Breaking News

"କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||     

ରୁମାଗଡ଼ ଉଚ୍ଚ ବିଦ୍ୟାଳୟ ରେ 76 ତମ ବନ ମହୋତ୍ସବ ସପ୍ତାହ ପାଳିତ ||

04-Jul-2025

ରୁମାଗଡ଼ ଉଚ୍ଚବିଦ୍ୟାଳୟ ରେ ୭୬ତମ ବନମହୋତ୍ସବ ସପ୍ତାହ ପାଳନ,

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା :

ପୋଲସରା ବ୍ଲକ, ରୁମାଗଡ଼ ଗ୍ରାମପଞ୍ଚାୟତ  ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ତା ୦୪/୦୭/୨୦୨୫  ରିଖ ଦିନ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ପୋଲସରା ବନାଞ୍ଚଳ(ଦକ୍ଷିଣ ଘୁମୁସର ବନଖଣ୍ଡ, ଭଞ୍ଜନଗର) ଙ୍କ ଆନୁକୁଲ୍ୟରେ ବନାଞ୍ଚଳ ସ୍ତରୀୟ ୭୬ ତମ ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ,ମୁଖ୍ୟ ଅତିଥି ଭାବେ ପୋଲସରା ବନାଞ୍ଚଳ ରେଞ୍ଜର ଅନିଲ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ରୁମାଗଡ଼ ସରପଞ୍ଚ ଜିତୁ ବିଷୋୟୀ, ପୋଲସରା ବନସୁରକ୍ଷା ସମିତିର ଅଧ୍ୟକ୍ଷ ଶ୍ରୀଧର ମିଶ୍ର,ଓଡିଶା ସରକାରଙ୍କ ତରଫରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ସୁକାନ୍ତ କୁମାର ଦାଶ, ସମାଜସେବୀ ମିହିର କୁମାର ରାଉତ,ଫରେଷ୍ଟର ମୁନା ଦାଶ,ଶିକ୍ଷକ ପ୍ରଫୁଲ ଜେନା, ଦେବରାଜ ଦଳେଇ,ଫରେଷ୍ଟ ଗାର୍ଡ କାର୍ତ୍ତିକ ସାହୁ,ସୁରେନ୍ଦ୍ର ସାହୁ,ପିଣ୍ଟୁ ବିଷୋୟୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ଔଷଧୀୟ ବୃକ୍ଷ୍ୟ ସମେତ ବିଭିନ୍ନ ମୂଲ୍ୟବାନ ବୃକ୍ଷ୍ୟ ଚାରା ରୋପଣ କରାଯାଇଥିଲା।

News Comment

You Might Also Like

BACK TO TOP