Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ର ଠିକାଦାର ମାନଙ୍କ ବୈଠକ ଅନୁଷ୍ଠିତ ||

09-Jun-2026

. ପୁରୁଷୋତ୍ତମପୁର ବ୍ଳକ,  ଏବଂ ଏନଏସି ଠିକାଦାର ସଙ୍ଘର ବୈଠକ  ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ରେ ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ସମସ୍ତ ଠିକାଦାର ଭାଇ ମାନଙ୍କ ଦ୍ୱାରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ଉଭୟ ଏନଏସି ଏବଂ ବ୍ଲକ ର ସମସ୍ତ ଠିକଦାର ମାନେ ମିଳିତ ବୈଠକ ରେ ସରକାର ଙ୍କ ଦ୍ୱାରା ଆଗତ ଆଗାମୀ ସମସ୍ତ ଟେଂଡର କାମ କୁ ସେଡୁଲ ରେଟ ରେ ପକାଇବା ପାଇଁ ନିଷ୍ପତି ନିଆଯାଇଛି  ବୋଲି ବରିଷ୍ଟ ଠିକାଦାର ପ୍ରସ୍ତାବ ଦେଇଛନ୍ତି  |ଏହି ବୈଠକ ରେ ଅନୁପସ୍ଥିତ ଠିକାଦାର ଭାଇ ମାନଙ୍କୁ ଯଥା ଶିଘ୍ର ଜଣାଇବା ସହ ବୈଠକ ରେ ଆଲୋଚନା କରାଯାଇ ଥିବା ସମସ୍ତ ନିୟମ ବଳି ଅବଗତ କରାଯିବ l ଏଥି ସହ ସମସ୍ତ ଠିକାଦାର ଭାଇ ମାନଙ୍କୁସେଡୁଲ ରେଟ ରେ ଅଂଶ ଗ୍ରହଣ କରିବା କୁ ଅନୁରୋଧ କରିବା ସହ ଆମ ରାଜ୍ୟ ଏବଂ ଅଂଚଳ ର ବିକାଶ ରେ ସାରଥୀ ସାଜିବାକୁ ଅନୁରୋଧ କରିବୈଠକ ରେ ନିଷ୍ପତି ନିଆଗଲା | ଯଦି କୌଣସି ଠିକାଦାର ଭାଇ ପୁରୁଷୋତ୍ତମପୁର ବ୍ଲକ ଠିକାଦାର ସଂଘ ଦ୍ୱାରା ଅବଗତ ସେଡୁଲ ରେଟ ପକ୍ରିୟାକୁ କୁ ବିରୋଧ କରି ଲେସ ଟେଣ୍ଡେର କରନ୍ତି, ତେବେ ପୁରୁଷୋତ୍ତମପୁର ବ୍ଲକ ଠିକାଦାର ମାନଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ  ନିଆଯିବ  | ଏଇମାସ 21 ତାରିଖ ରେ ଏକ ଜିଲ୍ଲା ସ୍ତରୀୟ ବଡ଼ ଧରଣ ର ବୈଠକ ପୁରୁଷୋତ୍ତମପୁର ଏନଏସି ରେ ଅନୁଷ୍ଠିତ ହେବ | ସେହି ଦିନ  ଜିଲ୍ଲା ର ସମସ୍ତ ଠିକାଦାର ଭାଇ ଙ୍କୁଅନୁରୋଧ କରାଯିବ କି ସେମାନେ ସରକାର ଙ୍କ  ସମସ୍ତ କାମ କୁ  ସେଡୁଲ ରେଟ ରେପକାଇବେ  |

News Comment

You Might Also Like

BACK TO TOP