Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର ମେଡିକାଲ ରେ ମୃତ୍ୟୁ |

24-Jan-2026

ଅଜଣା ଗାଡି ଧକ୍କାରେ ବାଇକ ଚାଳକର ମୃତ୍ୟୁ,

        ଓଡିଶା ଜନ ମତ ବ୍ୟୁରୋ, 

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଉଥିବାର ଜଣା ପଡିଛି ଘଟଣା ଟି ଘଟିଛି କେନ୍ଦୁଝର ବାରିଆ ଥାନା ଅନ୍ତର୍ଗତ ଚିତ୍ରପୁର ଗ୍ରାମର ଜଣେ ଯୁବକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ରୁ ଜଣାଯାଏ ଯେ ଚିତ୍ରପୁର ଗ୍ରାମର ଦାମୋଦର ନାଏକଙ୍କ ପୁଅ ଗୋବିନ୍ଦା ନାଏକ ତା ଶଶୂର ଘର ରେଙ୍ଗାଳବେଡା କୁ ବାଇକ ଯୋଗେ ଯାଇଥିଲେ। ସେଠାରୁ କାମ ସାରି ଫେରିବା ସମୟରେ ରାତି ହୋଇଯାଇଥିଲା । ଗାଁ ମୁଣ୍ଡରେ ପହଞ୍ଚି ଥିବା ସମୟରେ ଅଜଣା ଗାଡି ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ରାସ୍ତା ଉପରେ ଗୁରୁତ୍ଵ ର ଅବସ୍ଥାରେ ପଡି ରହିଥିଲେ। ଦୁର୍ଘଟଣା ରେ ଆହତ ହୋଇ ଛଟପଟ ହେଉଥିବା ଦେଖ୍ ସ୍ଥାନୀୟ ଜନସାଧାରଣ ତାକୁ ସେଠାରୁ ଉଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଗାଡି ଧକ୍କାରେ ଆହତ ହୋଇ ଚିକିତ୍ସକ ହେଉଥିବା ଗୋବିନ୍ଦାର ମୃତ୍ୟୁ ହୋଇଥିବା ଖବର ବାରିଆ ପୁଲିସ ଡାକ୍ତର ଖାନା ରେ ପହଞ୍ଚି ଶବକୁ ଜବଦ କରିବା ସହିତ ଏକ ମାମଲା ରୁଜୁ କରିବା ପରେ ଶବକୁ ପଞ୍ଚନାମା କରିବାପାଈଁ ପଠାଇଛି |

News Comment

You Might Also Like

BACK TO TOP