Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|

17-Aug-2026

ମଦ ମୁକ୍ତ ଅଭିଯାନ ଜୋରଦାର କରିବା ପାଈଁ ଏକାଠି ହେଲେ ମହିଳା  | 

ରାଜ୍ୟ ସରକାର  ମହିଳା ମାନଙ୍କୁ ଯେଉଁ ଶସତ୍ରୀ କରଣ କରିଛନ୍ତି ତାହାର ଝଲକ ଆଜି ପ୍ରତିଫଳିତ ହୋଇଛି  ଏକ ଅନୁନ୍ନତ ଆଦିବାସୀ ଗାଁରେ | ମଦ ବିକ୍ରି ବନ୍ଦ କରିବା ଦାବିରେ ତାତିଛନ୍ତି ମହିଳା। ଝରିଗାଁ ବ୍ଲକ ଚକଳା ପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଗ୍ରାମରେ ମହିଳାମାନେ ମଦ ମୁକ୍ତ ଅଭିଯାନକୁ ଜୋରଦାର କରିଛନ୍ତି। ଶତାଧିକ ମହିଳା ଏକଜୁଟ ହୋଇ ଗ୍ରାମର ବିଭିନ୍ନ ଘରକୁ ଯାଇ ମହୁଲ ପଚ, ଦେଶୀ ଓ ବିଦେଶୀ ମଦ ସହ ପକେଟ୍‌ ମଦ ଜବତ କରି ଗାଁ ରାସ୍ତାରେ ନଷ୍ଟ କରିଥିଲେ।

ସୂଚନା ଅନୁଯାୟୀ, ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ଡାକି ବୈଠକ କରାଯାଇଥିଲା। ମଦ ବିକ୍ରି ବନ୍ଦ କରିବାକୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ମଦ ବିକ୍ରି ବନ୍ଦ ନହେବାରୁ ମହିଳାମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଅଭିଯାନରେ ଚାରିଟି ଗ୍ରାମର ମହିଳା ସାମିଲ ହୋଇଥିଲେ।

ମହିଳାମାନଙ୍କ ଅଭିଯୋଗ ଅନୁସାରେ, ମଦ ଯୋଗୁଁ ଅନେକ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ପାରିବାରିକ ଗଣ୍ଡଗୋଳ ବଢ଼ୁଛି। ବିଶେଷକରି ପଞ୍ଚାୟତକୁ ଚାଉଳ ନେବାକୁ ଯାଇଥିବା କିଛି ଲୋକ ଫେରିବା ବାଟରେ ଚାଉଳ ବିକ୍ରି କରି ମଦ ପିଇ ଘରକୁ ଫେରୁଥିବା ଏବଂ ପରେ ସ୍ତ୍ରୀ ଓ ପରିବାର ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି।

ପରିବାରର ପ୍ରତିପୋଷଣ ପାଇଁ ସରକାର ମାଗଣା ଚାଉଳ ଯୋଗାଇ ଦେଉଥିବା ବେଳେ ଏହାକୁ ବିକ୍ରି କରି ମଦ ପିଇବା ଘଟଣାକୁ ନେଇ ମହିଳାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ମଦ ମୁକ୍ତ ଅଭିଯାନ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଦ ବିକ୍ରି ଜାରି ରହିଥିବାରୁ ଏହାର ପ୍ରଭାବୀ ରୋକଥାମ ପାଇଁ ମହିଳାମାନେ ଦାବି କରିଛନ୍ତି।

ଚକଳା ପଦର ପଞ୍ଚାୟତ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ନହେବା ପର୍ଯ୍ୟନ୍ତ ମଦ ମୁକ୍ତ ଅଭିଯାନ ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP