Breaking News

ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||     

ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ଯୋଗଦେଲେ ସଂକଳ୍ପ ସ୍ୱସ୍ତିକ ସାହୁ |

20-Jan-2026

ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ଯୋଗଦେଲେ ସଂକଳ୍ପ ସ୍ୱସ୍ତିକ ସାହୁ :::ଶ୍ରୀ ଜଗନ୍ନାଥ ଙ୍କ ସମ୍ପତି ର ସୁରକ୍ଷା,, ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବି --ଉପଜିଲ୍ଲାପାଳ--ସଂକଳ୍ପ ସ୍ୱସ୍ତିକ ସାହୁ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଖୋର୍ଦ୍ଧା (ନିପ୍ର )ଖୋର୍ଦ୍ଧା  ଉପଖଣ୍ଡର ନୂତନ ଉପଜିଲ୍ଲାପାଳ  ଭାବେ 2016 ବ୍ୟାଚ ଓଡିଶା ପ୍ରଶାସନିକ ସେବା  ର ସଂକଳ୍ପ ସ୍ୱସ୍ତିକ ସାହୁ ଯୋଗଦେଇଛନ୍ତି l ଆଜି ଯୋଗଦେବା ପରେ ଶ୍ରୀ ସାହୁ ଙ୍କୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ l ଏହି ଅବସରେ ଷ୍ଟାପଙ୍କ ସହିତ ବିଭିନ୍ନ କାର୍ଯ୍ୟ ର ସମ୍ୟକ ଆଲୋଚନା କରିଥିଲେ l ପରେ ଆମ ଜିଲ୍ଲା ପ୍ରତିନିଧି ଗୋପାଲକୃଷ୍ଣ ପ୍ରଧାନ ଙ୍କ ସାକ୍ଷତା କାର ରେ କହିଥିଲେ ମୋର ଜନ୍ମ ମାଟି ପୁରୀ ଶ୍ରୀକ୍ଷେତ୍ର ହୋଇଥିବାରୁ ଖୋର୍ଦ୍ଧା ଉପଖଣ୍ଡ ରେ ଥିବା ମହାପ୍ରଭୁ ଜଗନ୍ନାଥ ଙ୍କ ସମ୍ପତ୍ତି ର ସୁରକ୍ଷା, ଖୋର୍ଦ୍ଧା ର ସାମଗ୍ରିକ ବିକାଶ ସହିତ ସାଧାରଣ ଲୋକଙ୍କ ପାଖରେ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିଭଳି ଲୋକଙ୍କ ପାଖରେ ପହଂଚିବ, ଲୋକଙ୍କ ଅଭିଯୋଗ ର ତ୍ୱରିତ ସମାଧାନ  ଉପରେ ଗୁରୁତ୍ୱ ଦେବି l ସେହିପରି ସରକାରଙ୍କ ରାଜସ୍ୱ ବୃଦ୍ଧି,ଖୋର୍ଦ୍ଧା ରେ ସବୁଜ ବଳୟ ସୃଷ୍ଟି, ଓ ଖୋର୍ଦ୍ଧା ଉପଖଣ୍ଡ ରେ ଶିଳ୍ପ ଅନୁଷ୍ଠାନ ର ଉନ୍ନତି ସହିତ ଶିଳ୍ପାଞ୍ଚଳ ରେ କିଭଳି  ଅଧିକ ଲୋକ ନିଯୁକ୍ତି ପାଇବେ, ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ବିଭିନ୍ନ ବିଭାଗ ସହିତ ଆଲୋଚନା କରି ସମାଧାନ କରିବି l ଖୋର୍ଦ୍ଧା ବୀର ମାଟି ର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ପାଇଁ ସମସ୍ତ ଙ୍କ ସହଯୋଗ ଦରକାର ବୋଲି କହିଛନ୍ତି l ଶ୍ରୀ ସାହୁ ଚାକିରୀ ଜୀବନ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଓଏଏସ ପାଇ କଟକ ଡେପୁଟି କଲେକ୍ଟର, ମୟୁରଭଞ୍ଜ ରେ ଫିଲଡ ଅଫିସର, କଟକ, ବାରଙ୍ଗ ତହସିଲଦାର, କଟକ ଆରଡିସି ରେ କାର୍ଯ୍ୟ ପରେ ସରକାର ଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ଯୋଗଦେଇଛନ୍ତି l 

News Comment

You Might Also Like

BACK TO TOP