Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ସାଂସଦ ଖେଳ ମହୋତ୍ସବ ରେ କରୁଣା ଶାନ୍ତି ଆବାସିକ ବିଦ୍ୟାଳୟ ର ସଫଳତା |

03-Dec-2025

କରୁଣା ଶାନ୍ତି ଆବାସି ବିଦ୍ୟାଳୟ ର  ସାଂସଦ ଖେଳ  ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ, 
ଚଳିତ ବର୍ଷର ଯୁବ ଶକ୍ତି ଓ ସାଂସଦ ଖେଳ ମହୋତ୍ସବ ଗତ ୧୫  ନଭେମ୍ବର ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଗୋଳନ୍ଥରା ନିକଟସ୍ଥକରୁଣା ଶାନ୍ତି ଆବାସିକ ବିଦ୍ୟାଳୟ ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୦ ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ, ରଙ୍ଗୋଲି, ବ୍ୟାଡ଼ମୀଣ୍ଟନ, ଇତ୍ୟାଦି ଖେଳରେ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି (କାଶ ) ଆବାସିକ ଉଚ୍ଚାମାଧ୍ୟ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ  ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦ୍ୟାଳୟପାଇଁ ଗୌରବ ଆଣିଛନ୍ତି | ମହାବିଦ୍ୟାଳୟର ଯୁକ୍ତ୨ ବିଜ୍ଞାନ ଦ୍ଵିତୀୟ  ବର୍ଷର ଛାତ୍ର ମିଲନ ମୁଠାମାଝିଙ୍କ ନେତୃତ୍ୱରେ ଭଳିବଲ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ରନର ଅପ ଅର୍ଜନ କରିଥିଲେ |  କେବଳ ଭଲିବଲ ନୁହେଁ ଶ୍ରୀ ମାଝୀ ବ୍ୟକ୍ତିଗତ ଖେଳ ଯଥା ଲଙ୍ଗ ଜମ୍ପ ରେ ପ୍ରଥମ ସ୍ଥାନ, ହାଇ ଜମ୍ପରେ ତୃତୀୟ ସ୍ଥାନ ଅଧିକାର  କରିଛନ୍ତି | ଆଜିର ଉଯାପନ ମହୋତ୍ସବରେ ପୁରସ୍କୃତ ହୋଇଥିବା ଛାତ୍ରଙ୍କୁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସମାନ୍ତ ଚନ୍ଦ୍ର ନାୟକ, ଖେଳ ଶିକ୍ଷକ ଶ୍ରୀ ମୁକୁଳକାନ୍ତ ପ୍ରଧାନ, ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଅନ୍ୟାୟ କର୍ମଚାରୀ ବୃନ୍ଧ ସୋଲିଡ଼ ସ୍ବେଛାସେବି ଅନୁଷ୍ଠାନର କର୍ମକର୍ତ୍ତା  ବିଜେତା ଓ ଅଂଶଗ୍ରହଣ କାରୀଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ |

News Comment

You Might Also Like

BACK TO TOP