Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ନନ୍ଦନ କାନନ କୁ ଆସିଲେ 14ପ୍ରଜାତିର 58 ଟି ବିଦେଶୀ ପ୍ରାଣୀ |

14-Sep-2026

ଜେବ୍ରା, କଙ୍ଗାରୁ ସମେତ ନନ୍ଦନ କାନନ କୁ ଆସିଲେ ୫୮ ପ୍ରାଣୀ ନୁଆଁ ଅତିଥି |

ଓଡିଶା ଜନ ମତ ବ୍ୟୁରୋ,

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭାବୃଦ୍ଧି ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ ଆସିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ଗୁଜରାଟସ୍ଥିତ ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ଉପହାରସ୍ୱରୂପ ଏହି ପ୍ରାଣୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦନକାନନରେ ପହଞ୍ଚିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ପ୍ରାଣୀଉଦ୍ୟାନର ସଙ୍ଗରୋଧ ଗୃହ ଓ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମାସେ ପରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସେମାନଙ୍କୁ ଖୁଆଡ଼‌ରେ ଛଡ଼ାଯିବ ବୋଲି ଜଣାଯାଇଛି।
ଗୁଜରାଟରୁ ଆସିଥିବା ଏହି ପ୍ରାଣୀମାନଙ୍କ ମଧ୍ୟରେ ଦୁଇ ହଳ ଜେବ୍ରା, ଦୁଇ ହଳ କଙ୍ଗାରୁ, ୩ ହଳ ବେନେଟ୍ସ ୱାଲାବି, ୨ ହଳ ରିଙ୍ଗ୍-ଟେଲ୍ଡ ଲେମୁର୍, ୨ ହଳ ଟଫ୍ଟେଡ୍ କ୍ୟାପୁଚିନ୍, ୨ ହଳ ସ୍କାର୍ଲେଟ୍ ମାକାଓ, ୨ ହଳ ବ୍ଲୁ-ଆଣ୍ଡ-ଗୋଲ୍ଡ ମାକାଓ, ୨ ହଳ ଗ୍ରିନ୍-ୱିଙ୍ଗଡ୍ ମାକାଓ, ୨ ହଳ ସଲଫର୍-କ୍ରେଷ୍ଟେଡ୍ କକାଟୁ, ୨ ହଳ କ୍ରାଉଣ୍ଡ କ୍ରେନ୍, ୨ ହଳ ସ୍କାର୍ଲେଟ୍ ଆଇବିସ୍, ୩ହଳ ମିରକାଟ୍, ହଳେ କାସୋୱାରୀ, ୨ ହଳ ବ୍ଲୁ ୱାଇଲ୍ଡବିଷ୍ଟ ରହିଛନ୍ତି। ୧୪ ପ୍ରଜାତିଙ୍କ ମଧ୍ୟରୁ ୧୦ ନୂଆ ପ୍ରଜାତିର ପ୍ରାଣୀ ଅଛନ୍ତି। ଗୋଟିଏ ପ୍ରଜାତି ପାଇଁ ଯୋଡ଼ି ପ୍ରସ୍ତୁତି ଏବଂ ୩ଟି ପ୍ରଜାତି କ୍ଷେତ୍ରରେ ନୂଆ ବ୍ଲଡ୍‌ଲାଇନ୍ (ବଂଶଗତ ଉତ୍ସ)ର ଅନ୍ତର୍ଭୁକ୍ତୀକରଣ ଫଳରେ ପ୍ରାଣୀଉଦ୍ୟାନରେ ମୋଟ ପ୍ରଜାତି ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି। ଏହି ନୂତନ ସଂଯୋଜନ ପ୍ରାଣୀଉଦ୍ୟାନର ପ୍ରଜାତି-ବିବିଧତାକୁ ସୁଦୃଢ଼ କରିବା ସହ ସଂରକ୍ଷଣ ଓ ଶିକ୍ଷାମୂଳକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଥିବା ନନ୍ଦନକାନନ ଉପନିର୍ଦେଶକ ମିରାସେ ପ୍ରଦୀପ ଦେବୀଦାସ କହିଛନ୍ତି।

News Comment

You Might Also Like

BACK TO TOP