Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ମୁମ୍ବାଇରେ ଛାତ ଭୁଶୁଡି ମରିବାରେ ପୁରୁଷୋତ୍ତମପୁର ବ୍ଳକ ସିଏଚ ନୂଆଙ୍ଗା ର ମାଆ ଓ ଦୁଇ ଝିଅ |

22-May-2025

ମୁମ୍ବାଇ ଆପାର୍ଟମେଣ୍ଟ ଛାତଭୁଶୁଡି  ପୁରୁଷୋତ୍ତମପୁର ସିଏଚ ନୂଆଙ୍ଗା ର ମାଆ ଓ ଦୁଇ ଝିଅ ମୃତ |

                  ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଚାଙ୍ଗୁଡିଆ ପଦର ନୂଆଙ୍ଗା ର  ପ୍ରମିଳା ସାହୁ, 55, ସ୍ୱାମୀ କାଳୁ ଚାରଣ ସାହୁ , ବଡ଼ ଝିଅ  ସୁଜାତା ପାଢ଼ୀ, 36ବର୍ଷ ସେ ଚାନ୍ଦୁଲି ଗ୍ରାମରେ ବିବାହ କରି ମୁମ୍ବାଇ ରେ ରହୁ ଛନ୍ତି , ସେହିପରି  ସାନ ଝିଅ ସୁନିତା ସାହୁ , 33ବର୍ଷ ,ହିଞ୍ଜିଳି ଗ୍ରାମ ରେ  ବିବାହ କରି ସେମଧ୍ୟ ମାଆଙ୍କଠାରୁ କିଛି ଦୂରରେ ସ୍ୱାମୀସହିତ ମୁମ୍ବାଇ ରେ ରହୁଛନ୍ତି |ଦୁଇଝିଅ ବାହାହୋଇ ମାଆ ଙ୍କ ପାଖରେ ରହୁଥିଲେ | କାଳୁ ମୁମ୍ବାଇ ରେ 40 ବର୍ଷ ହେଲା   ଏମ ଏସ ସି ର ଏକ ସରକାରୀ ସଂସ୍ଥାରେ  କାମ କରୁଥିଲେ  ଓ ଆଠ ବର୍ଷ ତଳେ  କାଳୁ  ଚରଣ ମୃତ୍ୟୁ ବରଣ କରି ଥିଲେ   |  ତେବେ ପ୍ରମିଳା ଙ୍କଏକ ପୁଅ ଓ ଦୁଇ ଝିଅମୁମ୍ବାଇ ର ଏକ ଘରୋଇ ସଂସ୍ଥା ରେ  କାମ କରୁଥିଲେ | ଏବଂ ସେମାନେ ସେଠାରେ  କଲ୍ୟାଣୀ ପି ସି ଗାଁଓ  ଇଷ୍ଟ ମହାନଗର ନିଗମ ପାଳିକା  ମଙ୍ଗଳ ରହୁ ନଗର ରେ  ଏକ ଆପାର୍ଟ ମେଣ୍ଟ  ର ତୃତୀୟ ଫ୍ଲୋର ରେ ଘର ନଂ 202 ରେ କିଣି ରହୁଥିଲେ |  ତେବେ ଗତ 20 ତାରିଖ ଅପରାହ୍ନ ଏକଘଣ୍ଟ 30 ମିନଟ ରେ  ପୂରା ଫ୍ଲାଟ  ଛାତ ଭୁଶୁଡି ଯିବାରୁ ଏମାନେ ତିନି ଜଣଘରଭିତରେ  ମାଆ ସହିତ ଦୁଇ ବିବାହିତ ଝିଅ ଙ୍କ ମୃତ୍ୟୁ  ହୋଇ ଥିଲା   |  ସମସ୍ତେ ଏକମାସ ଆଗରୁ  ଏହି ନୂଆଙ୍ଗା କୁ ଆସି  ପ୍ରମିଳା ଙ୍କ ବାପା ମାଆଙ୍କୁ ଦେଖିବାକୁ ଆସି  ଥିଲେ | ଓ ନିଜ ଘର ର ବିଦ୍ୟୁତ ସଂଯୋଗୀ କରଣ ପାଇଁ ରହିଥିଲେ | ତେବେ ଗତ 18ତାରିଖ ଦିନ ସମସ୍ତେ ମୁମ୍ବାଇ ଚାଲି ଯାଇଥିଲେ | ତେବେ ପ୍ରମିଳା ନିଜ ଘରକୁ ନଯାଇ  ସାନ ଝିଅ କୁ ଅମାବାସ୍ୟା ଭାର ଦେବାକୁ ଯାଇ କିଛି ସମୟ ରହିଯାଇଥିଲେ |  ସନ୍ଧ୍ୟ ସମୟରେ ନିଜ, ନିଜ ଘରକୁ ଯାଇଥାନ୍ତେ |ତେବେ ବିଧିରବିଧାନ ଅଲଗା ପ୍ରକାର   ଥିଲା |  ପୂରା ଫ୍ଲାଟ ଭୁଶୁଡି ମାଆ ସହିତ ଦୁଇ ଝିଅ ଙ୍କ ଜୀବନ ଚାଲି ଯାଇଥିଲା | ଏହି ଦୁଖଃଦ ଘଟଣାଶୁଣିବା ପରେ ସିଏଚ ନୂଆଙ୍ଗା ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |  ତେବେ ଜନ ସାଧାରଣ ଙ୍କ କହିବା କଥା ବିଜେପି ସରକାର ନିର୍ବାଚନ ପୂର୍ବରୁ  ଗଞ୍ଜାମ ଜିଲ୍ଲା ସହିତ ଓଡ଼ିଶାର ଦାଦନ ଶ୍ରମିକ କୁ ପ୍ରତିହତ କରିବାକୁ ସେମାନେ ପ୍ରତିଶୃତି ଦେଇଥିଲେ | ତେବେ ସେହି ଦାଦନ ଦୁଃଖ ଦୂର କରିବାକୁ ଯଦି ଚେଷ୍ଟା କରିବେ ତେବେ ଗଞ୍ଜାମ ଓ ଓଡ଼ିଶାର ସବୁଜିଲ୍ଲା ର ଶ୍ରନିକ ମାନେ ଅନ୍ୟ ରାଜ୍ୟକୁ ନଯାଇ ଏଠାରେ କାମକରି ପରିବାର ପ୍ରତି ପୋଷଣ କରିପାରିବେ ବୋଲି  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି |ଏବଂ ଗଞ୍ଜାମ ଜିଲ୍ଲରେ କିଛି ଶିଳ୍ପ ପ୍ରତିଷ୍ଠା କରିବାକୁ କହିଛନ୍ତି  ଗ୍ରାମବାସୀ |

News Comment

You Might Also Like

BACK TO TOP