Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |

15-Apr-2026

ପାଚିଲା ଦାଢ଼ିରେ ପଡ଼ିଲା ହାତଗଣ୍ଠି, ୫୭ବର୍ଷରେ ବାହା ହେଲେ ଅଭିନେତା,

     ଓଡିଶା ଜନ ମତ ବ୍ୟୁରୋ,

ସତାବନବର୍ଷ ରେ ବାହାହେଲେ ଅଭିନେତାଏହା ବିଶ୍ୱାସ ନହେଲେ ବି ସତ |ଅଭିନେତା ଙ୍କ ଜୀବନ ଆରମ୍ଭ ହୋଇଥିଲା ଖୂଚଡ଼ି ସିରିଏଲରୁ  ଏବଂ ତାପରେ ସେ ହୋଇଥିଲେ ଫେମସ୍ଯେଉଁ ସିରିଏଲର ନାଁ ଥୁଲା ମୁଣ୍ଡ, ନାଁ ଗୋଡ଼ । ବିନା ସେନ୍ସରେ ପ୍ରସ୍ତୁତ ହୋଇଥିବା ସିରିଏଲ୍ ଯେଉଁଥିରେ ଚରିତ୍ର ମନଇଚ୍ଛା ଯେ ଯାହା ପାରୁଥିଲୈ କହୁଥିଲେ ଆଉ ଏହାକୁ ଦେଖ୍ ଦର୍ଶକ ମଧ୍ଯ ହସି ହସି ବେଦିମ୍ ହୋଇଯାଉଥିଲେ |ସିରିଏଲର ନାଁ ମୁଣ୍ଡକୁ ଆସିଲେ ପ୍ରଥମେ ଶାଶୁବୋହୂଙ୍କ ତୁ ତୁ ମେ ମେ, ସ୍ଵାମୀ,ସ୍ତ୍ରୀଙ୍କ ଭିତରେ ଅନାବିଳ ପ୍ରେମ ଏବଂ ପାରିବାରିକ କାହାଣୀର ଏକ ମିଶାଗୋଳା ମନୋରଞ୍ଜନର ପ୍ୟାକେଟ୍ ଆଖ୍ ଆଗରେ ନାଚିଯାଏ । କିନ୍ତୁ ଏହି ଧାରାରେ ସେତେବେଳେ ପରିବର୍ତ୍ତନ ଆସିଲା ଯେତେବେଳେ ପାରିବାରିକକାହାଣୀ ଭିତରେ ଖଟାମିଠାର ଛୁଙ୍କ ମାରିଲା ଭଳି ଏକ ମନୋରଞ୍ଜନ ଭିତ୍ତିକ ଧାରାବାହିକ ଟିଭିକୁ ଆସିଲା । ଆମେ କହୁଛୁ ୨୦୦୨ ମସିହାରେ ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ୍ ` ଖିଚଡ଼ି` ବିଷୟରେ । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଏକ କଲ୍ଟ କ୍ଲାସିକ୍ ହୋଇ ରହିଛି । ତେବେ ହିନ୍ଦୀ ଟେଲିଜଗତରେ ଏହା ପରେ ଅନେକ କମେଡି ଧାରାବାହିକ ଆସିଛି କିନ୍ତୁ ତାରକ୍ ମେହତା କା ଉଲଟାଚଷମାଏବଂଖିଚଡ଼ି ର ଲୋକପ୍ରିୟତା ଭଳି ଆଉ କେଉଁ ଧାରାବାହିକ ସେତେଟା ଆଖ‌ିଦୃଶିଆ ସଫଳତା ପାଇନାହାନ୍ତି । ତେବେ ଏ ତ ଗଲା ସିରିଏଲ୍ କଥା କିନ୍ତୁ ଆଜିର ପ୍ରସଙ୍ଗ ଏହି ଧାରାବାହିକକୁ ନେଇ ନୁହେଁ ବରଂ ଜଣେ ଚରିତ୍ରକୁ ନେଇ । ଏହି ଚରିତ୍ର ଜଣକ ହେଲେ ହିଂମାଶୁ।ଖୁଚଡ଼ି ସିରିଏଲରେ ହିଂମାଶୁ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜେଡି ମଜିଠିୟାଙ୍କ ରୋଲ୍ ତ ଆପଣଙ୍କୁ ମନେ ଥ‌ିବ । ହଁ  ହଂସା ବେନଙ୍କ ଭାଇ । ନିଜ ଅଭିନୟ ମାଧ୍ୟମରେ ହସାଇ ହସାଇ ବେଦମ୍ କରିଥିବା ଜେଡି ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣ ଭାବୁଥିବେ ୫୭ ବର୍ଷର ଏହି ଅଭିନେତା ବୋଧହୁଏ ପୁନଃବିବାହ କରିଥିଲେ କିନ୍ତୁ ନା` ସେ ନିଜ ଧର୍ମପତ୍ନୀଙ୍କୁ ହିଁ ପୁଣିଥରେ ବିବାହ କରିଛନ୍ତି । ଏହି ବିବାହରେ ତାଙ୍କର ୨ ଝିଅ ମଧ୍ୟ ସାମିଲ ହୋଇଥିଲେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଫଟୋରେ ଏହି ଦମ୍ପତି ଖୁବ୍ ଖୁସି ଥିବା ଜଣାପଡୁଛନ୍ତି ଯେମିତି ପ୍ରଥମେ ବିବାହ କରିଥିଲେ । ଦମ୍ପତି ବିବାହ ପରେ ଗୁରୁଜନଙ୍କ ଆଶୀର୍ବାଦ ନେଉଥିବାର ମଧ୍ୟ ଦେଖାଯାଉଛନ୍ତି । ଏହି ବିବାହ ସମ୍ପୂର୍ଣ୍ନ ହିନ୍ଦୁ ରୀତିନୀତିରେ ସଂପନ୍ନ ହୋଇଥିଲା । ଧର୍ମପତ୍ନୀ ନିପି ବିବାହ ସମୟରେ ପୂରଣ କରିପାରିନଥ୍‌ବା ସ୍ବପ୍ନକୁ ପୁନଃ ବିବାହ କରି ପୂରା କଲେ । ଦମ୍ପତି ନାଚି ନାଚି ବିବାହର ସବୁ ରୀତିନୀତିକୁ ପୂରଣ କଲେ । ଦୁଇ ଝିଅ ମଧ୍ୟ ପିତାମାତାଙ୍କ ଏହି ଖୁସିର ସମୟକୁ ମନ ଭରି ଉପଭୋଗ କଲେ । ଆଜିର ସମୟରେ ଯେଉଁଠି ଛାଡ଼ପତ୍ର ଏକ ପ୍ରଥା ପାଲଟି ଗଲାଣି ସେଠାରେ ଜେଡି ଏବଂ ତାଙ୍କ ପତ୍ନୀ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହ ଜୀବନସାଥୀର ପ୍ରକୃତ ଅର୍ଥକୁ ବୁଝାଇଛନ୍ତି ।

News Comment

You Might Also Like

BACK TO TOP