Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ସାମାନ୍ୟ କଥାରେ ଉତେଜିତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା |

28-Jul-2026

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ,
 ସ୍ୱାମୀ ଗିରଫକଲା ପୋଲିସ |

ଓଡିଶା ଜନ ମତ ବ୍ୟୁରୋ,

 ସ୍ୱାମୀ, ସ୍ତ୍ରୀ ହେଉଛନ୍ତି  ଗୋଟିଏ ପାର୍ଶ୍ଵର ଦୁଇଟି ମୁଦ୍ରା,  ଜଣେ ଖରା, ଜଣେ ଛାଇ,, ସେମାନଙ୍କ ପ୍ରେମ ସବୁବେଳେ ପବିତ୍ର | ତେବେ ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀର 10ଗୋଟି  ଦୋଷକୁ କ୍ଷମା କରିବା  ବଚନ ରୁ ସ୍ୱାମୀ କିପରି ଦୁର୍ଦାନ୍ତ ହୋଇ ଏତେବଡ  କାଣ୍ଡ ଭିଆଇଛି ||ସାମାନ୍ୟ ଘୋରାଇ କଳିରୁ କରୁଣ ପରିଣତି ଦେଖିବାକୁ ମିଳିଛି।ସ୍ୱାମୀ ସ୍ତ୍ରୀ ମଧ୍ୟରେ କଲି ଝଗଡା ଲାଗି ରହିବା ସ୍ୱାଭାବିକ କଥା |ହେଲେ ସାମାନ୍ୟ ବଚସା ଯେ ସ୍ତ୍ରୀର ମୃତ୍ୟୁର କାରଣ ପାଲଟିବ ଏ କଥା କିନ୍ତୁ ସାଧାରଣରେ ଏକ ବିରାଟ ଘଟଣା ପାଲଟିଛି |ଯେଉଁ ଝିଅକୁ ସେ ନିଜ ଅର୍ଦ୍ଧାଙ୍ଗିନୀ ଭାବେ ଗ୍ରହଣ କରିଥିଲା ଆଉ ଭଗବାନ କୁ ସାକ୍ଷୀ ରଖି ସ୍ତ୍ରୀ ଭାବେ ଗ୍ରହଣ କରିଥିଲା ଓ ତାର ଦଶ ଗୋଟି ଭୁଲକୁ କ୍ଷମା ଦେବା ପାଇଁ ପ୍ରତିଶୃତି ଦେଇଥିଲା, ଆଜି ସେ ମଣିଷ ରୁ ଅମଣିଷ କେମିତି ପାଲଟିଗଲା? ଏ ପ୍ରଶ୍ନ ସାଧାରଣରେ ଏକ ପ୍ରଶ୍ନବାଚୀ ହୋଇ ଘୁରି ବୁଲୁଛି |ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅଧୀନରେ ଥିବା ହାତୀଵାରୀ ଗ୍ରାମରେ |ସୂଚନା ରବିବାର ରାତିରେ କୌଣସି ପ୍ରକାରେ ଗ୍ରାମର ପଦଲାମ ଗୌଡ଼ ଓ ସ୍ତ୍ରୀ ତୁଳାବତୀ ଗୌଡ଼ଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା |ରାଗରେ ଜର୍ଜରିତ ସ୍ୱାମୀ ପଦଲାମ ଗୌଡ଼ ଏକ ଟାଙ୍ଗିଆ ଆଣି ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଓ ସ୍ତ୍ରୀର ବେକରେ ଚୋଟ ପରେ ଚୋଟ ପକେଇ ଥିଲେ |ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ପ୍ରଥମେ ପୋଲିସକୁ ଖବର ଦେଇଥିଲେ ଓ ପରେ ଆମ୍ବୁଲାନ୍ସ ଡାକି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁଳାବତୀ ଗୌଡ଼ଙ୍କୁ ଭର୍ତି କରିଥିଲେ |ହେଲେ ଭର୍ତି କରୁ କରୁ ଡାକ୍ତର ତୁଳାବତୀଙ୍କୁ ମୃତ ଘୋଷଣା କରିଥିଲେ |ତୁଳାବତୀ ଗୌଡ଼ଙ୍କ ପିତା ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ୧୦୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଓ ପୋଷ୍ଟ ମଟମ କରିବା ସହ ପୋର୍ଟ ମଟମ ପରେ ପରିବାରକୁ ବର୍ଗଙ୍କୁ ଶବ ହସ୍ତାନ୍ତର କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ସବିର ଅହମ୍ମଦ ଓ ତଦନ୍ତ ଅଧିକାରୀ ଅଧିକାରୀ ଅନନ୍ତ କାଡ୍ରାକ କହିଛନ୍ତି |

News Comment

You Might Also Like

BACK TO TOP