Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଅବ୍ୟବସ୍ଥା ମଧ୍ୟରେ କାଶୀନଗର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର |

19-Jul-2026

ଚରମ ଅବ୍ୟବସ୍ଥାଘେରରେ ରହିଛି କାଶୀନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର  |

    ଓଡିଶା ଜନ ମତ ବ୍ୟୁରୋ,

ଜନ ସାଧାରଣ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ତା କରୁଥିଲେ ମଧ୍ୟ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚରମ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି ! ମଞ୍ଜୁରୀପ୍ରାପ୍ତ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି ! ଜନସାଧାରଣଙ୍କ ବାରମ୍ବାର ଦାବି ସତ୍ତ୍ୱେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରା ଯାଉନାହିଁ କି କୌଣସି ବରିଷ୍ଠ , ଅନୁଭୂତି ସମ୍ପନ୍ନ ଡାକ୍ତରଙ୍କୁମେଡିକାଲ ଅଫିସର ଇନଚାର୍ଜ ଭାବେ ଅବସ୍ଥାପିତ କରା ଯାଉ ନାହିଁ  | ଯେଉଁ ଏମ ବି ବି ଏସ ଡାକ୍ତର ଉକ୍ତ ପଦବୀ ରେ ରହିଛନ୍ତି , ସେ ସ୍ୱଚ୍ଛତା ଓ ପାରଦର୍ଶିତା ରକ୍ଷା ପୂର୍ବକ ନିକ କାର୍ଯ୍ୟ ତୁଲାଇ ପାରୁ ନାହାନ୍ତି ବୋଲି  ବିଭିନ୍ନ ମହାଲରେ ଚର୍ଚ୍ଚା ଚାଲିଛି | ଠିକ୍ ସମୟରେ ଔଷଧ ବିତରଣ କେନ୍ଦ୍ର ଖୋଲୁ  ନଥିବାଯୋଗୁଁ ରୋଗୀ ନିରାମୟ ଔଷଧ ବାହାରୁ କିଣୁଛନ୍ତି | ଓ ନିର୍ଦ୍ଧାରିତ ସମୟ ପୂର୍ବରୁ  ଔଷଧ କେନ୍ଦ୍ର ବନ୍ଦ ହୋଇ ଯାଉ ଥିବା ନେଇ ବି ଚିକିତ୍ସା ପାଇଁ ଆସୁଥିବା ବହୁ ରୋଗୀ ଅଭିଯୋଗ କରିଛନ୍ତି |  ବହିର୍ଚିକିତ୍ସା ଚାଲିଥିବା ଗୃହର ଛାତ  ରୁ ସିମେଣ୍ଟ ଛାଡ଼ି  ପାଣି ଗଳୁଥିବା କାରଣରୁ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଏହାସହ ଅଳ୍ପ ଦିନ ତଳେ ସିଲିଂ ଭାଙ୍ଗି ଫ୍ୟାନ ତଳକୁ ଖସି ପଡିଯାଇଥିଲା | ଭାଗ୍ୟ ବଶତଃ କାହା ଉପରେ ପଡ଼ିନାହିଁ ନଚେତ ଅବସ୍ଥା ସାଙ୍ଘାତିକ ହୋଈ ଯାଇଥାନ୍ତା | ତେଣୁ ବହିର୍ଚିକିତ୍ସା ବିଭାଗକୁ ଅନ୍ୟତ୍ର କୋଠା କୁ ସ୍ଥାନାନ୍ତରିତ କରା ଯାଇଛି . ତେବେ ଯେଉଁ କୋଠରୀକୁ ଏହା ସ୍ଥାନାନ୍ତରୀତ ହୋଇଛି ସେହି ରୁମ କୁ ଇନଭର୍ଟର ସଂଯୋଗ ହୋଈ ନଥିବା ଜଣା ପଡିଛି | ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ୱାସରୁମ୍ ର ଅବସ୍ଥା ବି ଶୋଚନୀୟ ବୋଲି  ରୋଗୀ ମାନେ ଅଭିଯୋଗ କରୁଛନ୍ତି | ଫଳରେ ଉଭୟ ରୋଗୀ ଓ କାର୍ଯ୍ୟରତ ଡାକ୍ତର, ଅସୁ ବିଧାର ସମ୍ମୁଖୀନହେଉଛନ୍ତି |  ଖାଲି ସେତିକି ନୁହଁ ମହିଳା ଡାକ୍ତର ଓ କର୍ମଚାରୀମାନଙ୍କୁ ସବୁଠୁ ଅଧିକ ଅସୁବିଧା ଭୋଗିବାକୁ ପଡୁଛି | ଉନ୍ନତ ମାନର ସ୍ବାସ୍ଥ୍ୟସେବା ମିଳୁ ନଥିବା ଯୋଗୁ ଛୋଟ ଛୋଟ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ ବଡ଼ ଡାକ୍ତରଖାନାବ୍ରହ୍ମପୁର , ଶ୍ରୀକାକୁଲମ ଓବିଶାଖ ପାଟଣା ଯିବାକୁ ହେଉଛି ବୋଲି କାଶୀନଗର ଅଂଚଳର ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି | କେବେ ଏହାର ଅବସ୍ଥା ସୁଧୁରିବ ଓ ଲୋକଙ୍କୁଉତ୍ତମ ଆଶାନୁରୂପକ ସ୍ବାସ୍ଥ୍ୟସେବା ମିଳିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓଜିଲ୍ଲା ପ୍ରଶାସନ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ନଦେଇ ସବୁଦେଖି ନଦେଖିଲା ଭଳି ରହିବା ଜନସାଧାରଣଙ୍କୁ ଅଧିକ କଷ୍ଟ ଦେଉଛି |ଯଦି ଆଗାମୀ ଦିନରେ ସରକାର ଏହାଉପରେ କିଛି ନକରନ୍ତି ତେବେ କାଶୀନଗର ଜନ ସାଧାରଣ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି  କାଶୀନଗର ନାଗରିକ ମହାସଭା ସଭାପତି କବି ପ୍ରଶାନ୍ତ ମିଶ୍ର  ସୂଚନା ଦେଇଛନ୍ତି |

News Comment

You Might Also Like

BACK TO TOP