Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା 4ର୍ଥ ଦିନରେ |

11-May-2025

ପୁରୁଷୋତ୍ତମପୁର ଏନଏସିରେ ପଞ୍ଚ ଠାକୁରାଣୀ ଙ୍କ ଯାତ୍ରା ଚତୁର୍ଥ ଦିନରେ  |

                  ଓଡିଶା ଜନମତ  ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ  ବଡ଼ ବଜାର ଠାରେ ଗତ ଆଠ ତାରିଖରୁ ଅସ୍ଥାୟୀ ମନ୍ଦିର ରେ ପୂଜା ପାଉଥିବା  ପଞ୍ଚ ଠାକୁରାଣୀ ଯଥା କନକା, ତାରାତାରିଣୀ, କାଳୀ, କାଲୁଆ, ଫୁଲ ସୁନ୍ଦରୀ ଏହି ପଞ୍ଚ ଦେବି ଙ୍କ   ଚତୁର୍ଥ ଦିନରେ ଘଟ ପରିକ୍ରମା ଆରମ୍ଭ ହୋଇଛି।ସନ୍ଧ୍ୟା ଛଅ ଘଣ୍ଟ ସମୟରେ ମାଜଣା  ଆଳତି ପରେ ଦେବୀମାନଙ୍କ ନଗର ପରିଭ୍ରମାଣ ହୋଇଥାଏ ପଞ୍ଚ ଘଟ କୁ ପାଞ୍ଚ ଜଣ ଗୋପାଳ ସମ୍ପ୍ରଦାୟ ର ବ୍ୟକ୍ତି ମାନେ 4  ଧାରଣ କରି ବିରାଟ ପାଟ ପଟୁଆର ରେ  ଏନଏସିର ବିଭିନ୍ନ ସାହି ଯଥା ଗଡ଼ସାହି, ନନ୍ଦିକ ସାହି, ଚାଙ୍ଗୁଡ଼ିଆ  ପଦର ସାହି,  ହରିଜନ ସାହି ଇତ୍ୟାଦି ବୁଲିବାକୁ ଯାଇଥିଲେ | ଗଡ଼ ସାହିର ଲୋକମାନେ ଓ ମହିଳା ମାନେ   ମାଆଙ୍କ ପାଦ ଧୋଇ, ପୂଜାର୍ଚନା ଓ 108 ଆଳତି କରି ପଞ୍ଚ ଠାକୁରାଣୀ ଙ୍କ ପାଖରେ ଅଧିଆ ପଡି ଜଗତ ମଙ୍ଗଳ କାମନା ସହିତ ପାକିସ୍ତାନ ସହିତ ଯୁଦ୍ଧ ବନ୍ଦ ପାଇଁ ପାର୍ଥନା କରିଥିଲେ | ଓ ସାହି ପରିଭ୍ରମଣ କରି ଭକ୍ତ ଙ୍କ ଦୁଆରେ ବଢାଯାଇଥିବା  ଭୋଗ, ପଣା  ଗ୍ରହଣ କରି ପୁଣି ଅସ୍ଥାୟୀ ମନ୍ଦିର କୁ ଫେରି ଆସନ୍ତି |  ଏବଂ ଅସ୍ତୟୀ ମଣ୍ଡପରେ ଅର୍ଣ୍ଣଭୋଗପରେ ମାଆଙ୍କ ପହୁଡ଼ ପଡିଥାଏ |
ପ୍ରତି ଦୁଇବର୍ଷ ପରେ ଏହି ପଞ୍ଚ ଠାକୁରାଣୀଙ୍କୁ ଦେଖି ଭକ୍ତ ମାନେ ନିଜର ମାନସିକ ପୂରଣ ସହିତ ଏକ ସଙ୍ଗରେ ସମସ୍ତଙ୍କୁ ଦେଖି ଆତ୍ମ ବିଭୋର ହୋଇ ଯାଆନ୍ତି | ଯାତ୍ରାକୁ ଯାତ୍ରା ଅଧୂକାରୀ ରମାକାନ୍ତି ଦାଶଙ୍କ ସମେତ ସଭାପତି ରବୀନ୍ଦ୍ର ପାତ୍ର, ସମ୍ପାଦକ ତ୍ରିନାଥ ପଣ୍ଡା, ଉପ ସଭାପତି ଦୁର୍ଗାଚରଣ ଦାଶ, ସନ୍ତୋଷ ସାହୁ, ରବି ନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ଦାଶ, କପିଳେଶ୍ବର ବଣିକ ସଂଘର ସଭ୍ୟମାନଙ୍କ ସହଯୋଗ ରେ ଯାତ୍ରା ପରିଚାଳନା ହେଉଅଛି  | ଗଡ଼ ସାହିର ବହୁ ବ୍ୟକ୍ତି ବିଶେଷ ଙ୍କ ସହଯୋଗ ରେ ଏବଂ ସୂର୍ଯ୍ୟ ପାଣିଗ୍ରହୀ ଙ୍କ ନେତୃତ୍ୱ ରେ ମାଆଙ୍କ ପାଦ ଧୁଆ କାର୍ଯ୍ୟ କରାଯାଇ ଥିଲା |

News Comment

You Might Also Like

BACK TO TOP