Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ପୁରୀ ରଥ ଯାତ୍ରାରେ ଦେବଦୂତ ସାଜିଲେ ଗଞ୍ଜାମ ସ୍ବେଛାସେବୀ ||

18-Jul-2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଦେବଦୂତ ସାଜିଲେ ଗଞ୍ଜାମ ସ୍ବେଚ୍ଛାସେବୀ !

ଓଡିଶା ଜନ ମତ, ଛତ୍ରପୁର,  ତା.୧୮ / ୭,

କେ.ସତ୍ୟନାରାୟଣ ରେଡ୍ଡୀ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଞ୍ଜାମ ସ୍ବେଚ୍ଛାସେବୀ ଟିମ୍ ଙ୍କ ଦକ୍ଷତା ବିଗତବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ଦେବଦୂତ ସାଜି ସେଵାରେ ବ୍ରତୀ ହୋଇଥିବା ଦେଖାଦେଇଛି ।
ଶ୍ରୀଗୁଣ୍ଡିଚା ଦିନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ କମ୍ ରହିବ ବୋଲି ସମସ୍ତେ ଭାବୁଥିଲେ  କିନ୍ତୁ ଦେଖିବାକୁ ମିଳିଥିଲା କିନ୍ତୁ ତା`ର ବିପରୀତ ସର୍ବାଧିକ ଜନସମାଗମ ହୋଇଥିଲା । ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଭିଡ଼ ମଧ୍ୟରେ ଫସିଯାଇ ବହୁ ଲୋକ ଅଣ-ନିଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ । ଯାହାକି କିଛି ଅସାମାଜିକ ବ୍ୟକ୍ତି ଭିଡର ଫାଇଦା ଉଠାଇବାକୁ ଭୁଲି ନଥିଲେ । କିନ୍ତୁ ସେତିକିବେଳେ ଗଞ୍ଜାମ ଜିଲ୍ଲା ର ସ୍ବେଚ୍ଛାସେବୀ ଟିମ୍ ଦେବଦୂତ ପରି ସାଜିଥିଲେ, ଯାହା ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଥିଲା । ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ର ଓ ପାରଳାଖେମୁଣ୍ଡିର ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱାଧୀନ ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରୁ ଆସିଥିବା ୩୦୦ ଜଣିଆ ସେବାପ୍ରତିନିଧି ଦଳର ସଦସ୍ୟମାନେ ସ୍ବେଚ୍ଛାସେବୀ ଭାବେ ସାମିଲ୍ ହୋଇଥିଲେ ।
     ସୂଚନାଯୋଗ୍ୟ, ଦିନ ତମାମ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ହଟ କିଶୋର ଦେହୁରୀ, ସନାତନ ମହାରଣା, ଦୁର୍ଯ୍ୟୋଧନ ସ୍ୱାଇଁ ଓ ପିତାମ୍ବର ସାହୁଙ୍କ ନେତୃତ୍ୱରେ ବଡ଼ ଦାଣ୍ଡରେ ଅଗଣିତ ଭକ୍ତମାନଙ୍କୁ ଲେମ୍ବୁ ପାଣି ତଥା ଗ୍ଲୁକୋଜ ବଣ୍ଟା ଯାଇଥିଲା। ସେହିପରି ସକାଳ ୯ଘଟିକା ସମୟରୁ ସନ୍ଧ୍ୟା ୮ଘଟିକା ପର୍ଯ୍ୟନ୍ତ ଡ଼ଃ ପ୍ରିୟବ୍ରତ ଶତପଥୀ, ଦୀପା ମହାରଣା, ଏମ୍ସ କଲ୍ୟାଣିର ଡ଼ଃ ରାଜେଶ ଜାଲି, ଏମକେସିଜିର ଡ଼ଃ. ଆୟୁଷ ରଞ୍ଜନ ଓ ଅଭିଜିତ ସାହୁଙ୍କ ନେତୃତ୍ୱାଧୀନ ଡାକ୍ତରୀ ଦଳ ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇଥିଲେ। ଛତ୍ରପୁର ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ କେ. ସତୀଶ କୁମାରଙ୍କ ପ୍ରଚେଷ୍ଟା ବଳରେ ଜଣେ ଭକ୍ତ ତାଙ୍କର ସୁନା ଚେନଟିକୁ ଚୋରଙ୍କ କବଳରୁ ଫେରି ପାଇଥିଲେ ଓ ସେହି ଚୋରଙ୍କୁ ସ୍ଥାନୀୟ ଟାଉନ ପୋଲିସ ଜିମାରେ ଦିଆଯାଇଥିଲା। ସେହିପରି ଅମିତ ପାତ୍ର, ସିଲୁ ଦେହୁରୀ, କୁମାର ରେଡ୍ଡୀ ଓ ବସନ୍ତ ନାଇଡୁଙ୍କ ସହାୟତାରେ ଗ୍ଲୁକୋଜ ବଣ୍ଟନ କରାଯାଇଥିଲା। ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିଲେ ବିକାଶ ମହାରଣା, ଟୁଟୁ ନାୟକ, ହଟକିଶୋର ଦେହୁରୀ ଓ ମାନସ ନାୟକଙ୍କ ଦଳ।  ଏହି ସମସ୍ତ କାର୍ଯ୍ୟ ଇଂଜିନିୟର ବିଶ୍ୱଜିତ ପ୍ରଧାନ, ହାଇକୋର୍ଟ ଓକିଲ ବିଜୟ ଜେନା, ଲସିତ ବରଣ ବେହେରା, ସମାଜସେବୀ ମନୋଜ ମିଶ୍ର, ମାଧବ    ସାସମଲ ତଥା ସଞ୍ଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିବା ୮ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଜାରିରହିଥିଲା। ପ୍ରାପ୍ତ ସୂଚନା ମୁତାବକ, ବାହୁଡା ଯାତ୍ରାରେ ମଧ୍ୟ ଏହି ଭଳି ସେବା କାର୍ଯ୍ୟ ନିଗମାନନ୍ଦ ଆଶ୍ରମ ତଥା ଲିଓରା ଫାଉଣ୍ଡେସନର ମିଳିତ ସହଯୋଗରେ ଜାରି ରହିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।।

News Comment

You Might Also Like

BACK TO TOP