Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

ବୈରାଗୀ ଙ୍କ ମୃତ୍ୟୁ ରେ ଦୁଃଖିତ "ଓଡିଶା କୃଷକ ସଭା "

31-Jul-2026

ବୈରାଗୀଙ୍କ ମୃତ୍ୟୁରେ ଆହତ "ଓଡିଶା କୃଷକ ସଭା l"
ପରିବାରକୁ 10 ଲକ୍ଷଟଙ୍କା ସରକାରୀ ସହାୟତା ଦେବାକୁ ଦାବୀ l

ଓଡିଶା ଜନମତ, କୋଦଳା :31/07/26 :

ନରେନ୍ଦ୍ର ନାଥ ଗୌଡ଼ :--

ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପି. ହରି କୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ କୋଦଳା ତହସିଲର କାଳିମେଘି ଗ୍ରାମ ପଂଚାୟତର କାଳିମେଘି ଗ୍ରାମରେଆତ୍ମ ହତ୍ୟା ଚାଷୀ ବୈରାଗୀ ଗୌଡ଼ ପରବାରଙ୍କୁ ଭେଟି ସମ ବେଦନା ଜଣାଇଥିଲେ l. ତାଙ୍କ ସ୍ତ୍ରୀ ଝୁନୁ ଲତା ଗୌଡ଼ଙ୍କ ମତରେ ବୈରାଗୀ ଗୌଡ଼ ଜଣେ ଭାଗ ଚାଷୀ l ସେ 4 ଏକର ଜମି ଭାଗକୁ ଆଣି ଚାଷ କରୁଥିଲେ l. ଫସଲ କରିବାପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଋଣଗ୍ରସ୍ତ ହୋଇ ଯାଇ ଥିଲେ l ଏହି ଋଣ ପରିଶୋଧ କରିନପାରି କିଛି ଦିନ ଅଶାନ୍ତି ଥିଲେ l. ଚଳିତ ବର୍ଷ ଫସଲ ଲାଗୁତି ପାଇଁ କୌଣସି ଠାରେ ଋଣ ମିଳି ପାରିଲା ନାହିଁ l ଏପରି କି ଚାଷ କରିଥିବା ଟ୍ରାକ୍ଟର ଭଡା ପ୍ରାୟ 50 ହଜାର ଟଙ୍କା ଦେଇ ପାରିଲେ ନାହିଁ l ପରିବାର ର 5 ଜଣ ଦୁଃଖ କଷ୍ଟ ରେ ଚଳି ଆସୁଥିଲେ l ଋଣ ଶୁଝିବା ଓ ଏହି ଚଳିତ ବର୍ଷ ଲାଗୁତି ପାଇଁ ଅର୍ଥ ନମିଳିବା ର ଅନ୍ୟ କୋଣସି ଉପାୟ ନପାଇ ଗତ ଶୁକ୍ରବାର ଦିନ କୀଟନାଶକ ବିଷ ପାନ କରିଦେଈଥିଲେ l କୋଦଳା ହସ୍ପିଟାଲରେ ଚିକିତ୍ସତି ହୋଇ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର ହୋଇଥିଲେ l ସେଠାରେ ଚିକିତ୍ସା ବେଳେ ତାଙ୍କର ମୁତ୍ୟୁ ହୋଇ ଥିଲା l.ଶବ ଵିବଛେଦପରେ ଘରକୁ ଆଣି ଶବ ଦାହ କରିଥିଲେ lସରକାର 10ଲକ୍ଷ ଟଙ୍କା ସହାୟତା ଦେବା. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ତାଙ୍କ ସ୍ତ୍ରୀଙ୍କୁ 3000 ଟଙ୍କା ମାସିକ ପେନସନ ଦେବ, ହରିଶ୍ଚନ୍ଦ୍ର ଯୋଜନା,ରେଡ଼କ୍ରସପାଣ୍ଠିରୁ ଅର୍ଥ ଦେବା ପାଇଁ ଓଡିଶା କୃଷକ ସଭା ଦାବୀ କରୁଛି l ଏହି ପ୍ରତନିଧି ମଣ୍ଡଳୀରେ କୃଷକ ସଭା ଜିଲ୍ଲା କମିଟି ସଭ୍ୟ ଅଜୟ ଗୌଡ଼, କାଳୀ ମେଘି ପଂଚାୟତ ୱାର୍ଡ ସଭ୍ୟ ବ୍ଲକ କମିଟି ସଭ୍ୟ ସୁଦାମ ଜାନି l ସ. ମୁରଲୀ ପ୍ରମୁଖ ଯୋଗ ଦାନ କରିଥିଲେ l

News Comment

You Might Also Like

BACK TO TOP