Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ସିଜେପି ମୁଖ୍ୟ ଅଭିଜିତ ଦୀପକେ ଙ୍କ ବିବାହ ପାଇଁ ପ୍ରସ୍ତାବ ର ସୁଅ ଛୁଟୁଛି |

31-Jul-2026

ଅଭିଜିତ ଦୀପକେ ଙ୍କ ପାଇଁ ବିବାହ ପ୍ରସ୍ତାବର ସୁଅ ଛୁଟୁଛି, ତାଙ୍କ ମା’ କହିଲେ- ପୁଅ ଆଗେ ସ୍ୱାବଲମ୍ବୀ ହେବାକୁ ଚାହୁଛି |

     ଓଡିଶା ଜନ ମତ ବ୍ୟୁରୋ, 
ଦିଲ୍ଲୀ ର ଯନ୍ତର ମନ୍ତର ରେ ଚାଲିଥିବା ଛାତ୍ର, ଛାତ୍ରୀଙ୍କ ଆନ୍ଦୋଳନସଫଳ ହେଲା ପରେ ନିଟ୍‌ ପେପର ଲିକ୍‌ ବିରୋଧୀ ଆନ୍ଦୋଳନର ମୁଖ୍ୟ ଚେହେରା ତଥା କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏବେ ଆଉ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି।
ଆନ୍ଦୋଳନ ପରେ ତାଙ୍କ ପାଇଁ ଲଗାତାର ବିବାହ ପ୍ରସ୍ତାବ ଆସୁଥିବା ତାଙ୍କ ମା’ ଅନୀତା ଦୀପକେ କହିଛନ୍ତି। ତେବେ ଅଭିଜିତ୍ ଏବେ ବିବାହ ଅପେକ୍ଷା ନିଜ ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା ଉପରେ ଅଧିକ ଧ୍ୟାନ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି।ଅନୀତା ଦୀପକେ କହିଛନ୍ତି, ସିଜେପିର ନିଟ୍‌ ପେପର ଲିକ୍‌ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଅଭିଜିତ୍‌ଙ୍କ ପାଇଁ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ଆନ୍ଦୋଳନ ସମୟରେ ସେ ଜାତୀୟ ସ୍ତରରେ ପରିଚିତ ହେବା ପରେ ଏହି ପ୍ରସ୍ତାବର ସଂଖ୍ୟା ଆହୁରି ବଢ଼ିଛି। ଅଭିଜିତ୍‌ଙ୍କ ମା’ କହିଛନ୍ତି, ପରିବାର ପକ୍ଷରୁ ମଧ୍ୟ ପୁଅର ବିବାହ ନେଇ ଆଲୋଚନା କରାଯାଇଛି। ସେ ବୋଷ୍ଟନରେ ଥିବା ସମୟରେ ମଧ୍ୟ ଏହି ପ୍ରସଙ୍ଗରେ କଥା ହୋଇ ଥିଲା। କିନ୍ତୁ ଅଭିଜିତ୍ ଏହା ଉପରେ ବେଶି କିଛି କହିନଥିଲେ। ସେ ନିଜ ଭବିଷ୍ୟତ ନେଇ ନିଷ୍ପତ୍ତି ନିଜେ ନେବେ ବୋଲି ପରିବାର କହିଛି।

News Comment

You Might Also Like

BACK TO TOP