Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବ୍ରହ୍ମପୁର ରେ 7ଦିନ ମଧ୍ୟରେ 2ଏନ କାଉଣ୍ଟର |

21-May-2026

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ୭ ଦିନ ଭିତରେ ୨ ଏନକାଉଣ୍ଟର ।

ବ୍ରହ୍ମପୁର ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରିବା ଘଟଣା; ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଖଳନାୟକ ମୁକେଶ ଆହତ

ଓଡିଶା ଜନ ମତ,ବ୍ରହ୍ମପୁର, କୃଷ୍ ଚନ୍ଦ୍ ସାମନ୍ତରା,

 ତା --୨୧/୫) : ----

ବ୍ରହ୍ମପୁର ଗିରିରୋଡରେ ବିଚ୍‌ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ସର୍ବସମ୍ମୁଖରେ ତଳେ ପକାଇ ନିର୍ମମ ଭାବେ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ପୋଲିସ ଏନକାଉଣ୍ଟର କରିଛି। ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ନିକଟସ୍ଥ ଟାମଣା ଘାଟିରେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ମୁକେଶ ଦେହରେ ମୋଟ୍ ଚାରି ରାଉଣ୍ଡ ଗୁଳି ବାଜିଛି। ତାଙ୍କ ଡାହାଣ ଗୋଡ଼ରେ ଦୁଇଟି, ବାମ ଗୋଡ଼ରେ ଗୋଟିଏ ଏବଂ ବାମ ହାତରେ ଗୋଟିଏ ଗୁଳି ଲାଗିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁକେଶ ନାମରେ ୯ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଡକାୟତି ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ମାମଲା ବୈଦ୍ୟନାଥପୁର, ଗୋପାଳପୁର ଓ ଗୋଷାଣୀନୂଆଗାଁ ଥାନାରେ ରହିଛି। ଗିରିରୋଡ ଆକ୍ରମଣ ଘଟଣାରେ ପୋଲିସ  ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜ ମଲହତ୍ରା ଔରଫ ରାଜ୍ ବୈଦ୍ୟନାଥ ପୁର ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ହେଲେ ଲିଙ୍ଗରାଜ ସାମଲ ଔରଫ ରିଙ୍କୁ ବଡ ବଜାର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି  ଏବଂ  ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ  ଫେରାର ଥିଲା। ସୂଚନା ଅନୁସାରେ ଗତ ୧୮ ତାରିଖ ରାତିରେ ଉମେଶଙ୍କୁ ତାଙ୍କ ବାନ୍ଧବୀଙ୍କ ସାମ୍ନାରେ ରାସ୍ତା ଉପରେ ତଳେ ପକାଇ ବାଡ଼ିରେ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେପଟେ ବାନ୍ଧବୀ ଜଣଙ୍କ ଉମେଶଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ଆହତ ହୋଇଛନ୍ତି । ଉଭୟେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି ।ଏହି ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ପୋଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ବଢ଼ିଥିଲା। ଏହି ମାମଲାରେ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଓରଫ ମୁକ୍ତେଶ ଫେରାର ଥିଲା । ପୋଲିସ ମୁକ୍ତେଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗତକାଲି (ବୁଧବାର) ବିଳମ୍ବିତରେ ପୋଲିସ ସହ ମୁହାଁମୁହିଁ ହେବା ପରେ ଅଭିଯୁକ୍ତ ମୁକ୍ତେଶ ଖସିଯିବାକୁ ଚେଷ୍ଚା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଭାଇରାଲ ଭିଡିଓରୁ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚିତ ମାମଲା ଏବେ ପୋଲିସ ଏନକାଉଣ୍ଟର ପରେ ନୂଆ ମୋଡ଼ ନେଇଛି। ବ୍ରହ୍ମପୁରରେ ଅପରାଧ ଦମନ ନେଇ ପୋଲିସର ଏହି ପଦକ୍ଷେପକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ତେବେ ଘଟଣା ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗତ ସାତ ଦିନ ମଧ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୁଇ ଦୁଇଟି ଏନକାଉଣ୍ଟର କରାଯାଇଛି। ଗତ ଶନିବାର ଦିନ ଭୋର ସକାଳ ସମୟରେ ବ୍ରହ୍ମପୁର ସହରର ଖୋଡାସିଙ୍ଗି ଓଭରବ୍ରିଜ୍ ଉପରୁ ଜଣେ ଯୁବକଙ୍କୁ ଯୋର ଜବରଦସ୍ତ ତଳକୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସହରର ଲାଞ୍ଜିପଲ୍ଲୀ ଢିପସାହି ଅଞ୍ଚଳର ଦୁର୍ଦ୍ଦନ୍ତ ଅପରାଧୀ ଦିପୁନ ନାୟକକୁ ଧରିବା ପାଇଁ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା। ପୋଲିସ ଦିପୁନକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ପୋଲିସ ଉପରକୁ ଆକ୍ରମଣ କରିଥିଲା। ଏହାର ଜବାବରେ ପୋଲିସ ନିଜର ସୁରକ୍ଷା ସହିତ ଅଭିଯୁକ୍ତକୁ ଧରିବା ପାଇଁ ଏନକାଉଣ୍ଟର କରିବାକୁ ପଡ଼ିଥିଲା। ପୋଲିସ ଗୁଳିରେ ଦିପୁନ ଆହତ ହୋଇଥିଲା। ଏନକାଉଣ୍ଟର ଆହାତ ହୋଇଥିବା ଦିପୁନକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୁକେଶ ସାହୁ ଙ୍କୁ ଏକାଉଣ୍ଟର ପରେ ତାର ସାନ ଭାଇ ଆଶିଷ ସାହୁ ଏକାଉଣ୍ଟ୍ ର ଭୟରେ ଟାଉନ୍ ଥାନା ରେ ଆତ୍ମା ସମର୍ପଣ କରିଲା। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP