Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ବେଙ୍କରୁ ଟଙ୍କା ଧରି ଫେରୁଥିବା ଲୋକଙ୍କୁ ପିଛା ବେଳେ ଖଲ୍ଲିକୋଟ ପୋଲିସ ହାତରେ ଧରା ପଡିଲେ ଲୁଟେରା ଗେଙ୍ଗ ||

28-Dec-2025

ବ୍ୟାଙ୍କ ରୁ ଫେରୁଥିବା ଲୋକ ଙ୍କୁ ଟାର୍ଗେଟ କରୁଥିଲେ, ଲୁଟେରା ଗ୍ୟାଙ୍ଗ କୁ ଧରିଲା ଖଲ୍ଲିକୋଟ ପୁଲିସ, ୩ ଲକ୍ଷ ଟଙ୍କା ଓ ବାଇକ ଜବତ 

ଓଡିଶା ଜନ ମତ, ଖଲ୍ଲିକୋଟ ବିକା କୁମାର ସାହ, 

୨୮/୧୨/୨୦୨୫:

ଗ୍ରାହକ ସାଜି ବ୍ୟାଙ୍କ କୁ ଯାଉଥିଲେ।ବ୍ୟାଙ୍କ ରୁ ଟଙ୍କା ଉଠାଇ ଫେରୁଥିବା ଲୋକ ଙ୍କ ଉପରେ ନଜର ରଖି ତାଙ୍କୁ ଫଲୋ କରୁଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଉଥିଲେ। ଏଭଳି ଏକ ଗ୍ୟାଙ୍ଗ କୁ ଧରିଛି ଖଲ୍ଲିକୋଟ ପୁଲିସ। ଗିରଫ ୩ ଜଣ ଅଭିଯୁକ୍ତ ହେଲେ ଆସିକା ଥାନା ଅନ୍ତର୍ଗତ କରତୋଳି ଗ୍ରାମ ର ଦାସ ଶିବ (୩୦), କୋଟିନଡା ଥାନା ଅନ୍ତର୍ଗତ ସାହାପୁର ଗ୍ରାମ ର ଏ. ସନ୍ତୋଷ (୨୪), ସୋରଡ଼ା ଥାନା କଇଠପଲ୍ଲୀ ଗ୍ରାମ ର ସୁରେଶ ଦାସ (୨୨)। ଏ ସମ୍ପର୍କ ରେ ଆଜି ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଦେଇଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖ ରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳ ର ରଞ୍ଜନ କୁମାର ସ୍ୱାଇଁ ନାଚୁଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଦୁଇ ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ। ସେଠାରେ ଏକ ଲକ୍ଷ ଟଙ୍କା ଡିପୋଜିଟ କରିଥିବା ବେଳେ କୌଣସି କାରଣ ରୁ ଆଉ ଡିପୋଜିଟ ହୋଇ ପାରି ନଥିଲା। ତେଣୁ ଅବଶିଷ୍ଟ ଏକ ଲକ୍ଷ ଟଙ୍କା ନିଜର ଟାଟା ଏସି ଗାଡି ର ଡ଼ିକି ରେ ରଖି ଭେଜିପୁଟ ଆସିଥିଲେ। ଭେଜିପୁଟ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଗାଡି ରଖି ଚା ` ପିଉଥିବା ବେଳେ ଏକ ବାଇକ ରେ ଦୁର୍ବୁତ୍ତ ମାନେ ଆସି ଗାଡି ର ବାମ ପଟ ଗେଟ ଖୋଲି ଡ଼ିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇ ଚାଲି ଯାଇଥିଲେ। ଏ ସମ୍ପର୍କ ରେ ରଞ୍ଜନ ଭେଜିପୁଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ରଞ୍ଜନ ଙ୍କ ଅଭିଯୋଗ କୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୦୧୫/୨୦୨୫ ଅନୁଯାୟୀ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ପୁଲିସ। ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଲୁଟେରା ମାନଙ୍କୁ ଧରିବା ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଓ ଦୁଇ ଜଣ କନେଷ୍ଟବଳ ଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିବା ପରେ ଆଜି ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଥିଲେ।ସେମାନଙ୍କ ଠାରୁ ନଗଦ ୩ ଲକ୍ଷ ଟଙ୍କା ଏବଂ ଘଟଣା ରେ ବ୍ୟବହୃତ ହୋଇଥିବା ଏକ ହୋଣ୍ଡା ୟୁନିକାର୍ନ ବାଇକ ଜବତ କରିଥିଲେ ପୁଲିସ। ତେବେ ଜବତ ହୋଇଥିବା ବାଇକ ଟି ଗତ ଏପ୍ରିଲ ୨୦୨୩ ରେ ଛତ୍ରପୁର ଥାନା ଅଞ୍ଚଳ ରୁ ଚୋରି ହୋଇଥିବା ବାଇକ ଓ ସେଥିରେ ଲାଗିଥିବା ନମ୍ବର ପ୍ଲେଟ ଟି ଅନ୍ୟ ଏକ ଚୋରା ବାଇକ ର ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣା ବ୍ୟତୀତ ଉକ୍ତ ଲୁଟେରା ଗ୍ୟାଙ୍ଗ କଟକ ଜିଲ୍ଲା କଳାପଥର ସ୍ଥିତ କାନାଡା ବ୍ୟାଙ୍କ ନିକଟ ରୁ ୩ ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ଗତ ମାର୍ଚ୍ଚ ମାସ ରେ କୋମଣ୍ଡ ଗ୍ରାମ ରୁ ଏକ ସୁନା ଚେନ ଏବଂ ଅଗଷ୍ଟ ମାସ ରେ ରମ୍ଭା ବାଇପାସ ରୁ ଆଉ ଏକ ସୁନା ଚେନ ଲୁଟ କରିଥିବା ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ। ଏହି ଲୁଟେରା ଗ୍ୟାଙ୍ଗ ରେ ୪ ଜଣ ଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି ଏବଂ ଆଉ ଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି।

News Comment

You Might Also Like

BACK TO TOP