Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଆସ୍କା ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଧରି ଯାଉଥିବା ଦୁଇ ବେପାରୀଗିରଫ |

26-Dec-2025

କାଳ ଷଣ୍ଢ ପୁର ଠାରେ ଚୋରା ଗଂଜେଇ ଚାଲାଣ କରୁଥିଲା ବେଳେଆସ୍କା ପୋଲିସ ଦ୍ୱାରା ଦୁଇ ଗିରଫ,

  ଭିଭି  vvଓଡିଶା ଜନ ମତ  ବ୍ୟୁରୋ,

 ଅଧିକାଂଶ ବ୍ୟକ୍ତି ଊଚ୍ଚ ଅର୍ଥ ଲାଭ ଆଶାରେ ବହୁତ ଅପରାଧିକ କାର୍ଯ୍ୟରେ ସାମିଲ ହୋଇଥାନ୍ତି | ଯାହାକି 
ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ  ଅପରାଧୀ ସଜେଇ ଦେଇଥାଏ |ଏପରି ଏକ ଘଟଣା ଘଟିଛି କାଳଷଣ୍ଢ ପୁର ରାସ୍ତାରେ | ଆସିକା ଅବକାରୀ ବିଭାଗ ପକ୍ଷରୁ ଏକ ମୋଟର ସାଇକେଲ ରେ ଚୋରାରେ,ଭିଭି,ଗଂଜେଇ ଧରି ସୋରଡ଼ା ବ୍ରହ୍ମପୁର ଅଭିମୁଖେ ଯିବା ବେଳେ କାଳଷଣ୍ଢପୁର ଛକ ରେ ଧରାପଡିଛନ୍ତି ୨ ବେପାରୀ |   ସବୁଦିନ ଭଳି ଆଜି ଅବକାରୀ ଅଧୂକାରୀ    ବିବେକାନନ୍ଦ ପୋଲାଇ ,    ଏ ଏସ ଆଇ ସତ୍ୟବେହେରା, ଜି. ଭୀମ, ଶ୍ରୀକାନ୍ତ ବେହେରା, ସନ୍ତୋଷ ବେହେରା ପ୍ରମୁଖ ପେଟ୍ରୋଲିଂ କରୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜ ପଥ ର କାଳଷଣ୍ଢପୁର ଠାରେ ଓଆର ୦୭ ୟୁ ୧୩୮୩ ନମ୍ବର ଏକ ଫେସନ ଫ୍ରୋ ଗାଡିକୁ ଅଟକାଇ ତନଖି କଳା ବେଳେ ଏକ ଦରି ଅଖାରେ ୧୧ କେଜି ୫୦୦ ଗ୍ରାମ ର ଗଂଜେଇ ଥିବା ଦେଖୁବାକୁ ମିକିଥିଲା | ଏହି ଗଂଜେଇ ଧରି ଲୋଚାପଡା ର ରଜନୀକାନ୍ତ ମୁଦୁଲି, ବିହାର ଧନବାଦ ଜିଲ୍ଲାର ସୁମିତ କୌଶିକ ବ୍ରହ୍ମପୁର ଯାଉଥିଲେ | ଅବକାରୀ ଟିମ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ଜରିଥ‌ିବା କୁହାଯାଇଛି । ତେବେ ପୋଲିସ ଓ ଅବକାରୀ ଯେତେ  କଠୋର ପଦକ୍ଷେପ ଅପରାଧୀ ଙ୍କ ପାଇଁ ବ୍ୟବସ୍ତା କରୁଥିଲେ ମଧ୍ୟ ସେମାନେ ଅର୍ଥ ରୋଜଗାର ନିଶାରେ ଏହି ଗିରଫ ଦାରି କୁ  ଖାତିର କରୁନାହାନ୍ତି | ବରଂ ଜେଲରୁ ଆସିଲା ପରେ ସେମାନେ ପୁଣି ସେହି କାର୍ଯ୍ୟରେ ଲିପ୍ତ ହୋଇ ଯାଆନ୍ତି | ଯଦି ସେମାନଙ୍କ ଉପରେ ନ୍ୟାୟ ପାଳିକା କଠୋର ଦଣ୍ଡ ର ବ୍ୟବସ୍ତା କରନ୍ତେ ତେବେ ହୁଏତ ଏହି ଅପରାଧ  ସାମ୍ରାଜ୍ୟ କିଛି ପରିମାଣରେ କମି ଯାଆନ୍ତା |

News Comment

You Might Also Like

BACK TO TOP