Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଜିଲ୍ଲପାଳ ହେଵତ ଏମିତି | ମହିଳାଙ୍କ ସହ ବୌଦ୍ଧ ରେ ବିଲରେ ଧାନ ରୋଇଲେ |

23-Jul-2026

ମାଟିର ପୁଅ ମହିଳାଙ୍କ ସହ ବିଲରେ ଧାନ ରୋଇଲେ | 

 ଓଡିଶା ଜନ ମତ ବ୍ୟୁରୋ, 

   ରାଜ୍ୟ,ଦେଶ ବିଦେଶ ରେ ଏପରି କିଛି ବ୍ୟକ୍ତି ବିଶେଷ ଅଛନ୍ତି  ଯେଉଁମାନେ କି ଯେତେ ବଡ଼ ପଦ, ପଦବୀ ରେ ରହିଲେ ମଧ୍ୟ ତାଙ୍କ ମନରେ ଟିକିଏ ଗର୍ବ ଅନୁଭୂତ ହୁଏ ନାହିଁ | ସେ ମାନେ କେବଳ ଲୋକଙ୍କ ଅସୁବିଧା ରେ ଏବଂ ଆପଦ ବିପଦରେ ସାହାଯ୍ୟ, ସହଯୋଗ କରିଥାନ୍ତି | ସେମାନଙ୍କ ମଧ୍ୟରୁ ଆମେ ଆଜି ସେଇ ସଫଳ ବ୍ୟକ୍ତିତ୍ୱ  ଏଈ ଓଡିଶା ମାଟିର  ପାହାଡ଼, ପର୍ବତ, ଘନ ଜଙ୍ଗଲ ଘେରା  ଅଞ୍ଚଳ ର  ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ  ହୋଇଥିଲେ ମଧ୍ୟ ମନରେ ନାହିଁ ଟିକିଏ ଅହଂକାର କିମ୍ବା ଗର୍ବ  | ସେହେଉଛନ୍ତି ମାଟିର ପୁଅ ଯେତେ ବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଏ। ଏଭଳି ପୁଅ ଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। କନ୍ଧମାଳ ଜିଲାର ଦାରିଙ୍ଗବାଡି ଅଞ୍ଚଳର ସୁନା ପୁଅକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି।ପ୍ରକାଶ ଯେ, ଉକ୍ତ ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତର ସୁନା ପୁଅ ବିଭୁତି ଭୂଷଣ ନାୟକ। ସେ ଏବେ କନ୍ଧମାଳର ପଡୋଶୀ ବୌଦ୍ଧ ଜିଲାର ଜିଲାପାଳ ଭାବେ କାର୍ଯ୍ୟରତ। ସେ ଭାରତୀୟ ପ୍ରଶାସନିକ ସେବାରେ ସଫଳତାର ସହ କାର୍ଯ୍ୟ କରୁଥିବାବେଳେ ଦୁର୍ଗମ ଗ୍ରାମକୁ ପାଦରେ ଚାଲି ଚାଲି ଘାଟି ପାହାଡ଼କୁ ଖାତିର ନକରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି।
ଏବେ ସେ ବୌଦ୍ଧ ଜିଲାରେ ଏକ ଧାନ କ୍ଷେତରେ ମହିଳାଙ୍କ ଗହଣରେ ନିଜେ ଧାନ ତଳି ଧରି ରୋଉଥିବା ଦୃଶ୍ୟ ଏବେ ଭିଡିଓ ଭାଇରାଲ ହେଉଛି, ଯାହାକି ଦାରିଙ୍ଗବାଡି ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। ସେ ଦାରିଙ୍ଗବାଡି ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ବେଳେ ତାଙ୍କ ସାଙ୍ଗସାଥି ଏବେ ଦାରିଙ୍ଗବାଡିରେ ରହୁଛନ୍ତି। ସେମାନେ ଜିଲାପାଳ ବିଭୁତିଙ୍କ ଏଭଳି ଆଚରଣକୁ ପ୍ରଶଂସା କରିବା ସହ ସେ ଅଞ୍ଚଳର ଗର୍ବ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ରେ ଥିବା ପୂର୍ବତନ ଜିଲ୍ଲା ପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ  ଖଲ୍ଲିକୋଟ ବ୍ଳକ ଭରଷା ଗ୍ରାମରେ ଥିବା ବିଲରେ ମହିଳାଙ୍କ ସହିତ ଧାନ ରୋଇଥିଲେ  | ସେତେବେଳେ 

News Comment

You Might Also Like

BACK TO TOP