Breaking
News
Breaking
News
27-Jul-2026
ଜ୍ୟୋତିର୍ମୟୀ ହେଲେ ଇଣ୍ଡିଆନ ଆଇଡଲ ଚାମ୍ପିଅନ,
ଓଡିଶା ଜନ ମତ ବ୍ୟୁରୋ,
ଇଣ୍ଡିଆନ ଆଇଡଲ ରେ ଓଡ଼ିଶାର ଝିଅ ହେଲେ ଚମ୍ପିୟାନ | ସବୁଠୁ ଶୀର୍ଷ ରାଉଣ୍ଡରେ ପହଂଚି ଚମ୍ପିଅନ ହେବା ସହ ପୂଳା ପୂଳା ପୁରସ୍କାର ରାଶି ସହ ପ୍ରଶଂସା ସାଉଣ୍ଟୁଛନ୍ତି ଜ୍ୟୋତିମୟୀ ।ଇଣ୍ଡିଆ ଆଇଡଲ ମଞ୍ଚରେ ପୁଣି ଝଲକ ଦେଖାଇଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ । ଇଣ୍ଡିଆନ ଆଇଡଲ ଭଳି ଏକ ପ୍ରତିଷ୍ଠିତ ଜାତୀୟ ମଞ୍ଚରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଣ୍ଟିଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ । ସବୁଠୁ ଶୀର୍ଷ ରାଉଣ୍ଡରେ ପହଂଚି ଚମ୍ପିଅନ ହେବା ସହ ପୂଳା ପୂଳା ପୁରସ୍କାର ରାଶି ସହ ପ୍ରଶଂସା ସାଉଣ୍ଟୁଛନ୍ତି ଜ୍ୟୋତିମୟୀ । ଏହି ରିଆଲିଟି ସୋ`ରେ ଚମ୍ପିଅନ ହେବା ପରେ ତାଙ୍କୁ ପୁରସ୍କାର ରାଶି ଆକାରରେ ୨୦ ଲକ୍ଷ ଟଙ୍କା ସହ ଟ୍ରଫି ମିଳିବ । ସେ ଆସନ୍ତା କାଲି ଟ୍ରଫି ନେଇ ଓଡ଼ିଶା ଆସୁଛନ୍ତି ବୋଲି କହିଛନ୍ତି । ତେବେ ୟୋତିର୍ମୟୀ ଙ୍କ ଏହି ବିଜୟ ଶୁଣି ତାଙ୍କ ସାଙ୍ଗସାଥି ମାନେ ବହୁତ ଉତ୍ସାହିତ ହୋଈ ତାଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି |
BACK TO TOP