Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ରିଲିଫବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ!|

02-Jun-2026

ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଗଞ୍ଜାମ ଜିଲ୍ଲା ଶାଖା କ୍ରମାଗତ ଭାବେ ଜିଲ୍ଲା ସଭାପତି ଧିରେନ ମହାରଣା ସଂଯୋଜନା ରେ ହିଟେୱାବ ସଚେତନ ଏବଂ ରିଲିଫ କାର୍ଯ୍ୟକ୍ରମ ନୂଆ ବସଷ୍ଟେଣ୍ଡ ରୋଡ ଭାବାନଗର ଛକ ରେ ଆୟୋଜିତ ହୋଇଛି. ଓଡିଶା ଭଳି ଉପକୁଳ ଅଂଚଳ ରେ ସମୁଦ୍ର ଯୋଗୁଁ ବାୟୁ ରେ ପ୍ରଚୁର ପରିମାଣ ରେ ଆଦ୍ରତା ଥାଏ  ତେଣୁ ଏଠାରେ ଗୁଳୁଗୁଳି ଜନିତ ଗରମ ହାୱା ସବୁଠୁ ବେଶୀ ବିପଦ ର ଆଶଙ୍କା ସୃଷ୍ଟି କରୁଛି. ତେଣୁ ଗ୍ରୀଷ୍ମ କାଳୀନ ସୁରକ୍ଷା ଦୃଷ୍ଟି ରୂ 200 ଜଣ ଦୁର୍ବଳ ଶ୍ରମିକ, ରିକ୍ସା ଵାଲା, ରାସ୍ତା ର ଫୁଟପାଥ ବିକ୍ରେତା ଏବଂ ଦିନ ମଜୁରିଆ ଙ୍କୁ ଛତା, ଟୋପି, ଗାମୁଛା ବଣ୍ଟନ କରାଯାଇଛି. ଯାହାକି ସେମାନଂକୁ ପ୍ରଚଣ୍ତ ଗ୍ରୀଷ୍ମ-ତାପ ରୂ ସୁରକ୍ଷିତ ରଖିବା ସହ ଏସବୁ ଉପକରଣ ସବୁଦିନ ବ୍ୟବହାର କରି ଆମେ ଗରମ ଜନିତ ବିପଦ ଆଶଙ୍କା କୁ କମାଇପାରିବା. 
   ଏହି ସଚେତନ କାର୍ଯକ୍ରମ ପୂର୍ବାହ୍ନ ଦଶଘଣ୍ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚ ଟା ପର୍ଯନ୍ତ ଚାଲିଥିଲା. ଘୋଳ ଦହି, ସିୟାଶୀଡ଼ ମିଶ୍ରିତ ମିଶ୍ରି ପଣା ପାଞ୍ଚ ହଜାର ଲୋକଙ୍କୁ ବିତରଣ କରାଯାଇଥିଲା. ସମିତି ର ଜିଲ୍ଲା ସଭାପତି ଧିରେନ ମହାରଣା ଙ୍କ ତତ୍ଵାବଧାନ ରେ, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, ଜିଲ୍ଲା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା କୋଷାଧକ୍ଷ ମହେଶ ଚନ୍ଦ୍ର ମହାରଣା ଜିଲ୍ଲା ସହ-ସମ୍ପାଦକ ପ୍ରଶାନ୍ତ ମହାରଣା, ବିଶ୍ଵଦେବ ଭାଇ, ଲଷ୍ମୀ ନାରାୟଣ ମହାରଣା,ଶ୍ରଦ୍ଧା ଫାଉଣ୍ଡେସନ ସ୍ବେଛାସେବୀ ସଂଗଠନ ର ପ୍ରଣବ ପଣ୍ଡା, ଶ୍ରଦ୍ଧାଞ୍ଜଳୀ, ନିବେଦିତା ମହାରଣା, ବସନ୍ତ ଶତପଥୀ, ଡା.ସୁରଜିତ ପାଣିଗ୍ରାହୀ,ମନୋଜ ମହାପାତ୍ର, ଚନ୍ଦ୍ରମଣି ପାତ୍ର, ବିଜୟ ରାମ ପାଣିଗ୍ରାହୀ, ଅନିତା ଦାସ, ପ୍ରଜ୍ଞାନୀ ପଣ୍ଡା, ଆସ୍ତା ହସ୍ପିଟାଲ ର ପ୍ରଭାକର ପାଢ଼ୀ, ସସ୍ମିତା ପାଢ଼ୀ, ଫ୍ରେଣ୍ଡସ ଗ୍ରୁପ ର ସୂର୍ଯ୍ୟ ପଣ୍ଡା, ମୁକୁନ୍ଦ ପାଣିଗ୍ରାହୀ, ପ୍ରକାଶ ସାହୁ, ପୁଷ୍କର ନାୟକ, ବିନୋଦ ଚୌଧୁରୀ, ବୃନ୍ଦାବନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ.ଆଗାମୀ ଦିନ ରେ ଏପରି ଜନ ହିତକର କାର୍ଯ୍ୟକ୍ରମ କରାଯିବ ବୋଲି ଧିରେନ ମହାରଣା ଜଣାଇଛନ୍ତି।

News Comment

You Might Also Like

BACK TO TOP