Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ବିଧବା ବେଲ ମାଣ୍ଡିଆ ଯାଉ ବିକ୍ରି କରି ପରିବାର ଚଳାଉଛନ୍ତି ,ସରକାରୀ ସାହାଯ୍ୟ କେବେ?

08-Sep-2026

ମାଣ୍ଡିଆ ଯାଉ ବିକ୍ରି କରି ପରିବାର ଚଳାଉଛନ୍ତି ବିଧବା ବେଲ

ଓଡିଶା ଜନମତ ରାୟଗଡା ୦୯/୦୯,

କାମେଶ୍ୱର କରକରିଆ:------

 ଦିନ ତମାମ ପରିଶ୍ରମ କରି ଯାହା ମିଳୁଛି, ସେଥିରେ ପରିବାରର ଭରଣପୋଷଣ କରୁଛନ୍ତି ୬୦ ବର୍ଷୀୟ ବିଧବା ବେଲ ହିଆଲ। ସ୍ୱାମୀଙ୍କୁ ହରାଇବା ପରେ ପରିବାରର ଦାୟିତ୍ୱ ଏବେ ତାଙ୍କ କାନ୍ଧରେ। ମାଣ୍ଡିଆରୁ ପ୍ରସ୍ତୁତ ମାଣ୍ଡିଆ ଯାଉ ବିକ୍ରି କରି ସେ ନିଜର ଜୀବନ ଓ ପରିବାରକୁ ଆଗେଇ ନେଉଛନ୍ତି।
ବେଲ ପ୍ରାୟ ୭ ବର୍ଷ ହେଲା ମାଝୀଗୁଡା ହାଟରେ ମାଣ୍ଡିଆ ଯାଉ ବିକ୍ରି କରୁଛନ୍ତି। ହାଟକୁ ଆସୁଥିବା ଲୋକଙ୍କୁ ନିଜ ହାତରେ ପ୍ରସ୍ତୁତ ମାଣ୍ଡିଆ ଯାଉ ଖାଇବାକୁ ଦେଇ ସେଥିରୁ ମିଳୁଥିବା ଅର୍ଥରେ ପରିବାର ଚଳାଉଛନ୍ତି। ପୂର୍ବରୁ ଗୋଟିଏ ଗ୍ଲାସ ମାଣ୍ଡିଆ ଯାଉ ୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ହାଣ୍ଡି ଭଲ ଭାବେ ବିକ୍ରି ହୋଇଗଲେ ଦିନକୁ ପ୍ରାୟ ୪୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ। ଏହି ସ୍ୱଳ୍ପ ଆୟରେ ସେ ନିଜ ସହ ଗୋଟିଏ ପୁଅ ଓ ଦୁଇ ଝିଅଙ୍କ ଭରଣପୋଷଣ କରୁଛନ୍ତି। ବୟସର ଅପରାହ୍ନରେ ମଧ୍ୟ ପରିବାର ପାଇଁ ବେଲ ଙ୍କ ଏହି ସଂଘର୍ଷ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ସରକାରୀ ସହାୟତା ସହ ତାଙ୍କ ଭଳି ମହିଳାଙ୍କୁ ଜୀବିକା ସୁଯୋଗ ଓ ଆର୍ଥିକ ସହାୟତା ମିଳିଲେ ପରିବାର ଚଳାଇବାରେ ଆହୁରି ସହାୟକ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଲୋକେ ଥଣ୍ଡା ପାନୀୟ ଜଳ ପିଇବା ବଦଳରେ ମାଣ୍ଡିଆ ପ୍ରସ୍ତୁତି ଯାଉ ପିଇ ଶାନ୍ତିପ୍ରାପ୍ତ ହେଉଥିବା ମଧ୍ୟ ପିଉଥିବା ଲୋକେ କହିଛନ୍ତି ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ବେଲ ହିଆଲଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ। ଯାଞ୍ଚ ପରେ ସରକାରୀ ନିୟମ ଅନୁଯାୟୀ ସେ କେଉଁ କେଉଁ ସହାୟତା ପାଇବାକୁ ଯୋଗ୍ୟ ତାହା ଦେଖି ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।

News Comment

You Might Also Like

BACK TO TOP