Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଜଣେ ଦୋକାନୀକୁ ହାଣିଥିବା ଘଟଣାରେ ବାପା ପୁଅ ତିନିଙ୍କ ମଧ୍ୟରୁ ବାପାକୁ ଗିରଫ କଲା ପୋଲିସ ||

03-Jun-2026

ଦୋକାନୀକୁ ହାଣିଥିଵା ତିନି ଜଣଙ୍କ ମଧ୍ୟରୁ ବାପା କୁ ଗିରଫ କଲା ରାଜନଗର ପୋଲିସ,ଦୁଇ ପୁଅ ଫେରାର  | 

   ଓଡିଶା ଜନ ମତ ବ୍ୟୁରୋ ,

ବାପା ଓ ଦୁଇ ପୁଅ ତିନିହେଁ ମିଶି ନିଜ ଗାଁ ର ଜଣେ ଦୋକାନୀ କୁ ହାଣୀ ଫେରାର ଥିବା ତିନିଙ୍କ ଭିତରୁ ବାପାକୁ ଗିରଫ କଲା ପୋଲିସ  ଏପରି ଏକ  ଅପରାଧ ମୂଳକ ଘଟଣା ଘଟିଛି ରାଜନଗର ଥାନା ଅଧିନସ୍ଥ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ଢୋଲମରା ଗାଁର ଦିବ୍ୟ ରଞ୍ଜନ ସାମଲ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଦୋକାନ ବନ୍ଦ କରି ଗାଁକୁ ଯାଉଥିବା ବେଳେ ଗାଁର ବ୍ରିଜ ନିକଟରେ ସେହି ଗାଁର ଗୁନା ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ ଓ ସୁନିଆ ବିଶ୍ୱାଳ ବାପ ପୁଅ ତିନି ଜଣ ମିଶି କୌଣସି କାରଣ ନଥାଇ ଦିବ୍ୟ ରଞ୍ଜନ ସାମଲ ଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଏକ ଭୁଜାଲିରେ ଦିବ୍ୟ ରଞ୍ଜନ ଙ୍କ ଶରୀର ର ୧୧ ଜାଗାକୁ ହାଣିଥିଲେ, ଘଟଣା ସ୍ଥଳରେ ସେହି ବାଟ ଦେଇ ଯାଉଥିବା ସତ୍ୟବାନ ବିଶ୍ୱାଳ ଓ ଶ୍ରୀକାନ୍ତ ସାମଲ ଦେଖି ଆସାମୀ ଙ୍କ ଠାରୁ ଦିବ୍ୟ ରଞ୍ଜନ ଙ୍କୁ ରକ୍ଷା କରିବାରୁ ସେମାନଙ୍କୁ ମଧ୍ୟ ଗୁନା ବିଶ୍ୱାଳ ଭୁଜାଲିରେ ଆକ୍ରମଣ କରିଥିଲେ କିନ୍ତୁ ପରବର୍ତୀ ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିବ୍ୟ ରଞ୍ଜନ ଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସିଵା ପରେ ସେଠାରେ ହଣା ଯାଇଥିବା ଜାଗାକୁ ଡ୍ରେସିଂ କରି ଡାକ୍ତର ଦିବ୍ୟ ରଞ୍ଜନ ଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ। ତମାମ ଘଟଣାକୁ କେନ୍ଦ୍ର କରି ଦିବ୍ୟ ରଞ୍ଜନ ସାମଲ ଙ୍କ ମା ରାହାସ ସାମଲ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ,ଅଭିଯୋଗକୁ ଭିତ୍ତି କରି ରାଜନଗର ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ନିର୍ଦ୍ଧେଶ କ୍ରମେ ଏ.ଏସ.ଆଇ ଶିଶିର କୁମାର ସାହୁ ଏହି ଘଟଣାର ତଦନ୍ତ ଭାର ଦେଇଥିଲେ। ଘଟଣାକୁ ୨୪ ଘଣ୍ଟା ପୁରି ନଥିବା ବେଳେ ଭାରତୀୟ ନ୍ୟାୟ ସଂହିତା୧୨୬(୧),୨୯୬,୧୧୫(୨),୧୧୮(୧),୧୦୯(୧)୩୫୧(୨),୩(୫ ) ସାତ ଟି ଧାରା ବଳରେ ଗୁନା ବିଶ୍ୱାଳ ଙ୍କ ବାପା ପ୍ରଦୀପ ବିଶ୍ୱାଳ ଙ୍କୁ ଏ. ଏସ. ଆଇ ଶିଶିର କୁମାର ସାହୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମୁଖ୍ୟ ଆସାମୀ ଗୁନା ବିଶ୍ୱାଳ ଓ ତାଙ୍କ ଭାଇ ସୁନିଆ ବିଶ୍ୱାଳ ଫେରାର ଅଛନ୍ତି। ତେବେ ପୋଲିସ ତାର ଜାଲ ବିଛାଇ ସାରିଛି ଖୁବ କମ ଦିନରେ ଦୁଇଭାଇ ଗିରଫ ହେବେ ବୋଲି ତଦନ୍ତ କାରୀ ପୋଲିସ ଅଧିକାରୀ କହିଛନ୍ତି |

News Comment

You Might Also Like

BACK TO TOP