Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଦକ୍ଷତା ବିକାଶ କରିବାରେ ଯୁବତୀ ମାନଙ୍କୁ ଗଞ୍ଜାମ ସ୍କିଲ ସେଣ୍ଟର ଅଗ୍ରଣୀ ଭୂମିକା ଗ୍ରହଣ କରିଛି ||

22-Sep-2026

ଯୁବତୀମାନଙ୍କୁ ଦକ୍ଷତା ବିକାଶ କରିବାରେ ଗଞ୍ଜାମ ସ୍କିଲ ସେଣ୍ଟର୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ଓଡ଼ିଶା ଜନମତ, ଛତ୍ରପୁର, ତା.୨୨ / ୯ 

କେ.ସତ୍ୟନାରାୟଣ ରେଡ୍ଡୀ:------
ଅର୍ଦ୍ଧଶିକ୍ଷିତ ଓ ମଧ୍ୟମ ଶିକ୍ଷିତା ଯୁବତୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୋତ୍ସାହନରେ ଝିଅ ମାନଙ୍କୁ ସ୍ଵ-ରୋଜଗାର କରିବା ଏବଂ ସ୍ୱାବଲ୍ବନଶୀଳ କରାଯିବା ନିମନ୍ତେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଉଚ୍ଚକର୍ତ୍ତୃପକ୍ଷ ଙ୍କ ଅଧୀନରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏକ ଆଦର୍ଶ ସ୍କିଲ ସେଣ୍ଟର୍ ର ଯାହା ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଡି.ପି.ଆର୍.ସି. ର ଆନୁଷ୍ଠାନିକ  ଉଦଘାଟନ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଏବଂ ପ୍ରାଯୁକ୍ତିକ ଶିକ୍ଷା ବିକାଶ (ଏସ୍.ଡି.ଟି.ଇ.) ର ଅତିରିକ୍ତ ଶାସନ ସଚିବ ଫାଲଗୁନି ସହାୟ ନାୟକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଏକ ଆଦର୍ଶ ସ୍କିଲ ସେଣ୍ଟର୍ ଉଦଘାଟନ କରି ଉତ୍ସର୍ଗୀକୃତ କରିଛନ୍ତି ।
ଅର୍ଦ୍ଧଶିକ୍ଷିତ ଓ ମଧ୍ୟମ ଶିକ୍ଷିତା ଝିଅମାନେ ଏଠାରେ ଜ୍ଞାନ କୌଶଳରେ ବିକାଶ ଲାଭ କରି ଆନ୍ତଃ-ରାଜ୍ୟସ୍ତରରେ ବିଭିନ୍ନ କମ୍ପାନୀ ଓ ପ୍ରତିଷ୍ଠାନରେ ନିୟୋଜନ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି । ନିଜେ ନିଜେ ଜଣେ ଆତ୍ମ-ନିର୍ଭରଶୀଳ ହୋଇ ସମାଜରେ ପ୍ରତିଷ୍ଠିତ ହୋଇ ଆସିଛନ୍ତି । ଯୁବତୀମାନଙ୍କୁ ଦକ୍ଷତା ବିକାଶ କରିବାରେ ଗଞ୍ଜାମ ସ୍କିଲ ସେଣ୍ଟର୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସ୍କିଲ ଅତିରିକ୍ତ ଶାସନ ସଚିବ ଶ୍ରୀ ନାୟକ କହିଛନ୍ତି ।
   ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ, ଭୁବନେଶ୍ୱର ର ବ୍ଲାକ ପେନ୍ଥର୍ ସ୍କିଲ୍ ଟ୍ରେନର୍ ସତ୍ୟବ୍ରତ ସାହୁ 
ଜିଲ୍ଲା ଦକ୍ଷତା ବିକାଶ ଶିକ୍ଷା ଅଧିକାରୀ (ଡିଏସଡିଇଓ)
ଶ୍ରୀମତୀ ଅର୍ପିତା ପ୍ରିୟଦର୍ଶିନୀ, 
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଏଜେନ୍ସି ର 
କନିଷ୍ଠ ସ୍କିଲ୍ ନିଯୁକ୍ତି ଅଧିକାରୀ ଭୁବନେଶ୍ୱର ମହାପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ସ୍କିଲ୍ ଟ୍ରେନିଙ୍ଗ ନେଉଥିବା ଯୁବତୀମାନଙ୍କୁ ଦକ୍ଷତା, ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରି ଉତ୍ସାହିତ କରିଥିଲେ ।
ସେଣ୍ଟର୍ ସଂଚାଳିକା ଇତିଶ୍ରୀ ଦାଶ ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।।

News Comment

You Might Also Like

BACK TO TOP