Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ସ୍ୱର୍ଗତ ଶଶିକଳା ସାବତ ଙ୍କ ଦ୍ୱାଦଶାହ ଦିବସ ରେ ସ୍ମୃତି ସଭା ଅନୁଷ୍ଠିତ ||

03-Sep-2026

ସ୍ବର୍ଗତ ଶଶିକଳା ସାବତ ଙ୍କ ଦ୍ବାଦଶାହ ଦିବସରେ ସ୍ମୃତି ସଭ।  

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେର ଗଡ଼ ବ୍ଲକ ମିଡିଆ ପ୍ରତିନିଧୂ ମାନଙ୍କୁ ନେଇ ରାଜ୍ୟ ଭଏସ ଅଫ ମିଡିଆ ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଲବ ସଭ୍ୟ ମାନଙ୍କ ଦ୍ବାରା ସାମ୍ବାଦିକ ଗୌର ହରି ସାବତ ଙ୍କ ମାତା ସ୍ବର୍ଗତ ଶଶିକଳା ସାବତଙ୍କ ଦ୍ବାଦଶାହ ଦିବସରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟ କ୍ରମ ରେ ରାଜ୍ୟ ସଭାପତି ଅରୁଣ କୁମାର ଗୌଡ, ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲ, ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ସୁଦର୍ଶନ ପରିଡ଼ା, ପ୍ରେସ କ୍ଲବ ସଭାପତି ରଞ୍ଜିତ କୁମାର ପୋଲାଇ, ଉପ ସଭାପତି ରାମ କୃଷ୍ଣ ପାଣି, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମନୁରା, ଉପଦେଷ୍ଟା ଦିଲୀପ କୁମାର ତ୍ରିପାଠୀ, କାର୍ଯ୍ୟ ନିର୍ବାହୀ ସଦସ୍ୟ ବାପୁନି ସେଠୀ, ପୀତବାସ ପ୍ରଧାନ, ସାରଥୀ ପାଢ଼ୀ, ଭୁବନେଶ୍ବରୀ ବିଷୋୟୀ ଉପସ୍ଥିତ ଥିଲେ। ମଞ୍ଚରେ ସ୍ଥାପିତ ସ୍ବର୍ଗତ ଶଶିକଳା ଙ୍କ ଫୋଟ ସମ୍ମୁଖରେସାମୂହିକ ଧୂପ, ପୁଷ୍ପ ପ୍ରଦାନ କରାଯାଇ ଥିଲା । ମାତୃତ୍ୱ ତପସ୍ୟା, ପିତୃତ୍ଵ ସାଧନା ବଳରେ ସାତ ସନ୍ଧାନ ସନ୍ଧତି ଙ୍କ ମାତୃତ୍ବ ଲାଭ କରି ଦୀର୍ଘ ୧୦୫ବର୍ଷ ନିଜ ପରିବାର ବର୍ଗ ହୃଦୟରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଜାଗ୍ରତ କରାଇ ପରିବାର ବର୍ଗଙ୍କ ସୁଖ ଦୁଃଖରେ ଭାଗିହୋଇ ଜୀବନ ଅତିବାହିତ କରୁଥିବା ସ୍ବର୍ଗତ ଶଶିକଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରି ଶେଷରେ ଦ୍ବାଦଶାହ ଦିବସରେ ସପିଣ୍ଡି ଶ୍ରାଦ୍ଧ ରେ ଉପବେଶନ କରି ଥ‌ିବା ସାମ୍ବାଦିକ ପୁତ୍ର ଗୌର ହରି ସାବତ ଙ୍କୁ ସାଲ୍ଗୁନା ଦେଇ ସମସ୍ତ ସଭ୍ୟ ବିଦାୟ ନେଇ ଥିଲେ।  

News Comment

You Might Also Like

BACK TO TOP