Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଖୋର୍ଦ୍ଧା ରେ 5 ଅଟୋ ଚାଳକ ଙ୍କୁ ଅଣ ସଙ୍ଘଠିତ ପଞ୍ଜିକୃତ କାର୍ଡ ବଣ୍ଟନ |

17-May-2025

ଖୋର୍ଦ୍ଧା ରେ ୫ ଜଣ ଅଟୋ ଚାଳକ ଙ୍କୁ ଅଣସଙ୍ଗଠିତ ପଞ୍ଜିକୃତ କାର୍ଡ ବଣ୍ଟନ::ପିଲାଙ୍କ ଶିକ୍ଷା ସହାୟତା  ପ୍ରଦାନ ପାଇଁ ଦାବି

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା-17/05/25:

ଖୋର୍ଦ୍ଧା ଅଣସଙ୍ଗଠିତ ଶ୍ରମିକ ଙ୍କ ସାମାଜିକ ସୁରକ୍ଷା କୁ ଓଡିଶା ସରକାର ପ୍ରାଥମିକତା ଦେଉଥିଲା ବେଳେ ଖୋର୍ଦ୍ଧା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ଖୋର୍ଦ୍ଧା ବ୍ଲକ ଅଞ୍ଚଳ ର ୫ ଜଣ ଅଟୋ ଚାଳକ ଡ୍ରାଇଭର ଙ୍କୁ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ଅଣସଙ୍ଗଠିତ ଶ୍ରମିକ ପଞ୍ଜିକରଣ କାର୍ଡ ବଣ୍ଟନ କରାଯାଇଛି।ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଦୀର୍ଘ ୧୫ ଦିନ ହେବ ଖୋର୍ଦ୍ଧା ଅଞ୍ଚଳ ରେ ବ୍ୟାପକ ସଚେତନତା କରାଯାଇ ଆଜି ପ୍ରଥମ ଥର ପାଇଁ ୫ ଜଣ ଙ୍କୁ ଖୋର୍ଦ୍ଧା କାର୍ଯ୍ୟାଳୟରେ ବିନମୂଲ୍ୟ ରେ ଏହି ପଞ୍ଜିକୃତ କାର୍ଡ ବଣ୍ଟନ କରାଯାଇଥିଲା।ସେମାନେ ହେଲେ ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ଅଟୋ ଷ୍ଟାଣ୍ଡ ର ବିଶ୍ୱନାଥ ବିଶ୍ୱାଳ,ଧନେଶ୍ୱର ମହାପାତ୍ର,ସୁନୀଲ କୁମାର ପ୍ରଧାନ, ତପନ କୁମାର ବଳିଆରସିଂ, ଗଗନ ବିଶ୍ୱାଳ। ସେହିପରି ଅନ୍ୟ ସମସ୍ତ ଅଟୋ ଚାଳକ ଭାଇ ମାନେ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ରେ ଆବେଦନ କରି ଏହି ସୁରକ୍ଷା କାର୍ଡ ରେ ପଞ୍ଜିକୃତ ହେବାକୁ ଶ୍ରମ ଅଧିକାରୀ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।।ସୂଚନା ଅନୁସାରେ ଏହି  ଥିରେ ପଞ୍ଜିକୃତ ଅଣସଙ୍ଗଠିତ ଶ୍ରମିକ ଙ୍କର ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ତାଙ୍କର ମନୋନୀତ ବ୍ୟକ୍ତଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୪ ଲକ୍ଷ ଟଙ୍କାର    ସାମାଜିକ ସୁରକ୍ଷା  ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି।ସେହିପରି ଦୁର୍ଘଟଣାରେ ସମ୍ପୂର୍ଣ ଅକ୍ଷମ କ୍ଷେତ୍ରରେ ୧ ଲକ୍ଷ ୫୦ ହଜାର,ଦୁଇଟି ଅଙ୍ଗ ସମ୍ପୂର୍ଣ୍ଣ ହରାଇ ଆଂଶିକ ଅକ୍ଷମତା କ୍ଷେତ୍ରରେ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇ ଆଂଶିକ ଅକ୍ଷମତା କ୍ଷେତ୍ରରେ ୪୦ ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି।ତେବେ ନିର୍ମାଣ ଶ୍ରମିକ ବୋର୍ଡ଼ ରେ ପଞ୍ଜିକୃତ ହିତାଧିକରି ଶ୍ରମିକ ଙ୍କୁ ଯେଉଁଭଳି ସୁବିଧା ମିଳୁଛି ଠିକ ସେହିପରି ଅଣସଙ୍ଗଠିତ ପଞ୍ଜିକୃତ କାର୍ଡ ଧାରୀଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଶିକ୍ଷା ସହାୟତା  ଆର୍ଥିକ ସହାୟତା ମିଳିଲେ ବହୁ ଅଣସଗଠିତ ଶ୍ରମିକ ଏହି ପଞ୍ଜିକୃତ କାର୍ଡ କରିବାକୁ ଇଛୁକ ହୁଅନ୍ତେ ଓ ଉପକୃତ ପାଆନ୍ତେ ବୋଲି ଅଟୋଚାଳକ ବିଶ୍ୱନାଥ ବିଶ୍ୱାଳ,କହିଛନ୍ତି।ତେଣୁ ଲୋକ ଙ୍କ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

News Comment

You Might Also Like

BACK TO TOP