Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |

30-Sep-2026

ପାଣିସମସ୍ୟା ପାଇଁ ରାସ୍ତା ଅବରୋଧ କଲେ ରାଜପୁର ଗ୍ରାମବାସୀ,

( କିଛି ଜନ ସାଧାରଣ ଙ୍କ ଚର୍ଚ୍ଚା ପଞ୍ଚାୟତ କୁ ବଦନାମ କରିବାକୁ କିଛି ଷଡ଼ଯନ୍ତ୍ର କାରୀଙ୍କ  ଚକ୍ରାନ୍ତ ବୋଲି ଶୁଣିବାକୁ ମିଳୁଛି  |

    ଓଡିଶା ଜନ ମତ ବ୍ୟୁରୋ,

ବର୍ଷା ଦିନରେ ବି ପାଣି ସମସ୍ୟା । ବାରମ୍ବାର ପାଣି ସମସ୍ୟାର ସମାଧାନ ପାଇଁ ଦାବି ପରେ ମଧ୍ୟ ସମାଧାନ ନ ହେବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଲୋକେ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଭୂତସରସିଙ୍ଗ୍ ପଞ୍ଚାୟତର ରାଜପୁର ଗାଁରୁ । ରାଜପୁର ଗାଁରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ଆଜି ରାସ୍ତାରୋକ କରିଛନ୍ତି । ରାଜପୁରର ଦାସିଆମାରପଲ୍ଲୀ ଛକରେ ରାସ୍ତାରୋକ କରିଛନ୍ତି ରାଜପୁର ଗାଁର ଲୋକେ । ଯାହାଫଳରେ ଆସିକା -ହୁମ୍ମା ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଛି । ଘଟଣା ଶୁଣି ପୁରୁଷୋତ୍ତମପୁର ଏସଡ଼ି ପିଓ,, ସୁଜିତ ନାୟକ, ଆଇ. ଆଇସି କୂଳମଣି ସେଠୀ, ଏନ ଏସି ଦାଇତ୍ୱରେ ଥିବା ଅତିରିକ୍ତ1 ତହସିଲଦାର ସଂଗୀତାକୁମାରୀ ସେଠୀ,ଥାନା ଷ୍ଟାଫ, ଏଟିଓ ପି ଦେବାଶିଷ ମହାପାତ୍ର, ପାନୀୟ ଜଳ ଯୋଗାଣ ଏସଡ଼ିଓ ନର୍ମଦା ପାତ୍ର, ଯେଇ ସଂଗ୍ରାମ ସ୍ୱାଇଁ, ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହିତ  ମୁଖ୍ୟ ସମସ୍ୟା ର ସମାଧାନ କରି ସଙ୍ଗେ, ସଙ୍ଗେ ପାଣି ଚାଲିଥିଲା | ଘଟଣାରୁ ପ୍ରକାଶ ଯେ ଗତ 25 ତାରିଖ ଦିନ ବିଦ୍ୟୁତ ସମସ୍ୟା ନେଇ କିଛିଲୋକ ବର୍ତମାନ ସରପଞ୍ଚ ମନୋଜ ଦାଶ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତେବେ ବିଦ୍ୟୁତ ବିଭାଗ କୁ ସରପଞ୍ଚ ଫୋନକରିବା ପରେ ସେମାନଙ୍କ ଷ୍ଟାଫ ଆସି ସମସ୍ୟାର ସମାଧାନ କରିଥିଲେ | କିନ୍ତୁ ସେଠାରେ ଥିବା ଡ୍ରାଇଭର ଓ କିଛି ଚକ୍ରାନ୍ତ କାରି  ରାଜପୁର ଲୋକଙ୍କୁ କୁବୁଦ୍ଧି ଦେଈ ପାଣି ଚଳାଇବାକୁ ମନା କରିଥିଲେ  | ଯାହାଦ୍ୱାରା ସେମାନେ ଏହିଘଟଣା କୁ ଆଗକୁ ନେଇ ପଞ୍ଚାୟତ ର ବର୍ତମାନ ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ତାଙ୍କର ଚାଲ ଖେଳାଇ ଥିଲେ | କିନ୍ତୁ ସମସ୍ତ ଅଧିକାରୀ ପହଞ୍ଚି ଯିବାରୁ ସେମାନଙ୍କ ଆଶା ମଉଳି ଯିବାର ଦେଖା ଦେଇଛି | ଏବଂ ପାଣି ସଙ୍ଗେ ସଙ୍ଗେ ପାଣି ଚାଲିଥିଲା | ଏବଂ ରାସ୍ତା ରୋକବନ୍ଦ ହୋଈ ଥିଲା  |

News Comment

You Might Also Like

BACK TO TOP