Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ସ୍ବର୍ଗତ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ଆଚାରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ |

22-Sep-2026

ସ୍ବର୍ଗତ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ଆଚାରୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚିତ

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
ତା୨୧-୯-୨୦୨୬:-------

ଆଜି ପବିତ୍ର ଦଶମୀ ତିଥି ଦିବସରେ ପୋଲସରା ଅଞ୍ଚଳ ସ୍ଵନାମଧନ୍ୟ ଶିକ୍ଷାବିତ୍ ସୂର୍ଯ୍ୟନାରାୟଣ ଆଚାରୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପୌରପରିଷଦ ପୋଲସରା ବଜାରସାହି ସ୍ଥିତ କଳିଙ୍ଗ ବୈଶ୍ୟ ଭବନ  ଠାରେ ପରିବାର ତରଫରୁ ଆୟୋଜିତ କରାଯାଇଥିଲା। ସ୍ବର୍ଗତଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ସମ୍ପାଦକ ତଥା ଆଇନଜୀବୀ ଡଃ ଜ୍ୟୋତିର୍ମୟ  ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧା୍ଜଳି ସଭା ହୋଇଥିଲା। ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ସମ୍ମାନ ସ୍ପଦକ ପ୍ରତିଷ୍ଠା ଲାଭ କରି ସମଗ୍ର ପୋଲସରା ଅଞ୍ଚଳର ସ୍ଵନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରାଧାଶ୍ୟାମ ପଣ୍ଡା,  ସେବା ନିବୃତ ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ପ୍ରକାଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ପାଢୀ, ସୁକାନ୍ତି ସାହୁ ପ୍ରମୁଖ ଶିକ୍ଷାବିତ୍ ସମେତ, ନିରଞ୍ଜନ ପ୍ରଧାନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଟ୍ରଷ୍ଟି ଦୀପକ କୁମାର ପ୍ରଧାନ ଏବଂ ଗୌରୀ ଆମ୍ମା ଯାତ୍ରା କମିଟିର ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଅତିଥିଭାବେ  ମଞ୍ଚାସୀନ ଥିଲେ। ଆରମ୍ଭରେ ଅତିଥିବୃନ୍ଦଙ୍କ ଦ୍ବାରା ସ୍ବର୍ଗତଙ୍କ ଫଟୋଚିତ୍ର ସମ୍ମୁଖରେ ଭକ୍ତିପୂତ ଭାବେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଚାରୀ ସାର ଙ୍କ ପରିବାର ପକ୍ଷରୁ ସମସ୍ତ ଅତିଥିବୃନ୍ଦଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ସମେତ ଉପସ୍ଥିତ ଶିକ୍ଷାବିତ ଯୋଗେନ୍ଦ୍ର ମହାରଣା, ସେବା ନିବୃତ ଶିକ୍ଷକ ପ୍ରଭାକର ପ୍ରଧାନ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ମଞ୍ଚ ଉପସ୍ଥାପକ ରାଇ ରଞ୍ଜନ ନନ୍ଦ, ଅଧ୍ୟାପକ ଡ଼ଃ ସୁଶାନ୍ତ କୁମାର ସାହୁ ଏବଂ ମାନ୍ୟ ଗଣ୍ୟ, ଗୁଣୀ ଜ୍ଞାନୀ ବ୍ୟକ୍ତି ମାନେ  ସ୍ବର୍ଗତ ଆଚାରୀ ଙ୍କ ଗୁଣ ଗାନ କରିବା ସହ କର୍ମ ମୟ ଜୀବନ ର ଗୁଣ ଜ୍ଞାନ କରିବା ସହ ସେ ଏକାଧାରରେ ଜଣେ  ଆଦର୍ଶ ଶିକ୍ଷାବିତ୍ ଆଲୋଚନା କରି ଆଚାରୀ ସାର ଙ୍କ ସମୟର ଜୀବନରୁ ଗୁଣଗାନ କରିବା ସହ ସେ ପୋଲସରାରେ ଜଣେ ଆଦର୍ଶ ଶିକ୍ଷକ, କର୍ମଠ, ଦକ୍ଷ, ପ୍ରେରଣାର ଉତ୍ସ,କୁଶଳୀ, ଛାତ୍ରବତ୍ସଳ ଓ ଦରଦୀ ଗୁଣ ଥିବା ବ୍ୟକ୍ତି ଥିଲେ। ଏଥି ସହିତ ପ୍ରାୟ ଦଶ ଗୋଟି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ରେ ସଭାପତି ପଦ ଅଳଙ୍କୃତ କରି ବଳିଷ୍ଟ ନେତୃତ୍ୱ ରେ ପରିଚୟ ସୃଷ୍ଟି କରିବା ରେ ସଫଳ ହୋଇ ପାରି ଥିଲେ ବୋଲି ମତ ବ୍ୟକ୍ତ କରିବା ସହ ଶୋକ ଶନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭିର ସମବେଦନ ଜଣାଇଥିଲେ। ଏହି ଅବସରରେ ଦିବଂଗତଙ୍କ ଆତ୍ମାର ସଦ୍ଗତି କାମନା ସ୍ବରୂପ ଦୁଇ ମିନଟ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତିରେ ପ୍ରକାଶିତ `ସ୍ମରଣିକା`  ଦିଗବଳୟର ସୂର୍ଯ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ସ୍ବର୍ଗତ ଆଚାର୍ଯ୍ୟଙ୍କ ସୁପୁତ୍ର ଶୁଭାଶିଷ ଆଚାରୀ ଓ କନ୍ୟା ସ୍ମିତା ଆଚାରୀ ପରିବାର ବର୍ଗ ଙ୍କ ସମେତ ରକ୍ତ ସମ୍ପର୍କିୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିବାବେଳେ ସହଯୋଗୀଭାବେ ପୋଲସରା ପୂଜ୍ୟ ପୂଜା ପ୍ରତିଷ୍ଠାନ ର ସମ୍ପାଦକ ଆର୍. କାମରାଜୁ ପାତ୍ର ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |

News Comment

You Might Also Like

BACK TO TOP