Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଅବକାରୀ ବିଭାଗ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଠାରୁ 70ଗ୍ରାମ ଧଳା ଜହର ଜବତ, |

30-Dec-2025

୭୦ ଗ୍ରାମ  ବ୍ରାଉନ ସୁଗାର ବେପାର କରୁଥିଲା ବେଳେ ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ,

      ଓଡିଶା ଜନ ମତ ବ୍ୟୁରୋ,

ଆଜିକାଲି ଯୁବପିଢ଼ି ବିଶେଷ କରି ଅପରାଧିକ କ୍ଷେତ୍ର କୁ ପ୍ରବେଶ କରି ଅର୍ଥ ଉପାର୍ଜନ ରେ ଲାଗିପଡିଛନ୍ତି ||ତେବେ ସେ ମଦ, ଭାଙ୍ଗ, ଗଞ୍ଜେଇ ଆଉ ଏବେ ଧଳା ଜହର ଅର୍ଥାତ ବ୍ରାଉନ ସୁଗାର  ବ୍ୟବସାୟ କରି ବହୁ ଅର୍ଥ ରୋଜଗାର କରିବା ବେଳକୁ ଆଇନ ହାତରେ ଧରା ପଡି  ଜେଲ ଯାଉଥିବାର ନଜିର ବହୁତ ଅଛି | ଆଜି ଜଣେ ଧଳା ବିକୁଥିଲା ବେଳେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଉ କୋର୍ଟ ଚାଲାଣ ହୋଇଛି | ବାଲେଶ୍ଵରଫୁଲାଡ଼ି ରାସ୍ତାର ଦହପଡ଼ା ଛକ ନିକଟରୁ ଜଣେ ଧଳାଜହର ବେପାରୀକୁ ଅବକାରୀ ବିଭାଗ କାବୁ କରିଛି । ଗିରଫ୍ ଅଭିଯୁକ୍ତ ଜଣକ  ବିଶ୍ୱଜିତ ନାୟକ(୩୦) ସୂଚନା ଅନୁସାରେ ବିଶ୍ଵଜିତ୍ ଧଳାଜହର ଦେବା ପାଇଁ ଅପକ୍ଷା କରିଥିଲା । ତେବେ କୌଣସି ସୂତ୍ରରୁ ଭ୍ରାମ୍ୟମାଣ ଅବକାରୀ ୟୁନିଟ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ତା ନିକଟରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି  | ଏ ସଂକ୍ରାନ୍ତରେ ୨୪୩/୨୫ ମୂଳେ ମାମଲା ରୁଜୁ କରାଯାଇଛି । ଜବତ ଧଳାଜହରର ଆନୁମାନିକ
ମୂଲ୍ୟ  ସାତଲକ୍ଷ ହେବ ବୋଲି ଜଣାପଡ଼ିଛି । ଉକ୍ତ ଚଢାଉରେ ଇନ୍ସପେକ୍ଟର  ଭବେଶ ଦାସଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ହେଲେ  ଦୀପ୍ତିମୟୀ ସାହୁ, ହରିହର ସିଂ, ପ୍ରମୁଖ ଏହି ଚଢ଼ାଉ ରେ ଉପସ୍ଥିତ ରହି ଥିଲେ | ଏବଂ ଅଭିଯୁକ୍ତ ବିଶ୍ୱଜିତ କୁ କୋର୍ଟ ଚାଲାଣ କରାଯାଇଛି | ତେବେ ବେଆଇନ ଭାବେ ଅର୍ଥ ରୋଜଗାର ଜେ କେତେ ମହଙ୍ଗା ପଡୁଛି ତାକୁ ମଧ୍ୟ  ଅପରାଧୀ ମାନେ ଜାଣିବାକୁ ପଡିବ  |

News Comment

You Might Also Like

BACK TO TOP