Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବାତ୍ୟା ଅର୍ଣ୍ଣବ ପାଇଁ ଖଲ୍ଲିକୋଟ ପ୍ରଶାସନ ର ବୈଠକ ଅନୁଷ୍ଠିତ |

22-Sep-2026

ବାତ୍ୟା ଅର୍ଣ୍ଣବ ପାଇଁ ଖଲ୍ଲିକୋଟ ବ୍ଲକ ପ୍ରଶାସନ ର ତତ୍ପରତା,  ଚିଲିକା କୁ ନଯିବା ପାଇଁ ମସ୍ୟଜୀବୀ ଙ୍କି ସତର୍କତା,ସ୍କୁଲ କଲେଜ ଛୁଟି ନେଇ ପଦକ୍ଷେପ ନିଆଯିବ |

ଓଡିଶ  ଜନମତ,  ଖଲ୍ଲିକୋଟ,ମାଧବ ବେହେରା :----

 ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ଏକ ବାତ୍ୟା ପ୍ରବଣ ଅଞ୍ଚକ |   ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲପାଳ ସମସ୍ତ ବ୍ଲକ ର କର୍ତ୍ତୃପକ୍ଷ ଙ୍କୁ ସଜାଗ ରହିବା ପାଇଁ ସୂଚନା ଦେବା ପରେ ବ୍ଲକ ପ୍ରଶାସନ ତରଫରୁ ଆଗାମୀ ଚାରିଦିନ ପାଇଁ ସଜାଗ ରହିବା ପାଇଁ ପଂଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଙ୍କୁ ଦପ୍ତର ଛାଡି ନ ଯିବା ପାଇଁ କଡା ନିଁର୍ଧେଶ ଦିଆ ଯାଇଛି | ବାତ୍ୟା ଅର୍ଣ୍ଣବ ପ୍ରଭାବ  ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଗଞ୍ଜାମ ତତବର୍ତ୍ତୀ ଇଲାକା ରେ ଲ୍ୟାଣ୍ଡ ଫାଲ ହେବା ନେଇ ଆଇ ଏମ ଡ଼ି ସତର୍କ କରିବା ପରେ ଖଲ୍ଲିକୋଟ ବ୍ଲକ ର ସଭା ଗୃହ ରେ ଏ ନେଇ ଏଜ ବୈଠଜ ଅନୁଷ୍ଠିତ ହୋଇ ଥିଲା |ଉକ୍ତ ବୈଠକ ରେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଓ ଖଲ୍ଲିକୋଟ ତହସିଲଦାର କେ ମାଲେଶ୍ୱର ପାତ୍ର, ଖଲ୍ଲିକୋଟ ଥାନା ଅଧିକାରୀ ରମେ କୁମାର ପ୍ରଧାନ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ ପଟନାୟକ, ବି ଇ ଓ  ସତ୍ୟ ନାରାୟଣ ଦାଶ, ପ୍ରାଣୀ ଚିକିଛା ଅଧିକାରୀ ସୌମ୍ୟ ରଞ୍ଜନ ରାଉତ  କୃଷି ବିଭାଗ ଅଧିକାରୀ ପ୍ରଦୀପ କୁମାର ନୟାଜ ଓ ଅଗ୍ନି ଶମ ବାହିନୀ ସମେର ସମସ୍ତ ପଂଚାୟତ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆ ଯାଇଥିଲା |, କରଣ ଖଲ୍ଲିକୋଟ ବ୍ଲକ ର 16 ଗୋଟି ବାତ୍ୟା ଆଶ୍ରୟ ସ୍ଟଲ କୁ ପ୍ରସ୍ତୁତି କରାଯାଇ ଗୋ ଖାଦ୍ୟ ଓ ମେଡ଼ିସିନ ଓ 200 ବଡ଼ ଗାଇ ଓ 100 ଛୋଟ ଗାଇ ଙ୍କ ପାଇଁ ଖାଦ୍ୟ ଓ ସେମାନଙ୍କ ଚିକିଛା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ମସ୍ୟଜୀବୀ ମାନଙ୍କୁ ଚିଲିକା ଭିତରକୁ ନ ଯିବା ପାଇଁ ସୂଚନା ଦେବା ସହ ଯେଉଁ ମାନେ ଚିଲିକା ଭିତରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ସୂଚନା ପ୍ରଦାନ କରାଯାଇଛି |ସମସ୍ତ ଉଚ୍ଚ ବିଦ୍ୟାଳୟ ଓ କଲେଜ ମାନଙ୍କ ରେ ସ୍ଥାନାନ୍ତର ହେବାକୁ ଥିବା ଲୋକନୁ ରଖିବା ପାଇଁ ମଦ୍ୟ ସୂଚନା ଦିଆଯାଇଛି |ସର୍ବୋପରି ଚାଷୀ ମାନଙ୍କୁ ଝଡ଼ ବାତ୍ୟା ସମୟ ରେ କ୍ଷେତ କୁ ନ ଯାଇ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି |କରଣ ପ୍ରବଳ ଘଡ ଘଡି ସହ ବିଜୁଳି ମାଡ଼ ହେବାର ସମ୍ଭାବନା ରହିଛି |ବାତ୍ୟା ଓ ବର୍ଷା ସମୟ ରେ ଖଲ୍ଲିକୋଟ ବ୍ଲକ ର ପାଞ୍ଚ ଗୋଟି ମସ୍ୟଜୀବୀ ଅଧୁଷିତ ପଂଚାୟତ ଓ ଖରାଖରୀ ନଦୀ ର ବଳକା ପନି ବ୍ଲକ ର ମୁଖ୍ୟତଃ ବି ଏନ ପୁର ପଂଚାୟତ ର ବିଳାସପୁର ଓ କୋମଣ୍ଡ ପବଚାୟତ ର ବଡ଼ ରାମ ପଲ୍ଲୀ ଗ୍ରାମ କୁ ବନ୍ୟା ଜକ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ସେଥି ପ୍ରତି ସତର୍କ ଦୃଷ୍ଟି ପାଇଁ ଧ୍ୟାବ ଦିଆଯିବ ବୋଲି  ଆଲୋଚନା ହୋଇ ଥିଲା |

News Comment

You Might Also Like

BACK TO TOP