Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||

22-Aug-2026

ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ଦ୍ୱତୀୟ ବିବାହ କଲେ ଗାବ୍ରିଏଲାଙ୍କୁ

ଓଡିଶା ଜନ ମତ ବ୍ୟୁରୋ,

ଅଭିନେତା, ଅଭିନେତ୍ରୀଙ୍କ  ବିବାହ  କିଛି ନୁଆଁକଥା ନୁହଁ ସେମାନେ ଗୋଟିଏ ରୁ ଚାରିଥର ପର୍ଯ୍ୟନ୍ତ ଜଣେ ଅନ୍ୟଜଣଙ୍କୁ ଛାଡ଼ପତ୍ର ଦେଇ ବିବାହ କରୁଛନ୍ତି!| ତେବେ ପୁଣି ଜଣେ ସେଲିବ୍ରିଟି  ପ୍ରେମିକାଙ୍କ ପ୍ରେମରେ ଦିୱାନା ହୋଇ ତାଙ୍କୁ ବିବାହ କରିଛନ୍ତି | ଆସନ୍ତୁ ଜାଣିବା ସେହି ଦୁଇ ଜଣଙ୍କ ବିଷୟରେ  |  ସେ ହେଉଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ। ଅର୍ଜୁନ ତାଙ୍କ ଦୀର୍ଘଦିନର ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଆଡେସଙ୍କୁ  ବିବାହ କରିଛନ୍ତି । ଗୋଆରେ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତରେ ଏହି ବିବାହର ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ରିପୋର୍ଟ ଅନୁସାରେ, ଅର୍ଜୁନ ଓ ଗାବ୍ରିଏଲା ଉତ୍ତର ଗୋଆର ମାପୁସା ସ୍ଥିତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇ ବିବାହ ପଞ୍ଜୀକରଣ କରିଥିଲେ। ସ୍ଥାନୀୟ ଆଇନ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ସ୍ୱାକ୍ଷର ମଧ୍ୟରେ ଥିବା ବାଧ୍ୟତାମୂଳକ ୧୫ ଦିନର ଅପେକ୍ଷା ସମୟକୁ ଛାଡ଼ କରିବା ପାଇଁ ଦମ୍ପତି ସ୍ଥାନୀୟ କୋର୍ଟର ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରଙ୍କଠାରୁ ବିଶେଷ ଅନୁମତି ନେଇଥିଲେ।
ଗୋଆର ୟୁନିଫର୍ମ ସିଭିଲ କୋଡ୍ ଅନୁସାରେ ପଞ୍ଜୀକରଣ
ସବ୍-ରେଜିଷ୍ଟ୍ରାର ସୂରଜ ବେର୍ନେକର କହିଛନ୍ତି ଯେ ଅର୍ଜୁନ ଓ ଗାବ୍ରିଏଲାଙ୍କ ବିବାହ ଗୋଆର ୟୁସିସି ଅନୁସାରେ ପଞ୍ଜୀକୃତ ହୋଇଛି। ରିପୋର୍ଟ ଅନୁସାରେ, ଦୁହେଁ ପ୍ରାୟ ଅପରାହ୍ନ ୪ଟା ସମୟରେ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିବାହ ପଞ୍ଜୀକରଣ ସମୟରେ ଦୁହେଁ ସାଧାରଣ ଓ କାଜୁଆଲ୍ ଲୁକରେ ନଜର ଆସିଥିଲେ। କିଛି ଦିନ ପୂର୍ବରୁ ଅର୍ଜୁନ ଗ୍ରାବ୍ରିଏଲାଙ୍କ ସହ ନିର୍ବନ୍ଧ କରିଥିଲେ। ଏନେଇ ସେ ରିଆ ଚକ୍ରବର୍ତ୍ତୀଙ୍କ ପଡକାଷ୍ଟରେ ଖୁଲାସା କରିଥିଲେ | 
ଅର୍ଜୁନ ରାମପାଲ ଓ ଗାବ୍ରିଏଲା ଡେମେଟ୍ରିଆଡେସ୍ ୨୦୧୮ରୁ ଏକାଠି ଅଛନ୍ତି। ଅର୍ଜୁନ ତାଙ୍କ ପୂର୍ବତନ ପତ୍ନୀ ମେହର ଜେସିଆଙ୍କଠାରୁ ଅଲଗା ହେବା ପରେ ଗାବ୍ରିଏଲାଙ୍କ ସହ ସମ୍ପର୍କରେ ଆସିଥିଲେ। ୨୦୧୯ରେ ଏହି ଦମ୍ପତିଙ୍କର ଆରିକ୍ ନାମକ ଏକ ପୁତ୍ର ସନ୍ତାନ ହୋଇଥିଲା। ଏହାର ୪ ବର୍ଷ ପରେ, ୨୦୨୩ରେ ଦ୍ୱିତୀୟ ପୁଅ ଆରିଭଙ୍କ ଜନ୍ମ ହୋଇଥିଲା।
ଗାବ୍ରିଏଲା ଡେମେଟ୍ରିଆଡେସ୍ ଜଣେ ଦକ୍ଷିଣ ଆଫ୍ରିକୀୟ ମଡେଲ୍, ଫ୍ୟାଶନ୍ ଡିଜାଇନର୍ ଓ ଉଦ୍ୟୋଗୀ। ସେ ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବା ସହ ମନୋରଞ୍ଜନ ଜଗତରେ ମଧ୍ୟ କାମ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଗ୍କେବେର୍ହା(Gqeberha) (ପୂର୍ବରୁ ପୋର୍ଟ ଏଲିଜାବେଥ୍ ନାମରେ ପରିଚିତ) ସହରରେ ଜନ୍ମଗ୍ରହଣ କରିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ସେ ପେସାଦାର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଗ୍ରାବ୍ରିଏଲାଙ୍କ ସହ ସମ୍ପର୍କରେ ଆସିବା ପୂର୍ବରୁ ଅର୍ଜୁନ ପୂର୍ବତନ ମଡେଲ ମହର ଜେସିଆଙ୍କୁ ବିବାହ କରିଥିଲେ. ୧୯୯୮ରେ ଦମ୍ପତିଙ୍କର ବିବାହ ହୋଇଥିଲା। ଉଭୟଙ୍କର ମାହିକା ଏବଂ ମାରିଆ ନାଁରେ ଦୁଇ ଜଣ ଝିଅ ଅଛନ୍ତି। ୨୦୧୮ ଅର୍ଜୁନ ଓ ମେହେର ବିବାହ ବିଚ୍ଛେଦ ଘୋଷଣା କରିଥିଲେ। ୨୦୧୯ରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଏବଂ ସେହି ବର୍ଷ ଠାରୁ ସେ  ଗ୍ରାବ୍ରୀଏଲ ଙ୍କ ସହିତ ମିଳା ମିଶା କରୁଛନ୍ତି |

News Comment

You Might Also Like

BACK TO TOP