Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଜଗତସିଂହପୁର ଶିଶୁ ଆଶ୍ରମ ଟି ଏବେ କେତେ ସୁରକ୍ଷୀତ |

15-Sep-2026

ଜଗତସିଂହପୁର ଶିଶୁ ଆଶ୍ରମ ଟି ଏବେ କେତେ ସୁରକ୍ଷିତ ! ନା ନରହନ୍ତା ପାଲଟି ଯାଇଛି  ??
ଓଡିଶା ଜନମତ,ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ:-----

ଜଗସତସିଂହପୁର ଜିଲ୍ଲା ରେ ଅସହାୟ, ଅବହେଳିତ, ଗରିବ, ନିଷ୍ପେସିତ ଓ ଅନାଥ ପିଲା ମାନଙ୍କ ପାଇଁ ଭୁସ୍ୱର୍ଗ ପାଲଟିଥିବା ଶିଶୁ ଆଶ୍ରମ ଟି ଆଜି କିଛି ଚକ୍ରାନ୍ତ କାରୀଙ୍କ ଆଡାସ୍ଥଳୀ ପାଲଟି ଯାଇଛି l ବେଶ ସୁରକ୍ଷିତ ଆଶ୍ରୟ ସ୍ଥଳ ଓ ଆଦର୍ଶ ଆବାସିକ କେନ୍ଦ୍ର ପାଲଟି ଥିବା ଶିଶୁ ଆଶ୍ରମ ଟି ଏବେ ତାର ଗୌରବ ହରାଇ ବସିଛି। ୧୯୭୭ ମସିହାରୁ ଡ଼କ୍ଟର ଶଶୀକାନ୍ତ ଆଚାର୍ଯ୍ୟ ନିଜେ ଗଢ଼ିଥିବା ଏହି ଆଶ୍ରମ ଟି ଅନେକ ଭଲ ନାଗରିକ ମାନଙ୍କୁ ଗଢ଼ିଥିଵା ବେଳେ ଫ୍ରାନ୍ସ ର ସ୍ୱେଚ୍ଛାସେବୀ ଅନୁଷ୍ଠାନ (ଇ ଇ ଡି ଏମ୍)  ନିରନ୍ତର ଆର୍ଥିକ ସହଯୋଗ  ଯୋଗୁଁ ଅନୁଷ୍ଠାନ ଅନେକ ସଫଳତା ପାଇଥିଲା l ସେତେବେଳେ ଯେଉଁ କର୍ମଚାରୀ ଏହି ଅନୁଷ୍ଠାନର ଭଲ ମନ୍ଦ ବୁଝୁଥିଲେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖାଯାଉ ନଥିଲା ସେମାନଙ୍କ ଭାବନା, ହୃଦୟ, ଚେଷ୍ଟା ଓ ତ୍ୟାଗପୂତ ମନ ବଡ଼ ଥିଲା। ସମୟ ସାଙ୍ଗକୁ ସରକାରଙ୍କ ନିୟମ ବଦଳିବାରୁ ୨୦୧୮ ବେଳକୁ ସରକାର ଆଶ୍ରମଟିକୁ ନିଜ ଅକ୍ତିଆରକୁ ଆଣିଥିଲେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ କର୍ମଚାରୀ ନିଯୁକ୍ତ କରାଯାଇଥିଲା । ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷା ଲାଭ କରିଥିବା ବଡ଼ ବଡ଼ ଅଧିକାରୀଙ୍କୁ ଙ୍କୁ ଏଠି ଚାକିରୀ ମିଳିଥିଲା ବେଳେ ପୁରୁଣା ଅଭିଜ୍ଞ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ହତାଦାର ଓ ଅଣଦେଖା କରି କୋଣଠେସା କରାଗଲା l ଯାହାଦ୍ୱାରା ସେମାନେ ନିଜ ଦୁଃଖକୁ ଚାପି, ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିନା ପ୍ରତିବାଦ ରେ ଆଶ୍ରମ ଛାଡ଼ି ଚାଲିଯିବାକୁ ବାଧ୍ୟହେଲେ। ବର୍ତ୍ତମାନ ଏହି ଆଶ୍ରମ ଟି ନିଜର ସତ୍ତା ହରାଇ  ଏକ ନିର୍ଦିଷ୍ଟ ରାଜନୈତିକ ଦଳର  ଅନୌପଚାରିକ ଅଫିସ୍  ପାଲଟିଯାଇଛି । ଏଠାରେ ନାନା ସମୟରେ ସରକାରୀ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଲା କିନ୍ତୁ ପିଲାଙ୍କୁ ଗ୍ରିଲ୍ ବନ୍ଦ୍ କୋଠରୀ ମଧ୍ୟରେ ଚିଡ଼ିଆ ଖାନା ପଶୁଙ୍କ ଭଳି ସୀମିତ ରଖାଗଲା। ଅନୁଷ୍ଠାନ ଟି ଶ୍ରୀହୀନ ହରାଇ ଧୀରେ ଧୀରେ ମଳିନ ପଡ଼ିଗଲାଣି । ଆଶ୍ରମ ମଧ୍ୟକୁ ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ପ୍ରବେଶ କରାଇବାକୁ ବି ଦିଆଯାଉ ନାହିଁ। ଆଶ୍ରମ ଭିତରେ କଣ ଘଟୁଛି ଓ କାହା ଇଙ୍ଗିତରେ ଚାଲୁଛି ତାହା ଜାଣିବାକୁ କାହା କୁ ସୁଯୋଗ ଦିଆଯାଉ ନାହିଁ। ତେଣୁ 
ପିଲା ମାନେ ଏଠି କେତେ ସୁରକ୍ଷିତ, ସେମାନଙ୍କ ଶୈଶବ ଠିକ୍ ଭାବେ କଟୁଛି କି ନାହିଁ, ସେମାନଙ୍କ ମାନସିକ ଅବସ୍ଥା ଠିକ୍ ଅଛି କି ନାହିଁ , ସେମାନଂକୁ ଉପଯୁକ୍ତ ଖାଦ୍ୟପେୟ , ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ ,ଏହାର ଦେଖାଶୁଣା କରୁଥିବା କମିଟି ସଭ୍ୟ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସଦସ୍ୟ ତଥା ଜିଲ୍ଲା ପ୍ରଶାସନ କେତେ ସତର୍କ ଏହା ହିଁ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସେପ୍ଟେମ୍ୱର ୧୧ ତାରିଖ ରେ ଏକ ଏଗାର ବର୍ଷୀୟ ନାବାଳିକା ର ଦୁଃଖଦ ଓ ଅକାଳ ମୃତ୍ୟୁ ଅନେକ ପ୍ରଶ୍ନ ଆଣି ଠିଆ କରାଉଛି। ଏହି ମୃତ୍ୟୁ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଇବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।

News Comment

You Might Also Like

BACK TO TOP