Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବିଞ୍ଚାର ପୁରରେ ମହିଳା ବିଜେଡି ର "ନାରୀ ଅଧିକାର ଅଭିଯାନ ` ଉପରେ ଶୋଭାଯାତ୍ରା |

21-May-2026

ବିଞ୍ଚାରପୁରରେ ମହିଳା ବିଜେଡିର  "ନାରୀ ଅଧିକାର ଅଭିଯାନ " : ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଲେ ନେତ୍ରୀମାନେ 
ଓଡ଼ିଶା ଜନମତ ,  ଯାଜପୁର ,  ପ୍ରଦୀପ କୁମାର ମଲ୍ଲିକ,

ତା --୨୧/୦୫/୨୦୨୬ :----
:ବିଞ୍ଚାରପୁର ବ୍ଲକ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ସମାବେଶ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡ଼ି ନେତା ରାମଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ବୁଧବାର ଗୌଡସାହିସ୍ଥିତ ମେଲେଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ନାରୀ ଅଧିକାର ଅଭିଯାନ ଓ ସମାବେଶ କାର୍ଯ୍ୟକ୍ରମରେ ବିଜେଡି ସଭାନେତ୍ରୀ ଅହଲ୍ୟା ସ୍ଵାଇଁ ସଭାପତିତ୍ଵ କରିଥିଲାବେଳେ ବିଧାୟିକା ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଜିଲ୍ଲା ପରିଷଦସଭ୍ୟା ମାମିନା ମଲ୍ଲିକ,ନିନାରାଣୀ ସମଲ,ସୁନିତା ନାୟକ,ସ୍ଵର୍ଣ୍ଣଲତା ସାମଲ,ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ ମିଶ୍ର,ବ୍ଲକ ସଦ୍ଭାପତି ନନ୍ଦକିଶୋର ସାମଲ, ରାଜ୍ୟ ସମ୍ପାଦକ ପ୍ରଦିପ ମହାନ୍ତି, ମୁରଲୀଧର ବେହେରା,ଯୁବ ସଭାପତି ଦିଲ୍ଲିପ ରାଉଳ, ଛାତ୍ର ସଭାପତି ଲେନିନ ଦାସ, ଯୁବ ସଂଗଠକ ଶ୍ଯାମସୁନ୍ଦର ବେହେରା, ବ୍ଲକ ଉପାଧ୍ୟକ୍ଷ ସେକ ଇର୍ସାଦ, କୃଷକ ନେତା ନିତ୍ୟାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ  ଘେରିବା  ସହିତ କେନ୍ଦ୍ର ସରକାର ଶତକଡ଼ା ୩୩ ଭାଗ ମହିଳା ସଂରକ୍ଷଣ ବିଲକୁ ନେଇ ଲୋକମାନଙ୍କୁ ଭୂଆଁ ବୁଲେଉଥିବାବେଳେ ଏବେ ବିଜେପି ଶାସନରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ତାଙ୍କ ଉପରେ ଅତ୍ୟାଚାରରେ ଦେଶରେ ପ୍ରଥମ ହୋଇଛି । ଜନସାଧାରଣଙ୍କ ଠାରୁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଟିକସ ସହିତ ଜରିମାନା ଆଦାୟ କରୁଥିଲା ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ଏହାର ପ୍ରତିଫଳନ ସ୍ୱରୂପ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଶାସକ ଦଳକୁ ଉଚିତ ଶିକ୍ଷା ଦେବେ ବୋଲି କହିଥିଲେ । ପରେ ସଭାସ୍ଥଳରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଆକାଶ ପଟ୍ଟନାୟକଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଏକ ଦାବୀ ପତ୍ର ଦେଇଥିଲେ ।ଏହି ମହିଳା ଅଧିକାର ଅଭିଯାନରେ ସରପଞ୍ଚ ନିଶିପ୍ରଭା ଜେନା,ଆଶାଲତା ସାହୁ,ସୁଶ୍ରୀ ସଙ୍ଗୀତା ନାୟକ,ସ୍ମୃତିସମିକ୍ଷା ମଲ୍ଲିକ,ଭାରତୀ କାଣ୍ଡି,କାମଦେବ ଧଳ, କାର୍ତ୍ତିକ ଚନ୍ଦ୍ର ଧଳ, ଏମ.ଡି ସବୀର, ଦେବୀଦତ୍ତ ସେଠୀ, ମୁକ୍ତିକାନ୍ତ ସାମଲ, କାଳିପ୍ରସନ୍ନ ଦାସ, ଛାତ୍ର ସଂଗଠକ ସଞ୍ଜୟ ବେହେରାଙ୍କ ସମେତ ବହୁ ସଂଖ୍ୟକ ବିଜେଡି ମହିଳା କର୍ମୀ ଓ ସମର୍ଥକ ସାମିଲ ଥିଲେ ।

News Comment

You Might Also Like

BACK TO TOP