Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

କବିସୂର୍ଯ୍ୟ ବଳଦେବ ରଥ ଙ୍କ ଜନ୍ମ ସ୍ଥାନ କୁ ନେଇ ସାମ୍ବାଦିକ ସମ୍ମିଳନୀ |

20-Nov-2025

କବିସୂର୍ଯ୍ୟ ବଳଦେବ ରଥ ଙ୍କ ଜନ୍ମସ୍ଥାନ କୁ ନେଇ ସାମ୍ବାଦିକ ସମ୍ମିଳନୀ,

      ଓଡିଶା ଜନ ମତ ବ୍ୟୁରୋ,

ଦୀର୍ଘଦିନ ଧରି ବିଭିନ୍ନ ମଞ୍ଚରେ ଅନୁଚିତ ଭାବରେ ଉଠିଆସୁଥ‌ିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ନେଇ ଆଲୋଚନା କରିବା ଦେଖାଯାଉଛି । ଏହି ଉଦ୍ଦେଶ୍ୟରେ, ଆମେ କବିସୂର୍ଯ୍ୟ ସାହିତ୍ୟ ସଂସଦ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ  ସଂସଦର ସମ୍ପାଦକ ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ସୁରେଶ ଚନ୍ଦ୍ର ପଟ୍ଟନାୟକ ନିଜର ଗଭୀର ଅନୁସନ୍ଧାନ ମାଧ୍ଯମରେ କବିସୂର୍ଯ୍ୟଙ୍କ ସଠିକ ଜନ୍ମସ୍ଥାନ ସଂପର୍କରେ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀ ମାଧ୍ଯମରେ ବର୍ତ୍ତମାନ ଚାଲିଥିବା ବିବାଦର ଅନ୍ତ ଘଟିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।ସମାଜସେବୀ ତଥା ପିପିଟ ଖବରକାଗଜର ସମ୍ପାଦକ ସମରଜୀତ ମହାନ୍ତି ମଧ୍ୟ ଉପସ୍ଥିତ ରହି ଆଜି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନ ସମ୍ପର୍କରେ ସୁଚନା ଦେଇଛନ୍ତି  । ଅବସରପ୍ରାପ୍ତ ଶିକ୍ଷକ ତଥା କବିସୂର୍ଯ୍ୟ ସାହିତ୍ୟ ସାଂସଦ ଆଠଗଡ ପାଟଣା ର ଗୋଦାବରୀ ସାଥୁଆ,  ପୋଲସରା  ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷାବିତ ତଥା କବି ,ଲେଖକ, ସାହିତ୍ଯକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ , ଆସିକା ନିକଟସ୍ଥ ନିମିନା ଅଞ୍ଚଳର ଅବସର ପ୍ରାପ୍ତ ଅଧ୍ୟାପକ ଡଃ ସାହିତ୍ଯକ ତଥା ଗବେଷକ ବାଇମନୁ ଚର୍ଚ୍ଚୀ , ପ୍ରବଚକ ତଥା ପଣ୍ଡିତ ଆଠଗଡ ପାଟଣାର ଅଞ୍ଚଳରସୀମାଞ୍ଚଳ ମିଶ୍ର  , ଆଠଗଡ ପାଟଣା ନି କଟସ୍ଥ ବି ନୁଆଁପଲ୍ଲୀର ଛନ୍ଦବାକ୍ କବି ନନ୍ଦ କିଶୋର ପ୍ରଧାନ  , କବିସୂର୍ଯ୍ୟ ସାହିତ୍ୟ ସାଂସଦ ଆଠଗଡ ପାଟଣାର  ଜଗବନ୍ଧୁ ଭୋଳ , ଅଷ୍ଟଦୁର୍ଗ ଜଗନ୍ନାଥ ଉନ୍ନୟନ ପରିଷଦ ଆଠଗଡ ପାଟଣାର ସୁବାସ ଚନ୍ଦ୍ର ପ୍ରଧାନ , ସାହିତ୍ଯକ ତଥା ଗବେଷକ ଆଠଗଡ ପାଟଣା ଧରଣୀଧର ବେହେରା , ଗୁଞ୍ଜନ ସାହିତ୍ୟ ସାଂସଦ କବିସୂର୍ଯ୍ୟନଗରର ଯଜ୍ଞଦନ୍ତ ସାମନ୍ତରାୟ, ଆଠଗଡ ପାଟଣାର କବିସୂର୍ଯ୍ୟ ସାହିତ୍ୟ ସାଂସଦର ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ,ସମାଜସେବୀ ,ଆଇନଜୀବୀ ତଥା ରାଜପରିବାରର ର ମୀରାବାଇ ଦେଓ (ଆଡଭୋକେଟ୍ )ଉପସ୍ଥିତ ରହି କବିସୁର୍ଯ୍ୟ ବଳଦେବ ରଥ ଆଠଗଡ ପାଟଣାର ଗ୍ରାମର ହେମଗିରି ସାହିରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP