାମ୍ବାଦିକ ଙ୍କୁ  ମାସିକ 1500 ଟଙ୍କା ଲେଖାଏଁ ପେନସନ ଆରମ୍ଭ କରିଛନ୍ତି | ଯାହାକି  ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ସାମ୍ବାଦିକ ଙ୍କୁ  ଟଙ୍କାଟିଏ ମଧ୍ୟ ପ୍ରଦାନ କରିନଥିଲା ବେଳେ, ଜଣେ ଘରୋଇ ସଙ୍ଘ ଏହି 1500 ସହ ଟଙ୍କା ପ୍ରଦାନ କରିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ଓ ଭରଷା ଯୋଗ୍ୟ ଅଟେ |ଏହି ସଙ୍ଘର ଜାତୀୟ ସଭାପତି ଓ ରାଜ୍ୟ ସଭାପତି ଙ୍କୁ ଆମେ  ହୃଦୟ ରୁ ଗଭୀରକୃତଜ୍ଞତା ଜ୍ଞାପନ କରୁଛୁ | ସରକାର କେବଳ  ଶ୍ରୀକୃତି ପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଛାଡ଼ି ଆଉ କାହାକୁ ପେନସନ ଦେଉନାହାନ୍ତି |
ଗଞ୍ଜାମ ଜିଲ୍ଳାର ପୁରୁଷୋତ୍ତମପୁର ବ୍ଲକରୁ କେବଳ ଏହିସଂସ୍ଥା ର ଜଣେ ହିଁ ସାମ୍ବାଦିକ ପୁରୁଷୋତ୍ତମ ପୁର ବ୍ଳକ ର ସଭାପତି ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ପେନସନ ପାଇଥିବାରୁ ରାଜ୍ୟସଭାପତିଙ୍କ ଉପସ୍ଥିତି ରେ ଓ ଗଞ୍ଜାମ ଜିଲ୍ଲା ଭଏସ ଅଫ ମିଡ଼ିଆର  ସମସ୍ତ କର୍ମକର୍ତ୍ତା ଜିଲ୍ଲ ସଭାପତୀ ରାମ ପ୍ରସାଦ ସାମଲ ଙ୍କ ସହିତ         ସୁଦର୍ଶନ ପରିଡା, ପୁରୁଷୋତ୍ତମପୁର ବ୍ଲକର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼ ଙ୍କ ସହ ସମସ୍ତ ସଦସ୍ୟ ମାନେ ଶ୍ରୀ ଦାଶ ଙ୍କୁ ପୁଷ୍ପ ଗୁଛ ଦେଈ ସ୍ୱାଗତ କରିଥିଲେ | ପ୍ରସନ୍ନ କୁମାର ଦାଶ ମଧ୍ୟ ପୁରୁଷୋତ୍ତମପୁର ବ୍ଲକର ସମସ୍ତ ସଦସ୍ୟ ଭାଇ ଓ ଜିଲ୍ଲା ସହିତ ରାଜ୍ୟର ସଭାପତି, ଉପସଭାପତି, ସମ୍ପାଦକ ଓ ସହ ସମ୍ପାଦକ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରିଛନ୍ତି |

News Comment

You Might Also Like

BACK TO TOP