Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗଞ୍ଜାମରେ କୋଭିଡ ସ୍ଥିତି ଉଦବେଗ ଜନକ ନୁହଁ, ସ୍ୱାସ୍ଥ୍ୟ ନିର୍ଦେଶକ |

23-Jul-2026

  ଗଞ୍ଜାମ ରେ କୋଭି ପରିସ୍ଥିତ  ଉଦବେଗ ଜନକ ନାହିଁ,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | 

ଓଡିଶା ଜନ ମତ ବ୍ୟୁରୋ,

ଲୋକଙ୍କ ମନରେ ଗଞ୍ଜାମରେ ତିନି ଜଣ ଆକ୍ରାନ୍ତକ ନେଇ ସୋସିଆଲ ମିଡ଼ିଆ ଓ ଜନ ସାଧାରଣ ଙ୍କ ଭିତରେ ଯେଉଁ ଭୟ ରହିଛି ତାହାକୁ  ଖଣ୍ଡନ କରିଛନ୍ତି  ଜନଶ୍ଵାସ୍ତ୍ୟ ନିର୍ଦେଶକ  |  ବର୍ତ୍ତମାନ ଯେଉଁ ତିନିଜଣ କରୋନା ପଯେତିଭ ଦେଖା ଦେଇଛି ସେମାନଙ୍କ ମଧ୍ୟରୁ  2ଜଣ ଙ୍କୁ ସେମାନଙ୍କ ନିଜ ଘରେ ସଂଘରୋଧ ରେ ଅଛନ୍ତି | ବାକି ଜଣେ ହସ୍ପିଟାଲ ରେ ଅଛନ୍ତି ||କୋଭିଡ୍‌ ପରିସ୍ଥିତି ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | ବର୍ତ୍ତମାନ କୋଭିଡ୍‌ ସାଧାରଣ ଥଣ୍ଡା, ଜ୍ୱରରେ ସୀମିତ ଅଛି | ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି ତେଣୁ ଗଞ୍ଜାମ ବାସି ଭୟଭୀତ ନହୋଇ କାହାର କୌଣସି କଥାରେ ପ୍ରଭାବିତ କିମ୍ବା ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି  ଜନଶ୍ଵାସ୍ତ୍ୟ ନିର୍ଦ୍ଧେଶଜ ଡା. ରବୀନ୍ଦ୍ରନାଥ ମିଶ୍ର | ଯଦି ପରିସ୍ଥିତି ଜଟିଳ କିମ୍ବା ସାଙ୍ଘାତିକ ହୁଏ ତେବେ ତା ପୂର୍ବରୁ  କରୋନାରୁ ରକ୍ଷା ପାଇଁଗଞ୍ଜା ଜିଲ୍ଲପା, ଏସପ  ସମସ୍ ବିଭାଗୀ ଅଧିକାର ଏବ ମିଡ଼ି ଏବ ଗଣମାଧ୍ୟ ଦ୍ଵାର  ସଚେତନତା   ଦ୍ଵାରା ଲୋକଙ୍କୁ ଅବଗତ କରାଯିବ  | 
 
News Comment

You Might Also Like

BACK TO TOP