Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |

29-Sep-2026

ମାଲିଗୁଡାରେ ରେଳପଥ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର

ମହାପ୍ରବନ୍ଧକ କଲେ ସ୍ଥିତି ସମୀକ୍ଷା, ୬୦୦ରୁ ଅଧିକ ଶ୍ରମିକ ନିୟୋଜିତ

ଓଡିଶା ଜନମତ ରାୟଗଡା,୨୯/୯: (କାମେଶ୍ୱର କରକରିଆ): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ରେଳମଣ୍ଡଳ ଅଧୀନ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଓ ଜଳବନ୍ଦୀ ଯୋଗୁଁ ପ୍ରଭାବିତ ରେଳପଥର ପୁନରୁଦ୍ଧାର କାର୍ଯ୍ୟକୁ ପୂର୍ବତଟ ରେଳପଥ ପକ୍ଷରୁ ତୀବ୍ର କରାଯାଇଛି। ବିଶେଷକରି ମାଲିଗୁଡା ଯାର୍ଡରେ ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣର ମାଟି ଓ ଆବର୍ଜନା ଜମା ହୋଇଥିବାରୁ ଏଠାରେ ପୁନରୁଦ୍ଧାର କାର୍ଯ୍ୟ ଚାଲେଞ୍ଜ ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ସେପ୍ଟେମ୍ବର ୨୮ରେ ମାଲିଗୁଡା ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ରାୟଗଡ଼ା ଡିଆରଏମ୍‌ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମାଲିଗୁଡାର ସ୍ଥିତି, ପୁନରୁଦ୍ଧାରର ଅଗ୍ରଗତି ଓ ରେଳ ଚଳାଚଳ ସ୍ୱାଭାବିକ କରିବା ନେଇ ନିଆଯାଉଥିବା ପଦକ୍ଷେପ ବିଷୟରେ ତାଙ୍କୁ ଅବଗତ କରାଇଥିଲେ।ମାଲିଗୁଡା ଷ୍ଟେସନ ନିକଟରେ ଭୂସ୍ଖଳନ ଯୋଗୁଁ ଟ୍ରାକ୍‌, ଓଏଚ୍‌ଇ ଓ ସିଗନାଲିଂ ଭିତ୍ତିଭୂମି ପ୍ରଭାବିତ ହୋଇଛି। ଏହାକୁ ନେଇ ଦିନରାତି ନିରବଚ୍ଛିନ୍ନ ଭାବେ ମାଟି ଓ ଆବର୍ଜନା ହଟାଇବା ସହ ରେଳ ଭିତ୍ତିଭୂମିର ମରାମତି କାର୍ଯ୍ୟ ଚାଲିଛି। ଏଥିପାଇଁ ଭାରୀ ଯନ୍ତ୍ରପାତି ଓ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରାଯାଇଛି। ପୁନରୁଦ୍ଧାର କାର୍ଯ୍ୟରେ ୬୦୦ରୁ ଅଧିକ ଶ୍ରମିକ, କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। କାର୍ଯ୍ୟସ୍ଥଳରେ ଆଲୋକ, ପାନୀୟ ଜଳ, ଖାଦ୍ୟ, ଅସ୍ଥାୟୀ ଆଶ୍ରୟ, ଶୌଚାଳୟ ଓ ପ୍ରାଥମିକ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯାଇଛି। କୋରାପୁଟ–ରାୟଗଡ଼ା ଓ କୋରାପୁଟ–ଜୟପୁର ସେକ୍ସନର ଅନ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ପୁନରୁଦ୍ଧାର ପରେ ରେଳ ଚଳାଚଳ ସ୍ୱାଭାବିକ କରାଯାଇଥିବା ବେଳେ ମାଲିଗୁଡା ଯାର୍ଡରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଭାବିତ ରେଳପଥକୁ ଯଥାଶୀଘ୍ର ସୁରକ୍ଷିତ କରି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ ଜାରି ରହିଛି।

News Comment

You Might Also Like

BACK TO TOP