Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

କେ ଏନ ପୁର ଗ୍ରାମରେ ଚାଲିଥିବା ନୃସିଂହ ଯାତ୍ରା ପରେ, ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ |

16-May-2025

କେ ଏନ ପୁର  ଗ୍ରାମରେ ଚାଲିଥିବା  ନୃସିଂହ ଚତୁର୍ଦଶୀ ଯାତ୍ରା ପରେ ଆରମ୍ଭ ହେଲା  ସାଂସ୍କୃତିକ କାର୍ଯ୍ୟକ୍ରମ  |

         Vଓଡିଶା ଜନ ମତ ବ୍ୟୁରୋ 

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କେ ଏନ ପୁର  ଗ୍ରାମରେ  ପ୍ରଭୁ ନୃସିଂହ ଠାକୁରଙ୍କ  ଚତୁର୍ଦ୍ଦଶୀ  ଯାତ୍ରା ରୀତିନୀତି ଅନୁସାରେ, ବ୍ରାହ୍ମଣ ଙ୍କ ଦ୍ୱାରା ପୂଜା ପାଠ, ହୋମ, କାର୍ଯ୍ୟ କରାଯାଇ   ନୃସିଂହ ଜନ୍ମ  ବିଧାନ କରାଯାଇ ପରେ ଲୋକଙ୍କ ସହଯୋଗ ରେ ଘଣ୍ଟ, ମୃଡୁଙ୍ଗ, କାହାଳି ଓ ପାଟ,ପାଟୁଆର ରେ  ବିଜେ ଠାକୁରଙ୍କୁ  ବିମାନରେ ବସାଇ ଗାଁ ପରିଭ୍ରମଣ  କରା ଯାଇ ମନ୍ଦିର କୁ ଗଲା ପରେ ଅର୍ଣ୍ଣ, ବ୍ୟଞ୍ଜନ ଭୋଗ ସମସ୍ତଙ୍କୁ ବିତରଣ କରାଯାଇଥିଲା |   ତେବେ ଠାକୁର ଙ୍କ ମନୋରଞ୍ଜନ  ନିମନ୍ତେ ଭାରତ ଲୀଳା ଓ ରାମାୟଣ ନାଟକ  ପରିବେଷଣ  କରାଯାଇ ଥିଲା  |  ଏହାକୁ ମନ୍ଦିର କର୍ତ୍ତୃପକ୍ଷ, ଗ୍ରାମବାସୀ, ଯୁବଗୋଷ୍ଟି ଙ୍କମିଳିତ ସହଯୋଗ ରେ  ଆରମ୍ଭ କରଯାଇଥିଲା |  ତେବେ ଏହି କାର୍ଯ୍ୟକ୍ରମ ର ଉଦଘାଟନ ବ୍ଳକ ଅଧକ୍ଷା କାର୍ଯ୍ୟକ୍ରମ ରେ କିଛି ରାଜ ନେତା, ସାମ୍ବାଦିକ, ସମାଜ ସେଵୀ,  ବ୍ୟବସାୟୀ   ଓ ବ୍ଳକ ଅଧକ୍ଷା ପିଙ୍କି ବେହେରା ଏହାକୁ ଉଦ ଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ   ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପ୍ରତିନିଧି କୋରନାଥ ସ୍ୱାଇଁ, ସମ୍ନାନ୍ୱିତ ଅତିଥି ମାନେ ହେଲେ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା,  ସରପଞ୍ଚ ପ୍ରତିନିଧି, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ପ୍ରତାପୁର ସରପଞ୍ଚ ଦାଶ ବେହେରା,ଆଇନ ଯିଵି ଗୌରୀ ଶଙ୍କର ରାଉଳ,  ପୂର୍ବତନ କେ ଏନ ପୁର ସରପଞ୍ଚ ବିକ୍ରମ ବେହେରା, କେ ଏନ ପୁର ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ନାହାକ, କାଳୀ ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ରାମଚନ୍ଦ୍ର ସାହୁ, ରାମକୃଷ୍ଣ ସାହୁ, ହରିହର ପ୍ରଧାନ, ଏନ ରମେଶ ଚନ୍ଦ୍ର ପ୍ରଧାନ, ଲୋକନାଥ ସାହୁ, ବରିଷ୍ଟ ଗଣ ମାଧ୍ୟମ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ସାମ୍ବାଦିକ ଅମିତ କୁମାର ମହାପାତ୍ର, ଓ ଶାନ୍ତନୁ କୁମାର ପଣ୍ଡା ସାମ୍ବାଦିକ ମଞ୍ଚାସିନ ରହିଥିଲେ | ଅଧକ୍ଷା ଓ ମୁଖ୍ୟ ଅତିଥିଏବଂ ସମ୍ମାନୀତ ଅତିଥି ମାନଙ୍କୁ ଗ୍ରାମବାସୀ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରି ଥିଲେ |  ଏବଂ ମଞ୍ଚ ଉପରକୁ ପାଛୋଟି ବେଇଥିଲେ | ଏହାସହିତ ଅଂଚଳର ଯୁବଗୋଷ୍ଟି ଓ ସହଯୋଗୀ ମାନେ ହେଲେ ଦୀପକ ସାହୁ, ମନୋଜ କୁମାର ସାହୁ, ଦୟା ସାହୁ,  ବରଜ ମୁଦୁଲି, ରାଜୀବ ଲୋଚନ ବେହେରା, ରବୀନ୍ଦ୍ର ନାଥ ସାହୁ, ରାମଚନ୍ଦ୍ର ସାହୁ, ସୁଦର୍ଶନ ସାହୁ, ନାରାୟଣ ସାହୁ, ନବୀନ ଚନ୍ଦ୍ର ସାହୁ, ଏନ ସୁରେନ୍ଦ୍ର ନାଥ ପ୍ରଧାନ, ଟୁକୁନା ସାହୁ, ପ୍ରତାପ ଚନ୍ଦ୍ର ସାହୁ, ବିରଞ୍ଚି ସାହୁ, ପର୍ଶୁରାମ ସାହୁ, ଙ୍କ ସହିତ ସମସ୍ତ ଯୁବ ଗୋଷ୍ଟି, ଗ୍ରାମବାସୀଙ୍କ ସହଯୋଗ ରେ ନାଟକ କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଏହିପଞ୍ଚାୟତ ତଥା ବାଲିଆ ଗ୍ରାମର ଅଧିବାସୀ, ସମାଜ ସେଵୀ, ରାଜ ନୈତିକ ବ୍ୟକ୍ତି ବିଶେଷ, ଉତ୍ତମ ସଂଘଟକ, ଏବଂ ଭଦ୍ର ଓ ପରୋପକାରୀ ଏନ ରାମଚନ୍ଦ୍ର ରେଡ଼ିଙ୍କ ସଂଯୋ ଜନା ରେ  ଠାକୁର ଙ୍କ କାର୍ଯ୍ୟ ସହିତ ମନୋରଞ୍ଜନ  କାର୍ଯ୍ୟ ପରିଚାଳିତ ହୋଇ ଥିଲା |  ରାମାୟଣ ନାଟକ କୁ ଜନ ସାଧରଣ ମନଭରୀଉପଭୋଗ କରିଥିଲେ |

News Comment

You Might Also Like

BACK TO TOP