Breaking News

ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||     

ରଶ୍ମୀପ୍ରଭା ମଣ୍ଡପ ରେ ସ୍ୱର୍ଗତ କାଞ୍ଚନ ବାଳା ଙ୍କ ସ୍ମୃତି ସଭା ଓ ସ୍ମରଣିକା ଉନ୍ମୋଚନ |

04-Aug-2026

ସ୍ବର୍ଗତ କାଞ୍ଚନଵାଳା ଙ୍କ ସ୍ମୁତିସଭା ଓ ସ୍ମରଣିକା ଉନ୍ମୋଚନ।
ଓଡିଶା ଜନମତ. ଜଗତସିଂହପୁର. 
ଜ୍ୟୋତି ରଞ୍ଜନ ପଟ୍ଟନାୟକ :---
ଜଗତସିଂହପୁର ସ୍ଥିତ ରଶ୍ମୀପ୍ରଭା ମଣ୍ଡପ ପରିସରରେ ସ୍ବର୍ଗତ କାଞ୍ଚନବାଳା ବେହେରାଙ୍କ ଚତୁର୍ଦଶାହ ଦିବସ ଅବସର ରେ ଗାୟତ୍ରୀ ମିଶନ ପରିବାର ପକ୍ଷରୁ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥୂଲା। ଗାୟତ୍ରୀ ମିଶନ ର ବରିଷ୍ଟ କାର୍ଯ୍ୟକର୍ତା ମାନଙ୍କ ମଧ୍ୟରୁ କୃପାସିନ୍ଧୁ ଷଢଙ୍ଗୀ,  ନରେନ୍ଦ୍ର ଆଚାର୍ଯ୍ୟ,  ବିଜୟ କେତନ ଖଟୁଆ ଓ ଶଶାଙ୍କ ଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ କାଞ୍ଚନ ବାଳା ଙ୍କ ସମାଜପ୍ରତି ସେବା, ତ୍ୟାଗ, ଆଦର୍ଶଗତ ଭାବନା ଉପରେ ଉଦବୋଧନ ଦେଇଥିଲେ | ସ୍ବର୍ଗତ କାଞ୍ଚନବାଳା ଅନେକ ବର୍ଷ ଧରି ଜଗତସିଂହପୁର ଜ଼ିଲ୍ଲା ଗାୟତ୍ରୀ ପରିବାରର ପ୍ରମୁଖ ଭୂମିକା ତୁଲାଉଥିଲେ। ରାଜ୍ୟ ର କୋଣ ଅନୁକୋଣ ରେ ଗାୟତ୍ରୀ ଧର୍ମ ର ପ୍ରଚାର ପ୍ରସାର ବି କରୁଥିଲେ। ସେ ଜଗତସିଂହପୁର ଜ଼ିଲ୍ଲା ର ନାରୀ ଜାଗରଣ ପ୍ରମୁଖ ଭାବେ କାର୍ଯ୍ୟ କରୁଥିଲେ। ଶାନ୍ତିକୁଞ୍ଜ ହରିଦ୍ୱାର ତରଫ ରୁ ଅନେକ ଥର  ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଞ୍ଚନବାଳା ଙ୍କ ବିୟୋଗ ରେ ଗାୟତ୍ରୀ ପରିବାର ଜଣେ ସତ୍ୟ, ନିଷ୍ଠାପର ବ୍ୟକ୍ତି ଙ୍କୁ ହରାଇଛି। ଙ୍କାଞ୍ଚନବାଳା ଙ୍କ ଚତୁର୍ଥଦିବସୀୟ ସ୍ମୁତି ଚାରଣ ସଭା ରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ କୁ ଜୟନ୍ତୀ ବେହେରା, ଜ୍ୟୋସ୍ନା ରାଣୀ ବେହେରା, ଜ୍ୟୋତ୍ରୀମୟୀ ବେହେରା, ସଂଗ୍ରାମ ବେହେରା, ସରିତା ବେହେରା, ଆୟୁସ୍ମାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

News Comment

You Might Also Like

BACK TO TOP