Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ବାଲି ଛାଇ ଫାଣ୍ଡି ଅଞ୍ଚଳ ରେ ଗ୍ରୁପ ମହିଳା ଅଜାଣତ ରେ କିଛି ବେଙ୍କରୁ ଲୋନ କରି ଲକ୍ଷାଧିକ ଟଙ୍କା ଠକିନେଲେ ମହିଳା |

17-May-2025

ବାଲିଛାଇ ଫାଣ୍ଡି ଅଂଚଳ ରେ ଗ୍ରୁପ୍ ମହିଳାଙ୍କ ଅଜାଣତରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ କରି ୫୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଲେ ମହିଳା

(,ବାଲିଛାଇ ଫାଣ୍ଡି ରେ ମାମଲା 

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
ତା.୧୭/୦୫/୨୦୨୫:
ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧିନରେ ଥିବା ଧୋୟାକଣା ଗ୍ରାମରେ । ଯେଉଁଠି ଝିଲି ଦାସ ଭଳି ଜଣେ ମହିଳା ସେହି ଗ୍ରାମର ମହିଳାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ କରି ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ କେଉଁ ଆଡେ ଫେରାର୍ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶନିବାର ବାଲିଛାଇ ଫାଣ୍ଡିରେ  ଆଜି ଶନିବାର ଦିନ ୧ ଘଣ୍ଟା ସମୟରେ ଲିଖିତ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା । ଏନେଇ ବାଲିଛାଇ ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଠକାମୀର ଶିକାର ହୋଇଥିବା  ମହିଳା ମାନଙ୍କ କହିବା ପ୍ରକାରେ ଧୋୟାକଣା ଗ୍ରାମର ଅବିବାହିତା ମହିଳା ଝିଲି ଦାସ ବହୁ ପୂର୍ବରୁ ପ୍ରତ୍ୟେକ ଗ୍ରାମରେ ମହିଳା ମାନଙ୍କୁ ନେଇ ଗ୍ରୁପ୍ କରିବା ସହ  ବିଭିନ୍ନ ବ୍ୟାଙ୍କରୁ ଲୋନ୍ ଆଣି ମହିଳା ଙ୍କ ପ୍ରତି ଆସ୍ଥା ବିଶ୍ୱାସ ଭାଜନ ହୋଇଥିଲେ । ବିଭିନ୍ନ ବ୍ୟାଙ୍କରୁ  ଋଣ ଆଦାନପ୍ରଦାନ ସମୟରେ ଆବଶ୍ୟକତା ପଡୁଥିବା ସମସ୍ତ କାଗଜପତ୍ର ଏହି ମହିଳା ମାନଙ୍କ ଠାରୁ ଚଞ୍ଚକତା କରି ଝିଲି ଦାସ ଆଣୁଥିଲେ । ଯାହା ପ୍ରାଇଭେଟ୍ ବ୍ୟାଙ୍କ ଦ୍ବାରା ପ୍ରଚଳିତ ସମସ୍ତ ଲୋନ୍ ସମ୍ବନ୍ଧୀୟ ଦସ୍ତାବିଜ ଏହି  ଗ୍ରୁଫ୍ ମହିଳାଙ୍କ ବିନା ଅଜାଣତରେ  ସମସ୍ତ ଦସ୍ତାବିଜ ଆଣି ଲୋନ୍ କରିବାରେ ସହାୟକ ହେଉଥିଲେ । ଏପରିକି ପ୍ରତ୍ୟେକ ମହିଳାଙ୍କ ଲୋନ୍ ଆଫ୍ରୁଭ୍ ସୁନିଶ୍ଚିତ କରିବା ପାଇଁ ଚଞ୍ଚକତା କରି ମିଛସତ କହି ସମସ୍ତ ମହିଳାଙ୍କ ଠାରୁ କାଗଜ କଲମରେ ଦସ୍ତଖତ କରି ନେଉଥିଲେ । ଯାହା ପରବର୍ତ୍ତୀ ସମୟରେ  ଏପରି ଗ୍ରୁପ୍ ମାନଙ୍କୁ ନେଇ ବିଭିନ୍ନ ବ୍ୟାଙ୍କ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୋନ୍ କରି ଟଙ୍କା ଧରି ଫେରାର୍ ହୋଇ ଯାଇଛି ଝିଲି ଦାସ । ଏପରିକି ଧୋୟାକଣା ଗ୍ରାମରେ ଥିବା ଝିଲି ନିଜ ଘରକୁ ମଧ୍ୟ ଗ୍ରାମର କିଛି ସହଯୋଗୀଙ୍କ ସହଯୋଗରେ ବିକ୍ରୀ କରିବାର ମସୁଧା କରୁଛି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା ପରିବାର ଏକତ୍ରିତ ହୋଇ ପୋଲସରା ତହସିଲଦାର ଙ୍କୁ ଦେଖା ସାକ୍ଷାତ କରି ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏସବୁ ପରେ ଗ୍ରୁଫ୍ ମହିଳାଙ୍କ ଅଜାଣତରେ ହୋଇଥିବା ବ୍ୟାଙ୍କ ଲୋନ୍ କୁ ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଏହି ମହିଳା ଗ୍ରୁଫ୍ ଙ୍କୁ ଲୋନ୍ ଟଙ୍କା ପରିଶୋଧ କରିବା ପାଇଁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା ମାନେ ବ୍ୟାଙ୍କ ଅଧିକାରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବାଲିଛାଇ ଫାଣ୍ଡି ସମ୍ମୁଖରେ ଛିଡ଼ା ହୋଇ ମୁଖ୍ୟ କାରପେର୍ଟଦାର ଝିଲି ଦାସର ଫୋଟକୁ ଧରି ତୁରନ୍ତ  ଗିରଫ କରିବା ପାଇଁ ଦାବି କରିଛନ୍ତି।

News Comment

You Might Also Like

BACK TO TOP