Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଏଲପିଜି ସଂଯୋଗର ନିରାପଦ ବ୍ୟବହାର ଉପରେ ଅଗ୍ନି ନିରାପାତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

26-Nov-2025

ପୁରୁଷୋତ୍ତମପୁର ବୈଠକ ହଲରେ ଏଲପିଜି ସଂଯୋଗର ନିରାପଦ ବ୍ୟବହାର ଉପରେଅଗ୍ନି ନିରାପତ୍ତା  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

ଓଡିଶା ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର  ବ୍ଳକ ବୈଠକ ହଲରେ ସିଡିପିଓ ଲଳିତା ମଲ୍ଲିକଙ୍କ ସଂଯୋଜନା ରେ ଫାୟାର ବିଭାଗ ତରଫରୁ  ଏଲପିଜି ସଂଯୋଗର ନିରାପଦ ବ୍ୟବହାର ଉପରେ ଏକ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହାକୁ ପୁରୁଷୋତ୍ତମପୁର ଅଗ୍ନିଶମ କେନ୍ଦ୍ରର ହାବିଲଦାର ସୁରେଶ କୁମାର ମିଶ୍ର ଏବଂ ଅଗ୍ନିଶମ କର୍ମଚାରୀ ବିଷ୍ଣୁ ବେହେରା, ଭଗବାନ ମୁଦୁଲି ଏବଂ ଅଶୋକ କୁମାର ବାରିକଙ୍କ ନେତୃତ୍ୱରେ ତାଲିମ ଅଧୂବେଶନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସିଡିପିଓଙ୍କ ସହିତ ସବୁ ସୁପର ଭାଇଜର ଓ ଅଙ୍ଗନୱାଡି କର୍ମୀ  ସ‌ହାୟକମାନେ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଅଧୂବେଶନ ସମୟରେ, ଅଂଶଗ୍ରହଣ କାରୀମାନଙ୍କୁ ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା, ଜରୁରୀ କାଳୀନ ପ୍ରତିକ୍ରିୟା କୌଶଳ ଏବଂ ଅଗ୍ନି ବିପଦକୁ କମ କରିବା ପାଇଁ ଏଲପିଜି ସିଲିଣ୍ଡରର ସଠିକ୍ ପରିଚାଳନା ବିଷୟରେ ଶିକ୍ଷା ଦିଆଯାଇଥୂଲା।ଏବଂ ଆଶୁ ଅଗ୍ନି ବିପଦରୁ କିପରି ରକ୍ଷା କରାଯିବ ତାଉପରେ କୌଶଳ ଦେଖାଇ ଥିଲେ ଅଗ୍ନି ସମ ବିଭାଗ | ଗ୍ରାମାଞ୍ଚଳ ରେ ଅଶିକ୍ଷିତ ମହିଳା ମାନେ ଏଲ ପିଜି ସଂଯୋଗୀ କରଣ ବେଳେ ବହୁ ଅସୁବିଧା ଯୋଗୁଁ ସିଲିଣ୍ଡର ବ୍ଲାଷ୍ଟ ହୋଇ କିମ୍ବା ଗ୍ୟାସ ଲିକ ହୋଇ ଅଗ୍ନି ସଂଯୋଗୀ ହୋଇ  ବହୁ ଧନ  ଜୀବନ l ନଷ୍ଟ, ଭ୍ରଷ୍ଟ ହୋଇ ଯାଏ , ଏବଂ ସେହି ବିପତ୍ତିରୁ କିପରି ଆମେ ରକ୍ଷା ପାଈ ପାରିବା  ତାଉପରେ ଅଗ୍ନିଶମ ବିଭାଗ ବହୁ କଳା କୌଶଳ  ଦେଖାଇଥିଲେ |

News Comment

You Might Also Like

BACK TO TOP