Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ରାଜ ନଗର ବ୍ଳକ ରେ ମହିଳା ବିଡ଼ିଓ ଙ୍କୁ ବିଜେପି ନେତାଙ୍କ ଆକ୍ରମଣ |

04-Jan-2026

ରାଜ ନଗର ବ୍ଲକମହିଳା ବିଡ଼ିଓ ଙ୍କୁ ବିଜେପି ନେତାଙ୍କ ଆକ୍ରମଣ, ବିଜେଡି ର ଆନ୍ଦୋଳନ,

      ଓଡିଶା ଜନ ମତ ବ୍ୟୁରୋ,

ଯେଉଁ ସରକାର ରେ ମହିଳା ଅଫିସର ମାନେ ସୁରକ୍ଷିତ ନୁହନ୍ତି ସେଠାରେ ଅନ୍ୟ ମହିଳା, ଯୁବତୀ, ଛାତ୍ରୀ ଙ୍କ ଅବସ୍ଥା କଣ ହେଉଥିବ ତାହା ଏହି ଥିରୁ ପ୍ରମାଣିତ  | ମହିଳା ବିଡ଼ିଓଙ୍କୁ ଆକ୍ରମଣ ପରେ ରାଜନଗରରେ ଉତ୍ତେଜନା,  ରାସ୍ତାକୁ ଓହ୍ଲାଇଲା ବିଜେଡି, ବିଜେପି ନେତାଙ୍କ ଗିରଫ ଦାବିରେ ପ୍ରତିବାଦମହିଳା ବିଡିଓଙ୍କୁ ଆକ୍ରମଣ ସମୟର ଭିଡ଼ିଓ ସାମନାକୁ ଆସିବା ପରେ ଅଶାନ୍ତ ହୋଇଛି ରାଜନଗର । ଏଭଳି ଘଟଣାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ଏଭଳି କାଣ୍ଡ ଘଟଣାଇଥିବା ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଗିରଫ ଦାବିରେ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଶାସନ ଗାଦିରେ ବସି ବିଜେପି ର ନେତା କର୍ମୀଙ୍କ କାଣ୍ଡ କାରଖାନା ହାଟ ରେ ପଡି ଦାଣ୍ଡରେ ଗଡୁଛି | ସେଥିପାଇଁ ଦଳ ର ସର୍ବୋଚ୍ଚ ମନ୍ତ୍ରୀ ନେତା ମାନେ ବଦ ନାମ ହେଉଛନ୍ତି | ବିଏମସି କର୍ମଚାରୀଙ୍କୁ ବିଜେପି ନେତା ଆକ୍ରମଣକରିବା ଘଟଣା ମନରୁ ନଯାଉଣୁ, କେନ୍ଦ୍ରପଡା ରାଜନଗରରୁ ଆସିଛି ସାଂଘାତିକ ଅଭିଯୋଗ । ମହିଳା ବିଡିଓଙ୍କୁ ବିଜେପି ନେତା ଲଳିତ ବେହେରା ଲାପଟପ୍ ଉଠାଇ ଆକ୍ରମଣ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ନେତାଙ୍କ ଏଭଳି କାର୍ଯ୍ୟର ପ୍ରତିବାଦରେ ରାସ୍ତାରୋକ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ମହିଳା ବିଡିଓଙ୍କୁ ଆକ୍ରମଣ ସମୟର ଭିଡ଼ିଓ ସାମନାକୁ ଆସିବା ପରେ ଅଶାନ୍ତ ହୋଇଛି ରାଜନଗର । ଏଭଳି ଘଟଣାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ଏଭଳି କାଣ୍ଡ ଘଟଣାଇଥିବା ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଗିରଫ ଦାବିରେ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ବିଜେଡି ନେତା ମାନେ । ଏଥିସହ ରାଜ୍ୟରେ ମହିଳା ଅସୁରକ୍ଷିତ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନଗର ବିଧାୟକ।ବିଡିଓ ତିଳୋତମା ପୃଷ୍ଟିଙ୍କ ଚ୍ୟାମ୍ୱରରେ ପହଁଚିଥିଲେ ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକ । ବିଡିଓଙ୍କ ସହ କୌଣସି କଥାକୁ ନେଇ ଲଳିତ ଓ ଅନ୍ୟମାନଙ୍କର ଯୁକ୍ତିତର୍କ ହୋଇଥିଲା ।ପ୍ରଥମେ ଊଚ୍ଚ ଵାଚ ତାପରେ ଉତକ୍ଷିପ୍ତ ହୋଇ ଲଳିତ ଟେବୁଲ ଉପରେ ଥିବା ଲାପଟପ ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । ସେହି ସମୟର ସମସ୍ତ ଦୃଶ୍ୟ ସିସି
ଟିଭିରେ କଏଦ ହୋଇଛି । ବିଡ଼ିଓ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଘଟଣା ପରେ ବ୍ଲକରେ ଅଚଳାବସ୍ଥା ସୃଷ୍ଟି ହୋଇଛି।ମହିଳା ବିଡିଓଙ୍କ ଆକ୍ରମଣ କୁ ନେଇ ରାଜନୀତି ତେଜୁଥିବାବେଳେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ପୁଲିସ୍ |  ସେଦିନ କଣ ହୋଇଥୁଲା, ତାର ସବିଶେଷ ତଥ୍ୟ  ସଂଗ୍ରହ କରୁଛି । ସେପଟେ ବିଜେପି ବିଧାୟକ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ଯିଏ ଦୋଷୀ ତାଙ୍କ ବିରୋଧ
ରେ କାର୍ଯ୍ୟାନୁଷ୍ଠାନ ନିଆଯିବ|ଏବେ ଅପେକ୍ଷା ଏହି ମାମଲା
ର ତଦନ୍ତ ନିରପେକ୍ଷତାର ସହ ହେଉଛି, ନା ଚାପରେପଡି ଚପି ଯାଉଛି ?ଯଦି ରାଜ୍ୟରେ ଶାସକ ସରକାର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୁଅନ୍ତି ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଲୋକେ ସେମାନଙ୍କୁ ଠିକ ଭୋଟ ଦେବେ ବୋଲି ସବୁଠାରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି |

News Comment

You Might Also Like

BACK TO TOP