Breaking News

ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||     

ଅବ୍ୟବସ୍ଥା ମଧ୍ୟରେ କମ୍ଭଗଣ୍ଡା ସରକାରୀ ଉର୍ନ୍ନିତ ଉଚ୍ଚ ବିଦ୍ୟଳୟ ର ଆଦିବାସୀ ଛାତ୍ର, ଛାତ୍ରୀ ଙ୍କ ପାଠ ପଢା |

22-Feb-2025

ଅବ୍ୟବ୍ୟସ୍ଥା ମଧ୍ୟରେ କମ୍ଭୁଗଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଛାତ୍ରୀଙ୍କ ପାଠ ପଢା , 

ଶ୍ରେଣୀ ଗୃହ  କୋଠରୀରେ ଛାତ୍ରୀ ମାନେ ନିଜେ ଶୋଉ ଥିବା ଖଟିଆ ଉପରେ ବସି  ପାଠ ପଢା,

        ଓଡିଶା    ଜନମତ   ବ୍ୟୁରୋ,

ବନ୍ଧୁଗାଁ ତା ୨୦/୨/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଦିବାସୀ ଛାତ୍ରୀଙ୍କ ପାଠପଢା ବିପର୍ଯ୍ୟସ୍ତ ବ୍ୟବସ୍ଥା ମଧ୍ୟରେ ଚାଲିଛି। କମ୍ଭୁଗଣ୍ଡା ପଞ୍ଚାୟତ ଆନ୍ଧ୍ର ସୀମାନ୍ତ କୁ ଲାଗି ଥିବା ବେଳେ ଆଜି ପର୍ଯ୍ୟନ୍ତ ଜାଡୱା, ସୀଙ୍ଗାଝୋଲା, କଶୁ, ତୁରୁକୁ, ପେଦାକାମରା, ସିନାକାମରା ଓ ଉପରପଟେସୁ ଗାଁ ଗୁଡିକରେ ସ୍କୁଲ ସୁବିଧା ନାହିଁ। କମ୍ଭୁଗଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଟି ୧୯୫୮ମସିହାରେ ସ୍ଥାପିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଆଦିବାସି ପିଲା ମାନେ ରହି ପାଠ ପଢ଼ିବା ପାଇଁ ୨୦୦୭ ମସିହାରେ ଏହି  ବିଦ୍ୟାଳୟ ରେ ୧୦୦ ସିଟ ବିଶିଷ୍ଟ ଛାତ୍ରୀ ଆଶ୍ରମ ସ୍କୁଲ ଯୋଗ କରି ଶୁଭାରମ୍ଭ କରା ଯାଇଥିଲା । ଦୀର୍ଘ  ୬୭ ବର୍ଷର ସ୍କୁଲ କୋଠରୀ ରେ ଆଜକୁ ୧୮ ବର୍ଷ ହେଉଛି ଆଶ୍ରମ ରେ ରହି ପଡ଼ୁଥିବା ନିରୀହ ଆଦିବାସୀ ଝିଅ ମାନଙ୍କ ପାଇଁ ଆଶ୍ରମ କୋଠରୀ ଖଣ୍ଡିକ ତିଆରି ହୋଇ ପାରି ନାହିଁ। ଯେଉଁ ସ୍କୁଲ କୋଠରୀରେ ଛାତ୍ରୀ ମାନେ ଖଟିଆ ପକାଇ ରାତ୍ରରେ ଶୋଉ ଛନ୍ତି  ଦିନରେ ସେହି ଶୋଉ ଥିବା ଖଟ ଉପରେ ବସି ପିଲା ପାଠ ପଢୁଛନ୍ତି। ଏହି ଆଶ୍ରମ ସ୍କୁଲରେ ଗରିବ ଆଦିବାସୀ ଛାତ୍ରୀ ରହି ପାଠ ପଢ଼ିବା  ବିପର୍ଯ୍ୟସ୍ତ  ଶିକ୍ଷା ବ୍ୟବସ୍ଥା ରହିଛି। ପୁଣି ଏକା ସେହି କୋଠରୀରେ ପିଲାଙ୍କ ନିଜ ପାଠ ପଢା ବହି , ପୋଷାକ ,ବକ୍ସ ସହିତ ଚାଉଳ ବସ୍ତା ଗୁଡିକ ମଧ୍ୟ ରହିଛି। ବିଦ୍ୟାଳୟରେ ପ୍ରଥମ ରୁ ୮ମ ଶ୍ରେଣୀର ୧୭୦ ଜଣ  ଥିବା ବେଳେ ୯ମ ଓ ୧୦ମ ଶ୍ରେଣୀରେ ୪୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ପ୍ରାଇମେରୀ ସ୍କୁଲର ୧୭୦ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ର ଅଭାବ ସାଙ୍ଗକୁ ମାତ୍ର ୫ ଜଣ ଶିକ୍ଷକ ଅଛନ୍ତି। ସେହି ଏକା କୋଠରୀରେ ୪ର୍ଥ,୫ମ,୬ଷ୍ଠ ଓ ୭ ଶ୍ରେଣୀର ଛାତ୍ରୀ ବସି ପାଠ ପଢନ୍ତି ,୮ ମ ଶ୍ରେଣୀ ର ପିଲା ଗୋଟିଏ କୋଠରୀ, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ପିଲା ଗୋଟିଏ କୋଠରି ଥିବା ବେଳେ ୩ୟ ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସି ପାଠ ପଢନ୍ତି। ୯ମ ଓ ୧୦ମ ଶ୍ରେଣୀର ୪୨  ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନ ରହି ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ କୈଳାଶ ଶବର ଙ୍କ ବୟାନ ଅନୁସାରେ ସ୍କୁଲରେ ପିଲାଙ୍କ ପାଠ ପଢା ପାଇଁ ଆଶ୍ୟକୀୟ ଶ୍ରେଣୀ ଗୃହ, ଆବଶ୍ୟକ ଶିକ୍ଷକ ସହିତ ଆଶ୍ରମ ସ୍କୁଲ ନ ଥିବା ଓ  ସ୍କୁଲର ପାଚେରୀ ରହି ନ ଥିବା ଯୋଗୁଁ ଛାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅନେକ ଥର ସ୍କୁଲ ତରଫରୁ ଲିଖିତ ଭାବେ ଜିଲ୍ଲାପାଳ ଙ୍କୁ ଦେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଲାଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ।ଆଜି  ଆଦିବାସି ଗରିବ ପିତାମାତା  ଅନେକ ଆଶା କରି ସ୍କୁଲରେ ଝିଅକୁ ପାଠ ପଢିବା ପାଇଁ  ଛାଡିଛନ୍ତି ଏହି ପ୍ରକାର ଶିକ୍ଷକ ଅଭାବ ସାଙ୍ଗକୁ ପାଠ ପଢା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ରହି ନ ଥିବା ଯୋଗୁଁ ବିପର୍ଯ୍ୟସ୍ତ ଅବସ୍ଥାରେ ଶିକ୍ଷା ଦାନ ବ୍ୟବସ୍ଥା ରହିଛି।ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଥିବା ବେଳେ ଅତି ଶିଘ୍ର ଛାତ୍ରୀଙ୍କ ରହିବା ଓ ପାଠ ପଢା ନିମନ୍ତେ  ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଆମ ଗଣମାଧ୍ୟମ ଜରୀଆରେ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP