Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |

07-Aug-2026

ଉଦୟ ନିଧି ତ୍ରିଶାଙ୍କୁ ଦିଅର୍ଥବୋଧକ ଶବ୍ଦ କହିଥିବାରୁ କଙ୍ଗନା କଲେ ବଡ଼ ସମାଲୋଚନା |

ଓଡିଶା ଜନ ମତ ବ୍ୟୁରୋ,

ଅଭିନେତ୍ରୀ ତ୍ରିଶା ଙ୍କୁ ଦିଅର୍ଥ ବୋଧକ ଶବ୍ଦ କହିଥିବା ଦୟ ନିଧି ଷ୍ଟାଲିନି ଙ୍କ ମନ୍ତବ୍ୟ କୁ ନେଇ ଏବେ ସବୁ ମାହିଳା ଙ୍କ ନିକଟରୁ ମିଳୁଛି  ସମାଲୋଚନା  ଓ ସମାଲୋଚନା ର ମନ୍ତବ୍ୟ  ବିଜେପି ଠାରୁ  ବହୁ ପାର୍ଟିର ନେତ୍ରୀ  ମାନେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଗାୟିକା ଚିନ୍ମୟୀ ଶ୍ରୀପଦା ମଧ୍ୟ ତାଙ୍କ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଉଭୟେ ଉଦୟନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ନିକଟରେ ଉଦୟନିଧି ଷ୍ଟାଲିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ (ଥଲାପତି ବିଜୟ)ଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କଥିତ ଡବଲ ମିନିଂ ମନ୍ତବ୍ୟ ଦେଇଥିଲେ। ଏହା ପରେ ଅଭିନେତ୍ରୀ ତଥା ଭାଜପା ସାଂସଦ କଙ୍ଗନା ରାଣାୱତ ଏହାର କଡ଼ା ଜବାବ ଦେଇଛନ୍ତି। କଙ୍ଗନା କହିଛନ୍ତି ଯେ, ଏଭଳି ଅଶ୍ଳୀଳ ଓ ଅପମାନଜନକ ମଜାକକୁ କେବେ ବି ଗ୍ରହଣ କରାଯାଇପାରିବ ନାହିଁ। ସେହିପରି ଗାୟିକା ଚିନ୍ମୟୀ ଶ୍ରୀପଦା ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ରାଜନୀତିରେ ମହିଳାଙ୍କୁ ଟାଣି ଆଣିବା ବନ୍ଦ ହେବା ଉଚିତ୍‌। ତେବେ ଆଗାମୀ ଦିନରେ ଉଦୟ ନିଧି ଙ୍କ ପାଇଁ ଆଉ କେଉଁ କେଉଁ  ବିପଦ ଆସିବ ତାକୁ ଦେଖିବାକୁ  ବାକି ରହିଛି ! ଏବଂ ଉଦୟ ନିଧି ଙ୍କ ପାଇଁ  ଆସନ୍ତା ରାଜନୀତି ର ମୋଡ଼ କେଉଆଡ଼କୁ ଗତି କରୁଛି  ତାକୁ  ଜନ ସାଧାରଣ ଆଗାମୀ ଦିନରେ କେଉଁ ମତ ଦେଉଛନ୍ତି ତାହା ସମୟ  କହିବ |

News Comment

You Might Also Like

BACK TO TOP