Breaking News

କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||     

ପୁରୁଷୋତ୍ତମପୁର ଥାନା କୁ ଅଚାନକ ଗ୍ରସ୍ତ କଲେ ଆସ୍କା ଏମପି ଅନୀତା ଶୁଭଦର୍ଶନୀ |

22-May-2025

ପୁରୁଷୋତ୍ତମପୁର ଥାନା କୁ  ଅଚାନକ  ପରିଦର୍ଶନ ରେ ଆସି ବିଭିନ୍ନ ବିଷୟ ରେ ପଚାରିଲେ   ଆସ୍କା ଏମପି,

                  ଓଡିଶା ଜନମତ ବ୍ୟୁରୋ,

ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ ଙ୍କ ଅଚାନକ ପୁରୁଷୋତ୍ତମପୁର ଥାନା ପରିଦର୍ଶନ କରି ଆଇନ ଶୃଙ୍ଖଳା ଉପରେ ପରଖି ବୁଝୁଥିବା ନେଇ ସମସ୍ତ ଜନ ସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟିଥିବା ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସାଂସଦ  ଶ୍ରୀମତୀ ଅନୀତା ଶୁଭଦର୍ଶନୀ ପୁରୁଷୋତ୍ତମପୁର ଥାନାକୁ  ଅଚାନକ ପରିଦର୍ଶନରେ ଆସି ଥାନାକୁ ଆସିଥିବା  ଅଭିଯୋଗ କାରିଙ୍କ ନିକଟକୁ ଯାଇ ଥାନା କୁ କଣ କାମରେ ଆସିଥିବା ପଚାରି ବୁଝିଥିଲେ । ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀ ରାଜେଶ କୁମାର ନାୟକ ଓ ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଙ୍କ ସହ ମିଶି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଅନୁଧ୍ୟାନ କରି ଥିଲେ । ଶାନ୍ତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦେବା, ଅସାମାଜିକ ବ୍ୟକ୍ତି ଉପରେ କଡା ନଜର ରଖିବା, ବେଆଇନ ଖୋଲାଚୋରା ମଦ ବିକ୍ରି କୁ ରୋକିବା,  ଜନତା କୁ ସୁରକ୍ଷା ଦେବା ଉପରେ ଆଲୋଚନା କରିଥିଲେ । ସାଂସଦଙ୍କ ସହ ବରିଷ୍ଟ ବିଜେପି ନେତା ତଥା ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ସାଂସଦଙ୍କ କ୍ଷେତ୍ର ସଂଯୋଜୋକ ଯଜ୍ଞ ନାରାୟଣ ଦାଶ, ବିଜେପି ଯୁବନେତା ଓ ସଙ୍ଗଠକ ସୀତାରାମ ପାଣିଗ୍ରାହୀ, କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠି, ଏନ୍ଏସି କାଉନସିଲର ଭାସ୍କର ବେହେରା, କେ ପ୍ରମୋଦ କୁମାର ଆଚାରୀ, ବିଜେପି ନଗର ସମ୍ପାଦକ ଟୁକୁନା ବେହେରା, କାଉନସିଲର ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର, ପୂର୍ବତନ ବିଜେପି ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଛାତ୍ର ସଂଘଠକ୍ ଜି.ଲିଙ୍ଗରାଜ ଆଚାରୀ , ରାଧା କୃଷ୍ଣ ବେହେରା, ସଂଜୟ ନାୟକ, ସୁରେଶ ମହାନ୍ତି, ପ୍ରକାଶ ବେହେରା ପ୍ରମୁଖ ବିଜେପି କର୍ମୀ ଉପସ୍ଥିତି ଥିଲେ । ସାଂସଦଙ୍କ ପୁରୁଷୋତ୍ତମପୁର ଗ୍ରସ୍ତ ଶୁଣି  ବଜାରର ବଣିକ ସଂଘ,  ଯୁବ ଓ ଛାତ୍ର ବିଜେପି କର୍ମୀ ପ୍ରମୁଖଙ୍କ ସହ, ବହୁ ଜନସାଧାରଣ ସାଂସଦଙ୍କୁ ମିଶି ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରିଥିଲେ । ଥାନା ରେ କଥା ହୋଇ ବାହାରିଲା ପରେ ନଗର ଭ୍ରମଣ ରେ ବାହାରିଥିବା ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କରିମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ପରେ ପୁରୁଷୋତ୍ତମପୁର ଡାକ ବଙ୍ଗଳା ରେ ଦଳୀୟ କର୍ମୀ ଙ୍କ ସହିତ ପୁରୁଷୋତ୍ତମପୁର ବ୍ଲକ ର ଡେଭେଲପମେଣ୍ଟ ଉପରେ  କର୍ମୀ ଙ୍କ ସହିତ କଥା ହୋଇ ଥିଲେ | ଯାତ୍ରୀଙ୍କ ସମସ୍ୟା କୁ ଉପଲବ୍ଧ କରି ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କ ଅନୁରୋଧ ରେ ମା"ତାରାତାରିଣୀ ଙ୍କ ପାହାଡ଼ ଉପରେ ମୋବାଇଲ ନେଟୱାର୍କ କାମ କରୁନଥିବା କହିବା ପରେ ସାଂସଦ ସଙ୍ଗେ, ସଙ୍ଗେ ବିଏସଏନଏଲ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହିତ କଥା ହୋଇ ତୁରନ୍ତ ଏହାର ସମାଧାନ ୨ ମାସ ଭିତରେ କାର୍ଯ୍ୟକ୍ଷମ କରିବାକୁ ନୀର୍ଦ୍ଧେଶ ଦେଇଥିଲେ|  ଏବଂପୁରୁଷୋତ୍ତମ ପୁର ସହର ର ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସହିତ କଥା ହୋଇ ତାର ନିରା କରଣ ଉପରେ ନିର୍ଦେଶ ଦେଇଥିଲେ  |  ତତ ସହିତ ଅତିଶୀଘ୍ର ପୁରୁଷୋତ୍ତମପୁର ବ୍ଲକ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଆଚୁଲି ପଞ୍ଚାୟତ ର ଚଢିଆ ପଲ୍ଲୀଠାରେ  ମିନି ଖେଳ ପଡିଆ ଜାଗା ଚି଼ହ୍ନଟ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ସରକାରୀ ଉଚ୍ଚ କତୃପକ୍ଷ ଙ୍କୁ ମଧ୍ୟ ନିର୍ଦେଶ ଦେଇ ଥିଲେ | ସାଂସଦଙ୍କ ଏହି କାର୍ଯ୍ୟକୁ ଦେଖି ସହର ର ଲୋକ ମାନଙ୍କ ସହିତ, ନେତା, କର୍ମୀ ଙ୍କ ମନରେ ବହୁତ ଉତ୍ସାହ ଖେଳି ଯାଇଥିବାର ସବୁଠାରେ ଚର୍ଚ୍ଚା ହେଉଥିବାର ଦେଖି ବାକୁ ମିଳିଛି |

News Comment

You Might Also Like

BACK TO TOP